Sign in
Sign in
Recover your password.
A password will be e-mailed to you.
ସୋନାଲୀଙ୍କ ମତ୍ୟୁ ମାମଲାରେ କ୍ଲବ ମାଲିକ ଗିରଫ
ପଣଜୀ: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ପୋଲିସ ଗୋଆର କର୍ଲିସ୍ କ୍ଲବର ମାଲିକଙ୍କୁ ଗିରଫ କରିଛି। ଏଥିସହ ପୋଲିସ ଶୌଚାଳୟରୁ ଡ୍ରଗ୍ସ ଉଦ୍ଧାର କରିଥିବା ଜଣାପଡ଼ିଛି। ଏହି!-->…
ସ୍କୁଲରେ କୁନିକୁନି ପିଲାଙ୍କୁ ବନ୍ଧକ ରଖିବା ପ୍ରସଙ୍ଗ : ରିପୋର୍ଟ ମାଗିଲା ଜାତୀୟ ମାନବାଧିକାର କମିଶନ
ସ୍କୁଲ ଫି' ନଦେବାରୁ ଆପିଜେ ସ୍କୁଲରେ ପିଲାଙ୍କୁ ନିର୍ଯାତନା ଦିଆଯିବା ଘଟଣା । ଜାତୀୟ ମାନବାଧିକାର କମିଶନ ଖୋର୍ଦ୍ଧା ଜିଲାପାଳ, ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ଏବଂ କମିଶନରେଟ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି । ସମ୍ପୃକ୍ତ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଚାରି!-->…
ଚିକିତ୍ସା ଅବହେଳାରୁ ରୋଗୀ ମୃତ, ହସ୍ପିଟାଲରେ ଉତ୍ତେଜନା
ଢେଙ୍କାନାଳ: ବାରମ୍ବାର ଡାକିଲେ ମଧ୍ୟ ଆସିଲେନି ଡାକ୍ତର । ଫଳରେ ଚିକିତ୍ସା ନପାଇ ଶଯ୍ୟାରେ ପଡି ପଡି ଚାଲିଗଲା ରୋଗୀର ଜୀବନ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଦେଖିବାକୁ ମିଳିଛି ଏପରି ଅଭାନୀୟ ଘଟଣା । ଆଉ ଏହି ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ!-->…
ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ…
ଫୁଲବାଣୀ:- ମହିଳା ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ।ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନାରେ । ଆଜି ସକାଳେ ଜି .ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ ବାସଭବନରେ ନିଜ ବେକରେ ଓଢ଼ଣୀ ଲଗେଇ!-->…
ଅରୁଣାଚଳ ପ୍ରଦେଶ ନିକଟରେ ଚୀନ ସେନା କରୁଛି ନିର୍ମାଣ କାମ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସୀମା ନିକଟରେ ଚୀନ ସେନାର ନିର୍ମାଣ କାମ ଜାରି ରହିଛି । ଏହାକୁ ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିଛନ୍ତି । ଅନଜାବ ଜିଲ୍ଲାର ସ୍ଥାନୀୟ ଲୋକମାନେ ନିର୍ମାଣାଧୀନ କାର୍ଯ୍ୟସ୍ଥଳୀର ଫଟୋ ଉଠାଇଛନ୍ତି । ମେସିନ ସହାୟତାରେ ଚୀନ ସେନା କାମ କରୁଛି । ଚାଗଲଶଗମରେ!-->…
ଭୁଲ୍ରେ ବିମାନ ବନ୍ଦରକୁ ଗୁଳି ନେଇ ଯାଇଥିବା ଶିକ୍ଷକଙ୍କ ପ୍ରତି ବିଚିତ୍ର ଦଣ୍ଡବିଧାନ
ନୂଆଦିଲ୍ଲୀ: ଭୁଲ୍କ୍ରମେ ବିମାନ ବନ୍ଦରକୁ ଗୋଟାଏ ଅଫୁଟା ଗୁଳି ନେଇ ଯାଇଥିବା ନୂଆଦିଲ୍ଲୀର ଜଣେ ଶିକ୍ଷକଙ୍କ ନାଁରେ ରୁଜୁ ହୋଇଥିବା 'ଏଫ୍ଆଇଆର୍'କୁ ରଦ୍ଦ କରି ଦିଲ୍ଲୀ ହାଇକୋର୍ଟ ତାଙ୍କ ପ୍ରତି ବିଚିତ୍ର ଦଣ୍ଡବିଧାନ କରିଛନ୍ତି। ଦଣ୍ଡ ହେଲା, ତାଙ୍କ ସ୍କୁଲ୍ରେ ପାଠରେ ଦୁର୍ବଳ ଥିବା!-->…
ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରରେ ବିସ୍ଫୋରଣ; ଏକାଧିକ ଛାତ୍ରଛାତ୍ରୀ ଆହତ, ଜଣେ ଗୁରୁତର
ଚଣ୍ଡୀଗଡ଼: ପଂଜାବର ଅମୃତସରରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ହେବାରୁ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ଅପରାହ୍ନରେ ଘଟିଛି । ଆହତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିକଟସ୍ଥ!-->…
ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋଙ୍ଗୋଲିଆ ଓ ଜାପାନ ଗସ୍ତ
ନୂଆଦିଲ୍ଲୀ : ସୀମାରେ ଉତ୍ତେଜନା ମଧ୍ୟରେ ଚୀନ୍ ଅନ୍ୟ ଦେଶ ସହ ଭାରତର ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ପର୍ଯ୍ୟାୟରେ ସେ ମୋଙ୍ଗୋଲିଆ ଏବଂ ଜାପାନ ଗସ୍ତରେ ଯାଉଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପଦକ୍ଷେପ ଉପରେ ନଜର ରଖିବେ । ଚୀନ୍ରୁ ଆସୁଥିବା ବିବୃତ୍ତିରୁ!-->…
ଜାଲ୍ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ
ବୌଦ୍ଧ: ବୌଦ୍ଧ ଜିଲାରେ ନକଲି ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକତା ଚାକିରି କରୁଥିବା ବହୁବାର ଅଭିଯୋଗ ହୋଇଆସୁଛି। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ କିନ୍ତୁ ନକଲି ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପଡିପାରୁନାହିଁ। ଜିଲା ଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ମଧ୍ୟ!-->…
ଖେଳାଳିଙ୍କ ଜୀବନଶୈଳୀ ବଦଳାଇବ ଅଲ୍ଟିମେଟ ଖୋ ଖୋ
ଭୁବନେଶ୍ୱର: ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଜଗରନଟ୍ସର ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଭୁବନେଶ୍ୱରଭିତ୍ତିକ!-->…