ଗ୍ୟାସ୍‌ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲା ଯୁବକ

ଭୁବନେଶ୍ୱର / ପୂରୀ : ପୁଲିସ ଡାଳେଡାଳେ ଗଲେ ଚୋର ପତ୍ରେପତ୍ରେ ଯିବାକୁ ଚେଷ୍ଟା କରୁଛନ୍ତି। ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଘରୋଇ ଗ୍ୟାସ୍ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକ ଆଜି ଅବକାରୀ ବିଭାଗ ହାତରେ ଧରାପଡ଼ିଛି। ଏହି ଯୁବକ ପୁଲିସ ଓ ଅବକାରୀ ବିଭାଗ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରନିବାସରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନୂତନ ଛାତ୍ରନିବାସରେ ଆଜି ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତ ଛାତ୍ରଜଣକ ହେଲେ ଆଇଆର୍‌ ଏଣ୍ଡ ପିଏମ୍‌ ବିଭାଗର ପ୍ରଥମ ବର୍ଷର ତାରିଣୀ ପ୍ରସାଦ ବିଶ୍ୱାଳ, ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ

ଜେଲ ଭିତରେ ସାମ୍ବାଦିକତା ପରୀକ୍ଷା ଦେଲେ ପୁଞ୍ଜିଲାଲ ମେହେର…

ବଲାଙ୍ଗିର: ସାମ୍ବାଦିକତାରେ ପିଜି ଡିପ୍ଲୋମା ପରୀକ୍ଷା ଦେଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଆଜି ଜେଲ ଭିତରେ ସେ ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ପରୀକ୍ଷା ଦେଉଛନ୍ତି

ବିଦ୍ୟୁତ୍ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ; ୧୭ ବଖରା ଭସ୍ମୀଭୂତ

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ସର୍ଟସର୍କିଟ୍‌ରୁ ନିଆଁ ଲାଗି ୧୭ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଫଳରେ ସାତଟି ପରିବାରର ଚାଳିଶରୁ ଊର୍ଦ୍ଧ୍ବ ସଦସ୍ୟ ବାସହରା ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ଲକ୍ଷ୍ୟ ଲକ୍ଷ ଟଙ୍କାର ସମ୍ପତ୍ତି ତଥା ଧାନ, ଚାଉଳ

ଓଡ଼ିଶାରେ ଦୁଇ ମାସରେ ୫୯ଟି ଏଚ୍‌୩ଏନ୍‌୨ ଭୂତାଣୁ ଚିହ୍ନଟ: ଆରଏମ୍‌ଆରସି

ଭୁବନେଶ୍ବର: ଓଡ଼ିଶାରେ ୫୯ଟି ଏଚ୍‌୩ଏନ୍‌୨ ଭୂତାଣୁ ଚିହ୍ନଟ ହୋଇଛି। ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୨୨୫ଟି ନମୁନା ସଂଗୃହୀତ ହୋଇଥିଲା। ପରୀକ୍ଷା ପରେ ଏଥିରୁ ୫୯ଟି ଏଚ୍‌୩ଏନ୍‌୨ ଭୂତାଣୁ ଚିହ୍ନଟ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି) ନିର୍ଦ୍ଦେଶିକା

ଗ୍ୟାଙ୍ଗଷ୍ଟାର ଟିମନ ଘରେ ବୁଲଡୋଜର ବୁଲାଇଲା ପ୍ରଶାସନ…

ବଲାଙ୍ଗୀର ସହରର ଜଣାଶୁଣା ଗ୍ୟାଙ୍ଗଷ୍ଟାର ଟିମନ କୁମ୍ଭାରର ଆଲିସାନ ଘରେ ଚାଲିଲା ବୁଲଡୋଜର । କିଛି କ୍ଷଣ ମଧ୍ୟରେ ଟିମନର ଘର ଓ ଅଫିସକୁ ମାଟିରେ ମିଶାଇ ଦେଲା ପ୍ରଶାସନ । ପୂର୍ବରୁ ଏକାଧିକ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଟିମନ। ବଲାଙ୍ଗୀର ପୌର ସଂସ୍ଥା ଲର୍କିପାଲିଠାରେ ସରକାରୀ

ବିଜେପିରେ ଯୋଗ ଦେଲେ ଜିନା ଓ ରୁଦ୍ର…

ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ

ଡାଏଟମ୍‌ ଟେଷ୍ଟ୍ ରିପୋର୍ଟ ବି କହୁଛି ପାଣିରେ ବୁଡି ହୋଇଛି ଚିନ୍ମୟୀଙ୍କ ମୃତ୍ୟୁ, ଭିସେରା ରିପୋର୍ଟକୁ ପୋଲିସର ଅପେକ୍ଷା

ସମ୍ବଲପୁର : ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲାରେ ଶନିବାର ଆସିଛି ଡାଏଟମ୍‌ ଟେଷ୍ଟ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟ ଭଳି ଡାଏଟମ୍‌ ଟେଷ୍ଟ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି । ଅର୍ଥାତ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି

କାୟା ବିସ୍ତାର କରୁଛି H3N2 ଭାଇରସ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଆତଙ୍କିତ ହୁଅନ୍ତୁ ନାହିଁ

କରୋନା ମହାମାରୀ ପରେ ଏବେ କାୟା ବିସ୍ତାର କରୁଛି H3N2 ଭାଇରସ। ବର୍ତ୍ତମାନ ସମୟରେ H3N2 ଭାଇରସ ସଂକ୍ରମଣରେ ଦୁଇ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି। ହରିଆଣାରେ ଜଣେ ଓ କର୍ଣ୍ଣାଟକାରେ ଜଣଙ୍କର ମୃତ୍ୟୁ H3N2 ଭାଇରସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା : ଯୁଗ୍ମ ଟିମର ତଦନ୍ତ ଜାରି…

ପୁରୀ: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା । ଯୁଗ୍ମ ଟିମର ତଦନ୍ତ ଜାରି। କମ୍ପ୍ଲେକ୍ସ ମଧ୍ୟରେ ଥିବା 43 ଟି ଦୋକାନ ସମ୍ପୂର୍ଣ୍ଣ ଜାଳିପୋଡି ପାଉଁଶ ହୋଇଯାଇଛି ।ପ୍ରଥମ ମହଲାରେ ଥିବା ବ୍ୟାଙ୍କର ଲକର ସୁରକ୍ଷିତ ଅଛି। ଏନେଇ ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ