ଓଡ଼ିଶାର “ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ”: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟର ବିଶ୍ଲେଷଣ କରି ନବୀନ ଶାସନର ଅପାରଗତା, ଦାୟୀତ୍ୱହୀନତା ଏବଂ ନିଷ୍କ୍ରିୟତାର

ସ୍କୁଲରେ କରେଣ୍ଟ ଲାଗି ଛାତ୍ରୀଙ୍କ ମୃତ୍ୟୁ

ଜୟପୁର: ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । କୁନ୍ଦ୍ରା ବ୍ଲକ ଦିଗାପୁର ସରକାରୀ ‌ଆବାସିକ ସ୍କୁଲ ପରିସରରେ ଘଟିଛି ଏପରି ଅଘଟଣ । ସ୍କୁଲ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଗୁରୁତର ହୋଇ ପଡ଼ିଥିଲେ ଛାତ୍ରୀ । ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କଲେ

ଅଷ୍ଟ୍ରେଲିଆରେ ଭୟଙ୍କର କାର ଦୁର୍ଘଟଣାରେ ପଞ୍ଜାବୀ  ଗାୟକଙ୍କ ମୃତ୍ୟୁ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରୁ ଆସିଛି ଦୁଃଖଦ ଖବର। ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପ୍ରଖ୍ୟାତ ପଞ୍ଜାବ କଣ୍ଠଶିଳ୍ପୀ ନୀରବରୀ ସିଂହ। ବୁଧବାର ଅପରାହ୍ନ ୩.୩୦ରେ ମେଲବର୍ଣ୍ଣ ନିକଟ ବୁଲ୍ଲା-ଡିଗର୍ସ ରେଷ୍ଟ ରୋଡ ନିକଟରରେ ଏହି ଘଟଣା ଘଟିଥିଲା। ଶ୍ରୀ ସିଂହ କାରରେ ଯାଉଥିବା ବେଳେ

ଚଳିତ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ରାଜ୍ୟ ସରକାର ଚାହିଁଥିଲେ ଏହାକୁ ରୋକି ପାରିଥାନ୍ତେ। ହୀରାକୁଦ ବନ୍ଧର ଉପର ଓ ତଳ ଅଂଚଳରେ ଜଳ ପରିଚାଳନାରେ ବିଫଳତା କାରଣରୁ ଚଳିତ ବନ୍ୟା ଭୟଙ୍କର ହୋଇ ପଡିଥିଲା। ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ

ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି

ସମ୍ବଲପୁର : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏଥିପାଇଁ ବେଶ୍‌ ଉତ୍ସବମୁଖର ପୁରପଲ୍ଲୀ। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା'ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନବାନ୍ନ ଲାଗି ହୋଇଛି। ଏହି ସମୟରେ ଘଣ୍ଟଘଣ୍ଟା ଧ୍ୱନିରେ

ସିରିଏଲ କିଲର ଆତଙ୍କ, ୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ଭୋପାଲ: ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ। ମଧ୍ୟପ୍ରଦେଶର ସାଗାରରେ ଗତ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ ଷ୍ଟାଇଲରେ ୩ ଜଣଙ୍କୁ ହତ୍ୟା କରାଯାଇଥିବାରୁ ସହରରେ ଆତଙ୍କ ଖେଳିଯାଇଛି। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ହତ୍ୟା ପଛରେ ଜଣେ

ରାଜ ଠାକେରଙ୍କ ପାର୍ଟିର ନେତାଙ୍କ ଗୁଣ୍ଡାଗର୍ଦ୍ଦି, ମହିଳାଙ୍କୁ ସର୍ବସମ୍ମୁଖରେ ପିଟିଲେ

ମୁମ୍ବାଇ: ସର୍ବସମ୍ମୁଖରେ ଗୁଣ୍ଡାଗର୍ଦ୍ଦି କରିଛନ୍ତି ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍‌)ର ଜଣେ ନେତା। ସେ ବିଚ୍‌ ରାସ୍ତାରେ ଜଣେ ମହିଳାଙ୍କୁ ଧକ୍କା ମାରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ତାଙ୍କର ଏହି ହରକତ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ମାଡ଼ ଖାଇଥିବା ମହିଳା

ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁପୁତ୍ର ମୃତ

ସୋର: ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଶିଶୁପୁତ୍ର ଜଣକ ହେଲେ ଇଚ୍ଛାପୁର ଗ୍ରାମର ଶରତ ମଲ୍ଲିକଙ୍କ ୨ ବର୍ଷର ଶିଶୁପୁତ୍ର ଜୟପ୍ରକାଶ ମଲ୍ଲିକ। ବାଲେଶ୍ଵର ଜିଲ୍ଲା

୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୮୭ କୋଭିଡ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ଗ୍ରାଫ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୮ ଜଣ

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପ୍ରକୃତିର ପାର୍ବଣ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି