Sign in
Sign in
Recover your password.
A password will be e-mailed to you.
ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମର୍ଦ୍ଧିତ
ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ତାର ବୟାଳିଶତମ ବାର୍ଷିକ ଉତ୍ସବ ଓ ପୁସ୍ତକ ମେଳା ରୌପ୍ୟ ଜୟନ୍ତୀ ଅବସରରେ ବନକୁସୁମ ପ୍ରତିଷ୍ଠାନ, ବ୍ରହ୍ମପୁର ସୌଜନ୍ୟରେ ଶିଶୁ କିଶୋର କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ଧମାଳର ବିଶିଷ୍ଠ କବିଙ୍କ ସହ ଶିଶୁ କବିମାନେ ସ୍ୱରଚିତ!-->…
ଜିଲାସ୍ତରରେ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ପୁରସ୍କୃତ
ଦାରିଙ୍ଗବାଡ଼ି, ୧୧/୦୩ : ଦାରିଙ୍ଗବାଡ଼ି ବ୍ଲକ କନ୍ଧମାଳ ଜିଲ୍ଲାର ସର୍ଵ ବୃହତ ବ୍ଲକ ଅଟେ। ବ୍ଲକ ଅଧୀନରେ ୨୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏହି ବ୍ଲକର ୨୫ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ବୁଡ଼ାଗୁଡା ପଞ୍ଚାୟତକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରୁସ୍କାର ମିଳିଛି। ଜିଲା ସ୍ତରୀୟ!-->…
ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିକା ଏନଏସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ସମ୍ମାନିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହ ବ୍ୟାପି ଚାଲିଥିବା ବିଶ୍ୱ ମହିଳା ଦିବସ ର ଉଦଯାପନୀ କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏଡିଏମ ପ୍ରିୟରଞ୍ଜନ ପୃଷ୍ଟି ଜିଲ୍ଲା ପରିଷଦ!-->…
ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଡ୍ରେସ କୋଡ଼ ବର୍ଜ୍ଜନ ସହ କଳା ବ୍ୟାଜ ପିନ୍ଧି ପ୍ରତିବାଦ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଜୁନିଅର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ତିନି ଦଫା ଦାବି ନେଇ ଗତ ୧୦ ତାରିଖ ଦିନ ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ,5ଟି ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ବିଭାଗକୁ ଏକ ଦାବି!-->…
ନୂତନ ପେନସନ ଅନ୍ତର୍ଭୁକ୍ତ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ…
ଫୁଲବାଣୀ : ବିଗତ ଦିନରେ ରାଜ୍ୟ ସରକାର ନୂତନ ପେନସନ ଅନ୍ତର୍ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ତା ୦୬/୦୩/୨୩ ରିଖ ଠାରୁ ପୁଣିଥରେ ଶିକ୍ଷକ ଶିକ୍ଷୟିତ୍ରୀ ରାଜରାସ୍ତାକୁ ଓହ୍ଲାଇବାକୁ ଆଜି କନ୍ଧମାଳ ର ସମସ୍ତ ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ!-->…
୪ର୍ଥ ଟେଷ୍ଟ : ଗିଲଙ୍କ ଶତକ, ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୮୯/୩
ଅହମ୍ମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୨୮୯ ରନ କରିଛି । ଫଳରେ ଭାରତ ଏବେ ବି ୧୯୧ରନରେ ପଛୁଆ ରହିଛି । ଭାରତ ପକ୍ଷରୁ ଶୁଭମନ ଗିଲ୍ ୧୨୮ ରନ କରି ଆଉଟ୍ ହୋଇଥିବାବେଳେ ବିରାଟ କୋହଲି!-->…
୧୦ ବର୍ଷ ପରେ ବଦଳିଲେ ଚୀନର ପ୍ରଧାନମନ୍ତ୍ରୀ, ନିଜର ବିଶ୍ବସ୍ତଙ୍କୁ ପଦରେ ବସାଇଲେ ସି ଜିନପିଙ୍ଗ୍
ବେଜିଂ: ଚୀନ୍ ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ଚୀନ୍ ସଂସଦର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ମନୋନୀତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ। ଗତବର୍ଷ ସାଂଘାଇରେ ଜିରୋ!-->…
ପ୍ରଥମ ଥର ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ‘ଭୋଟ୍-ଫ୍ରମ୍-ହୋମ୍’ ବିକଳ୍ପ ଆଣିଲେ ନିର୍ବାଚନ କମିଶନ
ବେଙ୍ଗାଲୁରୁ/ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍- ଫ୍ରମ୍- ହୋମ୍ (ଭିଏଫଏଚ୍) ସୁବିଧା ଆରମ୍ଭ କରାଯାଇଛି।ପ୍ରଥମ ଥର ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି!-->…
ଏଚ୍୩ଏନ୍୨ ଭାଇରସକୁ ନେଇ ଆତଙ୍କିତ ହେବାର କାରଣ ନାହିଁ: କେନ୍ଦ୍ର
ନୂଆଦିଲ୍ଲୀ : ଇନଫ୍ଲୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ବେସରକାରୀ ଭାବେ!-->…
ସିସୋଦିଆଙ୍କୁ ଜେଲ୍ରେ ମିଳୁଛି VVIP ଟ୍ରିଟ୍ମେଣ୍ଟ : ମହାଠକ ସୁକେଶ
ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜେଲ୍ରେ ମିଳୁଛି ଭିଭିଆଇପି ଟ୍ରିଟ୍ମେଣ୍ଟ। ଏଭଳି କିଛି ଦାବି କରି ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ଏଥିସହ ଏହାର ତଦନ୍ତ କରିବାକୁ ସେ!-->…