MKCG ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ର ପଞ୍ଚମ ମୋହଲା ରେ ଲାଗିଲା ନିଆଁ

ବ୍ରହ୍ମପୁର : ଏମ କେ ସି ଜି ହସ୍ପିଟାଲର ସୁପରସ୍ପେଶାଲିଷ୍ଟ କୋଠାର ୫ମ ମହଲାରେ ଥିବା ୟୁରୋଲୋଜି ବିଭାଗର ଅସ୍ତ୍ରୋପଚାର କକ୍ଷରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଆଜି ଅପରାହ୍ନ ଗୋଟାଏ ସମୟରେ ୟୁରୋଲୋଜି ବିଭାଗର ଅସ୍ତ୍ରୋପଚାର କକ୍ଷରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ

ଦାରିଙ୍ଗବାଡ଼ି ବିଡ଼ିଓଙ୍କ ବ୍ରାହ୍ମଣୀଗାଁ ଗସ୍ତ

ଦାରିଙ୍ଗବାଡ଼ି (୨୬/୮): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ଆଜି ବ୍ରାହ୍ମଣୀଗାଁ ଗସ୍ତରେ ଆସି ବ୍ରାହ୍ମଣୀଗାଁ ସ୍ଥିତ ପୁରାତନ ପ୍ରକଳ୍ପ ଉଛ ପ୍ରାଥମିକ ବିଦ୍ୟାଳୟର ମୋସ୍କୁଲ ଅଭିଯାନ କମିଟି ସଭ୍ୟ ସଭ୍ୟା ଓ ଏସଏମସି ସଦସ୍ୟଙ୍କ ସହିତ ୧୦୪ବର୍ଷର ପୁରାତନ ବିଦ୍ୟାଳୟର

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଶୋକସଭା

ବ୍ରହ୍ମପୁର, ତା. ୨୬/୦୮ : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ " ପକ୍ଷରୁ ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଭ୍ରମରବର ପରମାଣିକ ଏବଂ ବର୍ଷୀୟାନ ନାଟ୍ୟ ଗୁରୁ ଉଦୟନାଥ ମହାରଣାଙ୍କ ଶତାୟୁ ମାତା ଶ୍ରୀମତୀ କାଞ୍ଚନ ଦେବୀଙ୍କ ବିୟୋଗରେ ବ୍ରହ୍ମପୁର

ଭାରତୀୟ ସେନାରେ ସାମିଲ ହେଲା ଏହି କ୍ଷୁଦ୍ର ଉଡ଼ନ୍ତା ଅସ୍ତ୍ର

ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେଲା ସ୍ବାର୍ମ ଡ୍ରୋନ । ଭାରତୀୟ ସେନାର ମେକାନିକାଲ ଫୋର୍ସରେ ଏସବୁ ଡ୍ରୋନ ସାମିଲ ହୋଇଛି । ଏଗୁଡ଼ିକ ସାମିଲ ହେବା ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏପରି ଟେକନଲୋଜୀର ବ୍ୟବହାର ଦ୍ବାରା ଭବିଷ୍ୟତର ଯୁଦ୍ଧରେ ସେନା ସୁବିଧାଜନକ ସ୍ଥିତିରେ ରହିବ

ଈଶ୍ୱର ଚନ୍ଦ୍ର ନାୟକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶାର ଲୋକପ୍ରିୟ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ। ଈଶ୍ବରଚନ୍ଦ୍ର ନାୟକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇଁ ମନୋନୀତ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀଙ୍କ ବାଙ୍କୀ ଗସ୍ତ

ବାଙ୍କୀ: ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଶୁକ୍ରବାର ଅଚାନକ ବାଙ୍କୀ ଗସ୍ତରେ ଆସି ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତର କଇଁମୁଣ୍ଡି, ତଳପାଥପୁର, ଚକୂଳେଶ୍ୱର ଏବଂ କୁଶପଙ୍ଗି ପଞ୍ଚାୟତର କୁଶପଙ୍ଗି ଗ୍ରାମ ପରିଦର୍ଶନ କରିଛନ୍ତି। ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ

ଜନ୍ମାଷ୍ଟମୀ ପୂଜା ପରେ ଲଣ୍ଡନରେ ଗୋ ପୂଜା କଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ‌ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଲଣ୍ଡନରେ ଥାଇ ବି ସେ ଭାରତୀୟ ପ୍ରଥା ଆପଣାଇଥିବା ଦେଖିବାକୁ ମିଳିଛି।

କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ର ମନ୍ତ୍ରୀଙ୍କ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ

ଭୁବନେଶ୍ବର : କେନ୍ଦ୍ର ସାର ଓ ରସାୟନ, ନୂତନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କେନ୍ଦ୍ର ମନ୍ତ୍ରୀ ତାଳଚେର ଠାରେ

୪ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡର କୁତ୍ରାରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଫିରିଙ୍ଗିଆ ୧୧୬.୮ମିମି, ବରମୂଳ ୮୫.୧ ମିମି,

କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମକୁ ଅନୁମତି

ଭୁବନେଶ୍ବର ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୨୦୨୨-୨୩ ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ଖୋଲିବା ଲାଗି ଅନୁମତି ମିଳିଛିି। ପ୍ରଥମ ପର୍ଯ୍ୟାୟରେ ଜେନେରାଲ ସର୍ଜରୀ ବିଭାଗରେ ୫ଟି ପିଜି ସିଟ୍‌ରେ ନାମ ଲେଖାଇବାକୁ ଜାତୀୟ ଭେଷଜଙ୍କ ମେଡିକାଲ ଆସେସ୍‌ମେଣ୍ଟ ଆଣ୍ଡ ରେଟିଂ