ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା ଦନ୍ତା

ଅନୁଗୋଳ: ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ସେଥିରେ ଫସିଗଲା। ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବବଗିଚାରେ।

୬ ଅତିରିକ୍ତ ଏସପିଙ୍କ ବଦଳି

କଟକ: ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ୬ ଜଣ ଅତିରିକ୍ତ ଏସପି ରାଙ୍କ ଅଧିକାରୀଙ୍କୁ ନୂତନ ସ୍ଥାନକୁ ବଦଳି କରାଯାଇଛି। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମିଳିଥିବା ସୂଚନାନୁସାରେ ବାଲେଶ୍ୱରର ଅତରିକ୍ତ ଏସପି ଥିବା ଉଦୟଭାନୁ ମିଶ୍ରଙ୍କୁ ବିଜୁପଟ୍ଟନାୟକ ଓଡ଼ିଶା ପୁଲିସ

ପ୍ରଜ୍ଞା ପାରମିତାଙ୍କ ମୃତଦେହ ମିଳିବା ଘଟଣା, ସିସିଟିଭି ଫୁଟେଜରେ ରହସ୍ୟଜନକ ୧ ଘଣ୍ଟା

ଭୁବନେଶ୍ୱର: ରସୁଲଗଡ଼ ଭାଗବତ ସନ୍ଧାନ କଲୋନୀରେ ରାତିରେ ପଡୋଶୀଙ୍କ ଘରେ ଭୋଜିଭାତ ପରେ ସକାଳେ ନିଜ ଘରେ ପ୍ରଜ୍ଞା ପାରମିତା ଧଳଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ବଢ଼ୁଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ପ୍ରଜ୍ଞାଙ୍କ ମୋବାଇଲ ଜବତ କରିବା ସହ ଏକ ଅମମୃତ୍ୟୁ ମାମଲା (ନଂ. ୮୧/୨୨)

ଶ୍ୱେତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ସାଙ୍ଗଙ୍କୁ ପଚରାଉଚରା

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଫିଟାଇ ପାରୁନାହିଁ ପୋଲିସ। ଘଟଣାକୁ ୯ ଦିନ ବିତିଯାଇଥିବାବେଳେ ପୋଲିସ

ଲୋକାର୍ପିତ ହେଲା ବ୍ରହ୍ମପୁର ବନଖଣ୍ଡର ପ୍ରଥମ ଇକୋ ଟୁରିଜିମ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପର୍ୟ୍ୟଟନ କ୍ଷେତ୍ର ଘୋଡାହାଡ ଜଳ ଭଣ୍ଡାର ଠାରେ ଇକୋ ଟୁରିଜିମ୍‌ କ​‌​‌ମ୍ପ୍ଳେକ୍ସ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ)ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଏହାକୁ ଲୋକାର୍ପିତ କରିଥିଲେ । ସମ୍ମାନୀତ

ସ୍କୁଟିରେ ଆସି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

କଟକ : ମୁଣ୍ଡଳୀ ବ୍ରିଜରେ ଗାଡି ରଖି ମହାନଦୀକୁ ଡେଇଁଲେ ନିଶାସକ୍ତ ଯୁବକ । OD 33 R 9270 ନମ୍ବରର ଦୁଇଚକିଆ ମହାନଦୀ ବ୍ରିଜରେ ରଖାଯାଇଛି । ବ୍ୟକ୍ତି ଜଣଙ୍କ ହେଲେ ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ବର ଶୈଳଶ୍ରୀ ବିହାରରେ ବୋଲି ଜଣାପଡିଛି । ତେବେ ଯୁବକ ଜଣଙ୍କ ନିଶାସକ୍ତ ଥିବା

ଝାଡୁ ଧରିଲେ ମେୟର କମିଶନର କର୍ପୋରେଟର, କ୍ଲିନ୍‌ସିଟି ହେବ ରାଜଧାନୀ

ଭୁବନେଶ୍ବର: ରାଜଧାନୀରେ ଜୋରଦାର ମିଶନ ସଫେଇ । ସ୍ମାର୍ଟସିଟିକୁ ସଫା ରଖିବାକୁ ନିଜେ ସଫେଇ କରିବାକୁ ଅଣ୍ଟା ଭିଡିଛନ୍ତି ମେୟର, କମିଶନର ଓ କର୍ପୋରେଟର ମାନେ । ତେଣୁ ମାସର ଦ୍ବିତୀୟ ଓ ଶେଷ ଶନିବାର ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ

ଜାତୀୟ ରାଜପଥ ମେଡିଆନ୍‌ରେ ଲାଗିବନି କନିଅର

ଭୁବନେଶ୍ବର : ଜାତୀୟ ରାଜପଥରେ ଆଉ ଦେଖିବାକୁ ମିଳିବନି କନିଅର ଗଛ। ମେଡିଆନ୍‌ କିମ୍ବା ରାଜପଥ ପାର୍ଶ୍ବରେ ଏହି ପ୍ରଜାତିର କୌଣସି ଗଛ ଲଗାଯିବ ନାହିଁ। ଯେଉଁଠି ରହିଛି, ତାହା ପୂର୍ବବତ୍‌ ରହିବ। ମାତ୍ର ଯେଉଁ ରାସ୍ତା‌ରେ ନୂଆ ଗଛ ଲାଗିବ, ସେଠାରେ କନିଅରକୁ ବାଦ୍‌ ଦିଆଯିବ। କନିଅର ବଦଳରେ ଟଗର,

ବିଦେଶ ଗସ୍ତରେ ବାଚସ୍ପତି ବିକ୍ରମ ‌ଆରୁଖ

ଭଞ୍ଜନଗର: ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଦେଶ ଗସ୍ତରେ ଯାଇଛନ୍ତି। ‌ଦେଶର ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ବରେ ଦେଶର ଏକ ପ୍ରତିନିଧିମଣ୍ଡଳୀ ଭାରତରୁ ବିଦେଶ ଗସ୍ତରେ ଯାଇଥିବା ବେଳେ ଉକ୍ତ ପ୍ରତିନିଧି ମଣ୍ଡଳୀରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ଆରୁଖ

ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା ଜଣକ