ୱାକର୍ସ କ୍ଲବ ସିଲକ୍ ସିଟି ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ ଗ୍ରୋସରୀ ସାମଗ୍ରୀ ବଣ୍ଟନ

add-all


ବ୍ରହ୍ମପୁର (୨୯/୫) : ୱାକର୍ସ କ୍ଲବ ସିଲକ୍ ସିଟି ପକ୍ଷରୁ ମହାନ୍ ସଙ୍ଘ ପକ୍ଷରୁ ପରିଚାଳିତ ଗୋପାଳପୁର ରଡ ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ଠାରେ ଅବସ୍ଥିତ ବିଶ୍ଵ ନିକେତନ ଜରା ନିବାସ ରେ ପ୍ରାୟ ୨୦୦୦୦ ଟଙ୍କାର ଚାଉଳ, ଡାଲି, ଅଟା ଇତ୍ୟାଦିଗ୍ରୋସରୀ ସାମଗ୍ରୀ ବଣ୍ଟନ କରାଯାଇଥିଲା।କ୍ଲବ ସଭାନେତ୍ରୀ ପି କୁସୂମା, ସମ୍ପାଦିକା ପି ଏସ୍ କୁମାରୀ, କୋଷାଧ୍ୟକ୍ଷ। ଭି ରଜନୀ, ସଦସ୍ୟା ଭି ପଦ୍ମା, ଏସ ଗୌରୀ, କେ ସି ଏସ ଲକ୍ଷ୍ମୀ ଙ୍କ ସମେତ ୩୦ ରୁ ଅଧିକା ସଦସ୍ୟା ଯୋଗଦେଇଥିଲେ। ବିଶ୍ଵ ନିକେତନ ତଥା ମହାନ୍ ସଙ୍ଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଓ ୱାକର୍ଶ କ୍ଲବ ଗର୍ଭନାର ସିମାଞ୍ଚଲ ପାଣିଗ୍ରାହୀ କ୍ଲବ ସଦସ୍ୟା ମାନଙ୍କୁ ସାଧୁବାଦ ଜଣାଇଛନ୍ତି

ad-week
Leave A Reply

Your email address will not be published.