Sign in
Sign in
Recover your password.
A password will be e-mailed to you.
କରଦାତାଙ୍କ ଟଙ୍କାରେ ମାଗଣା ସୁବିଧା ଦେଶକୁ ଦେବାଳିଆ କରିଦେବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କରଦାତାଙ୍କ ଟଙ୍କାରେ ଲୋକଙ୍କୁ ମାଗଣା ସୁବିଧା ଦେବା ଧାରା ଲାଗିରହିଲେ, ଦେଶ ଅତ୍ୟନ୍ତ ଦେବାଳିଆ ସ୍ଥିତିକୁ ଚାଲିଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଥିବା ମାଗଣା!-->…
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଫୁଲବାଣୀ ବିଧାୟକ
ଫୁଲବାଣୀ: ପୁଣି ଚର୍ଚ୍ଚାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର I କିଛିମାସ ଆଗରୁ ନିଜ ଜମିରେ ହଳକରି ଚର୍ଚ୍ଚାରେ ରହିଆସିଥିବା ଏହି ବିଧାୟକ କିଛିଦିନ ତଳେ ଅନୁଷ୍ଠିତ ହୋଇ ଥିବା ମାଟ୍ରିକ ପରୀକ୍ଷାରେ ପାସକରି ଗଣମାଧ୍ୟମରେ ଚର୍ଚ୍ଚାରେ ମଧ୍ୟ ରହିଥିଲେ I ହେଲେ ଏବେ ସ୍କୁଲ ପରିଦର୍ଶନରେ ଆସି କ୍ଲାସ!-->…
ଭୁଶୁଡ଼ିଲା ଭାର୍ଗବୀ ନଦୀ ବନ୍ଧ, ଭୟଭୀତ ୫ ପଞ୍ଚାୟତ ବାସିନ୍ଦା
ନିମାପଡା : ସତ୍ୟବାଦୀ ବ୍ଲକ ଗବକୁଣ୍ଡ ନିକଟରେ ଭୁଶୁଡି ପଡିଛି ଭାର୍ଗବୀ ନଦୀ ବନ୍ଧ । କାଲି ବିଳମ୍ବିତ ରାତିରେ ପ୍ରାୟ ୨୦୦ଫୁଟ ନଦୀ ବନ୍ଧ ଧସେଇ ପଡ଼ିଥିବା ଦେଖିବାକୁ ମିଳିଛି । ବନ୍ଧର ଏମିତି ଅବସ୍ଥା ଦେଖି ନଦୀ କୁଳିଆ ପାଞ୍ଚଟି ପଞ୍ଚାୟତର ବାସିନ୍ଦା ଏବେ ଭୟଭୀତ ହୋଇପଡିଛନ୍ତି । ତେବେ ଏବେ!-->…
ଅବକାରୀ ଅଧିକାରୀଙ୍କ ତାଲିମ କର୍ମଶାଳା : ବିଭିନ୍ନ ଦିଗ ଉପରେ ତର୍ଜମା…
ଭୁବନେଶ୍ୱର :- ରାଜ୍ୟ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଆଇନ୍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବାକରୀ ନିର୍ଦ୍ଦେଶାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅବକରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।
କର୍ମଶାଳାରେ!-->!-->!-->…
ଡମ୍ଫର ଧକ୍କାରେ ପାଞ୍ଚ ଅଟୋ ଆରୋହୀ ଗୁରୁତର : ଉତ୍ୟକ୍ତ ଲୋକଙ୍କ ଦ୍ଵାରା ରାସ୍ତାରୋକ…
ଫୁଲବାଣୀ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ମାର୍ମନ୍ତୁତ ସଡ଼କ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଅଟୋ ଆରୋହୀ ଗୁରୁତର ଆହତ ହୋଇଛନ୍ତି I ସୂଚନା ଅନୁସାରେ ବନ୍ଧଗଡ଼ ଗାଁ ନିକଟସ୍ଥ ବାଲିକ୍ଷେତ ନିକଟରେ ଏଆରଏସଏସ ନାମକ ଏକ ଠିକା!-->!-->!-->…
ଏସ୍ପିସିବି ପକ୍ଷରୁ ବାୟୁ ପ୍ରଦୂଷଣ ସଂପର୍କିତ କର୍ମଶାଳା…
ରାଉରକେଲା : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆ ଞ୍ଚଳିକ ଶାଖା ପକ୍ଷରୁ ବାୟୁ ପ୍ରଦୂଷଣ ସଂପର୍କିତ ଏକ କର୍ମଶାଳା ଆଜି ଆରଏସ୍ପିର ସିପିଟିଆଇ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି ।ସମ୍ମିଳିତ ଉଦ୍ୟମ ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ!-->…
କୋର୍ଟରୁ ଜାମିନରେ ଆସିବା ପରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହିଲେ
ଫୁଲବାଣୀ : ସ୍ଥାନୀୟ ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ହ୍ରୀତିକ ପ୍ରଧାନ କୋର୍ଟରୁ ଜାମିନରେ ଆସିବା ପରେ ନିଜକୁ ନିର୍ଦ୍ଦୋଷ ବୋଲି କହିଲେ | ମୋତେ ଷଢଯନ୍ତ୍ର କରି ଚୋରି କେଶରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ। ହ୍ରୀତିକଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୩!-->…
ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବ୍ଳକ ସ୍ତରିୟ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସଵ ଅନୁଷ୍ଠିତ
ଦାରିଙ୍ଗବାଡ଼ି(୨୬/୮): ଦାରିଙ୍ଗବାଡ଼ି ବ୍ଳକ ସ୍ତରିୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସଵ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଏଥିରେ ବ୍ଳକର ବିଭିନ୍ନ ବିଦ୍ୟାଳୟର ୮୫ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗଦେଇ ସାଧାରଣ ଜ୍ଞାନ,!-->…
ଶବ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଫୁଲବାଣୀ(୨୬/୦୮) : ଶୁକ୍ରବାର ଶବ ରଖି ଉତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ l ଫୁଲବାଣୀ ପିଲା ସାଲୁଙ୍କି ନଦୀର ବନ୍ୟା ଜଳର ପ୍ରଖର ସ୍ରୋତରେ ଡାକପାଲା ବ୍ରିଜରୁ ବାଇକ ଆରୋହୀ ତାପସ ରଞ୍ଜନ ଘଟାଲ ଗତ ବୁଧବାର ସନ୍ଧ୍ୟାରେ ବାଇକ ସହ ଭାସି ଯାଇଥିଲେ l ଦିନକ ପରେ ମୃତଦେହ ଉଦ୍ଧାର ୧!-->…
ଶିଶୁଙ୍କ ଆଧାର ପଞ୍ଜିକରଣ ପାଇଁ ଶିଶୁ ସମେତ ଶତାଧିକ ମହିଳା ହଟହଟା
ଦାରିଙ୍ଗବାଡ଼ି (୨୬/୦୮) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ଅଧିନସ୍ତ ଶିଶୁ ମାନଙ୍କ ଆଧାର ପଞ୍ଜିକରଣ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ଶିଶୁଙ୍କ ଆଧାର ପଞ୍ଜି କରଣ ନେଇ ଶିଶୁଙ୍କ ସହିତ ଶତାଧିକ ମହିଳାଙ୍କ ଭିଡ!-->…