ଜଙ୍ଗଲରେ ନିଆଁ ଲଗାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ; ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ…

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢ଼ାଇଛି ଜଙ୍ଗଲ ନିଆଁ । ବିଭିନ୍ନ ସ୍ଥାନରେ ଲିଭୁନି ବନାଗ୍ନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ଶହ ୫୭ଟି ସ୍ଥାନରେ ନିଆଁ ଲାଗିଛି । ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ସାଟେଲାଇଟ୍‌ ଚିତ୍ରରୁ ଏକଥା ଜଣା ପଡିଛି । ରାଜ୍ୟରେ ବନାଗ୍ନି ସ୍ଥିତିର ସମୀକ୍ଷା କରିଛନ୍ତି

ମୋର କିଛି ହୋଇଗଲେ କେନ୍ଦ୍ର ସରକାର ଦାୟୀ ରହିବେ: ସତ୍ୟପାଲ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଏଣିକି ଆଉ ଜେଡ ପ୍ଲସ ସୁରକ୍ଷା ମିଳିବ ନାହିଁ। କେନ୍ଦ୍ର ସରକାର ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରର ଏହି ନିଷ୍ପତ୍ତି ସମ୍ପର୍କରେ ସତ୍ୟପାଲ ମଲିକ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ

ନିଆଳିରେ ଅଜଣା ଜନ୍ତୁ ଆତଙ୍କ…

ନିଆଳି: ନିଆଳି କଣ୍ଟାପଡ଼ାରେ ଅଜଣା ଜନ୍ତୁ ଆତଙ୍କ । ରାତିରେ ଗୁହାଳରେ ପଶି ମାରିଲା ମେଣ୍ଢା l କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ଘଟିଛି ଏପରି ଘଟଣା l ଗାଁର ଶରତ ଚୌଧୁରୀଙ୍କ ୧୦ଟି ମେଣ୍ଢାକୁ ଏକ ଅଜଣା ଜନ୍ତୁ ମାରିଥିବା ସନ୍ଦେହ କରାଯାଉଛି । ଗତକାଲି

ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ…!

ଲଖନଉ: ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ | ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ହୋଲି ଚାଇଲ୍ଡ ଏକାଡେମୀରେ ଫି ନଦେବା କାରଣରୁ ଦୁଇ ପିଲାଙ୍କ କେଶ କାଟି ଦିଆଯାଇଥିବାର ଘଟଣା ସାମ୍ନାକୁ ଆସିଛି | ଏହି ଘଟଣାକୁ ନେଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ

ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ପହଞ୍ଚିଲା ପୁଲିସ୍, ଅଟକାଇଲେ ସମର୍ଥକ…

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ଗିରଫ କରିବା ପାଇଁ ତାଙ୍କ ଲାହୋରସ୍ଥିତ ବାସଭବନରେ ପୁଲିସ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ତାହାର ବିରୋଧ କରିଛନ୍ତି । ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି

ଅଯୋଧ୍ୟା ରାମ ମନ୍ଦିରକୁ ଆସୁଛି କୋଟିକୋଟି ଟଙ୍କାର ଦାନ, ଗଣିବା ଲାଗି ତିରୁପତି ଭଳି ହେବ ବ୍ୟବସ୍ଥା…

ନୂଆଦିଲ୍ଲୀ: ଅଯୋଧ୍ୟା ରାମନ୍ଦିରକୁ ଦାନ ରୂପରେ ଆସୁଥିବା ରାଶି ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତିନିଗୁଣା ବୃଦ୍ଧି ପାଇଛି। ମନ୍ଦିରର ଅଧିକାରୀ ଏହାକୁ ନେଇ କହିଛନ୍ତି, ‘ଗତ ୧୫ଦିନ ମଧ୍ୟରେ ମନ୍ଦିର ଦାନବାକ୍ସକୁ ପାଖାପାଖି ଏକ କୋଟି ଟଙ୍କା ଆସି ସାରିଛି।ଗଣତି ଓ ଜମା କରୁଥିବା ବ୍ୟାଙ୍କ

ଅସ୍ତ୍ରଶସ୍ତ୍ର କିଣାରେ ନମ୍ବର ୱାନ୍ ଭାରତ

ନୂଆଦିଲ୍ଲୀ : ଅସ୍ତ୍ରଶସ୍ତ୍ର କିଣାରେ ପୁଣି ନମ୍ବର ୱାନ୍ ଦେଶ ପାଲଟିଛି ଭାରତ। ବିଶ୍ୱରେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ମଧ୍ୟରେ ଭାରତର ନାଁ ଶୀର୍ଷରେ ରହିଛି। ଷ୍ଟକହୋମ ସ୍ଥିତ ଥିଙ୍କ ଟ୍ୟାଙ୍କ ‘ସିପରି’ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି।ପ୍ରକାଶ

ବିଧାନସଭାରେ ହଙ୍ଗାମା, ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ…

ପାଟନା : ବିଧାନସଭାରେ ଜୋରଦାର ହଙ୍ଗାମା। ଗାଲିଗୁଲଜ କରିବା ସହ ମାଇକ ଭାଙ୍ଗିଲେ ବିଜେପି ବିଧାୟକ। ଆଜି ବିହାର ବିଧାନସଭାର ପ୍ରଶ୍ନ କାଳ ଚାଲିଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପୂରା ଘଟଣା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।ଗୃହରେ ପ୍ରଶ୍ନକାଳ ଚାଲିଥିବା

ରାଜସ୍ଥାନ ପାଇଁ ଅଣ୍ଟା ଭିଡ଼ିଲାଣି ଆପ୍‌, ସମସ୍ତ ୨୦୦ ଆସନରେ ଦେବ ପ୍ରାର୍ଥୀ…

ଜୟପୁର : ଗୋଆ, ପଞ୍ଜାବ ଓ ଗୁଜରାଟ ପରେ ଏବେ ରାଜସ୍ଥାନ ଉପରେ ଆଖି ପକାଇଛି ଆମ୍ ଆଦମ୍ ପାର୍ଟି (ଆପ୍)। ଚଳିତ ବର୍ଷ ଶେଷ ଆଡ଼କୁ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ୨୦୦ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଛି ଆପ୍‌। ସୋମବାର ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ

ବିିମାନ ପରେ ଏବେ ଟ୍ରେନ୍‌: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟି…

ନୂଆଦିଲ୍ଲୀ : ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କ ଉପରେ ଆଉ ଜଣେ ଯାତ୍ରୀ ପରିସ୍ରା କରିବା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ମଧ୍ୟ ହୋଇଥିଲା। ଏବେ ବିମାନ ପରେ ଟ୍ରେନ୍‌ରେ ସମାନ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି