Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତରେ ପ୍ଲାଷ୍ଟିକ ଚାଉଳ ମିଳିଥିବା ଅଭିଯୋଗ…
ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ପଞ୍ଚାୟତରେ ମିଳିଥିବା ଚାଉଳ ସବୁ ପ୍ଲାଷ୍ଟିକ ଚାଉଳ ବୋଲି ଅଭିଯୋଗ ଆଣିଛନ୍ତି ରଙ୍ଗପିଆଜଗୁଡା ଗ୍ରାମ ବାସୀ | ଏହି ଚାଉଳ ଆଣି ପାଣିରେ ପକାଇଲେ ପାଣିରେ ଭାସୁଛି, ଗିଲଗିଲା ହେଉଛି ଏବଂ ରୋଷେଇ କଲେ ଚାଉଳ!-->!-->!-->…
ଉଦଯାପିତ ହେଲା ଫୁଲବାଣୀ ଲେଖକ ସାମ୍ମୁଖ୍ୟ ପୁସ୍ତକମେଳା…
ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ଦଶଦିନ ବ୍ୟାପୀ ଚାଲିଥିବା ତାର ୪୨ତମ ବାର୍ଷିକ ଉତ୍ସବ ଓ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି l ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ!-->…
ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ…
ହିଞ୍ଜିଳିକାଟୁ ୧୩।୩ : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଅବ୍ୟବସ୍ଥା ଘେରକୁ ଠେଲି ହୋଇଗଲାଣି। କେତେବେଳେ ଡାକ୍ତର ମାନେ ଆଶାମାନଙ୍କ ଦ୍ବାରା ଲାଞ୍ଚ କାରବାର ରେ ଜଡିତ ତ କେତେବେଳେ ପରୀକ୍ଷା ଗାରରେ ବାହାର ପ୍ରେସ୍କିସନ୍ ନେଇ ପରୀକ୍ଷା କରିବା!-->…
ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା
ବ୍ରହ୍ମପୁର : ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ସଙ୍ଘ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ।!-->…
କାର୍ ଭର୍ତ୍ତି ଗଞ୍ଜେଇ ଜବତ, ଜଣେ ଗିରଫ…
ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା ଜଣାପଡିଛି। ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬ /୨୨.୨୩ ରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିହାର ପଟଣାର!-->…
୭୫ କେଜିରୁ ଉର୍ଦ୍ଧ୍ବ ଗଂଜେଇ ସହ ଅଟୋ ରିକ୍ସା ଜବତ
ଫୁଲବାଣୀ - କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ବରେ ପୋଲିସ ଟିମ ସୋମବାର ଲାଦରିଗାଁ ଘାଟିରେ ଚଢ଼ାଉ କରି ୭୫ କେଜିରୁ ଉର୍ଦ୍ଧ୍ବ ଗଂଜେଇ ସହ ଏକ ଅଟୋ ରିକ୍ସା ମଧ୍ୟ ଜବତ କରିଛି । ଏହି ସଂକ୍ରାନ୍ତରେ!-->…
ଓଡ଼ିଶାରେ ମାଡ଼ୁଛି ଜଙ୍ଗଲ ନିଆଁ; ତୁରନ୍ତ ରୋକିବାକୁ କେନ୍ଦ୍ର ପରିବେଶମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର…
ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ନିଆଁ ଲାଗୁଛି। ଜଙ୍ଗଲ ଜଳିବା ମାତ୍ରା ଜୈବବିବିଧତା ନଷ୍ଟ ହେଉଛି। ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏହାର ସମାଧାନ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ମନ୍ତ୍ରୀ!-->…
ସ୍କୁଲରେ ପଶି ହାଣିଲା ମଦ୍ୟପ ଯୁବକ
କେନ୍ଦୁଝର :ମଦ୍ୟପ ଯୁବକର ଉନ୍ମତକାଣ୍ଡ। ନିଶାରେ ସ୍କୁଲରେ ପଶି ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇଥିଲା। ଏପରିକି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ।
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଜଣେ ମଦ୍ୟପ ଯୁବକ ହାତରେ କଟୁରୀ ଧରି ସଦର ବ୍ଲକ୍!-->!-->!-->…
ଚେନ ଲୁଟି ଚମ୍ପଟ ମାରୁଥିଲେ କିନ୍ତୁ ଅଧାର ସରିଗଲା ତେଲ, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ସାଲେପୁର: ଗାଡ଼ିରୁ ତେଲ ସରିଯିବାରୁ ଧରାପଡିଲେ ଲୁଟେରା । ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ । ଚଳନ୍ତା ଗାଡିରୁ ଚେନ୍ ଛିଡାଇ ସ୍ପିଡରେ ଯାଉଥିଲେ । ଏତିକି ବେଳେ ଗାଡିରୁ ତେଲ ସରିଗଲା । ଟାଙ୍କିରେ ତେଲ ପକାଇ ଫେରୁଥିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ ।
କଟକ ଜିଲ୍ଲା!-->!-->!-->…
ଜଳୁଛି ଶିମିଳିପାଳ, ୨୫ପଏଣ୍ଟ ରେ ଲାଗିଛି ନିଆଁ
କରଞ୍ଜିଆ: ଆଜି ବି ହୁତୁ ହୁତୁ ହୋଇ ଜଳୁଛି ଏସିଆ ର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳ । ଆଜି ଶିମିଳିପାଳର ରେଞ୍ଜରେ ୨୫ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳ ରେ ୧୯ ଟି ପଏଣ୍ଟ ଥିବା ବେଳେ ଦକ୍ଷିଣ ଶିମିଳିପାଳରେ ୬ ପଏଣ୍ଟ ରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର!-->…