ଦିଲ୍ଲୀର ଆପ୍ ସରକାରର ଆଉ ଏକ ଦୁର୍ନୀତି ? ସ୍କୁଲ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା, ରିପୋର୍ଟ ମାଗିଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ : ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍ ) ସରକାର ବିରୋଧରେ ଅବକାରୀ ଦୁର୍ନୀତିର ତଦନ୍ତ ଚାଲିଥିବାବେଳେ ଆଉ ଏକ ଦୁର୍ନୀତି ଅଭିଯୋଗ ହୋଇଛି । ଦିଲ୍ଲୀର ସରକାରୀ ସ୍କୁଲଗୁଡ଼ିକ ପାଇଁ ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।ଏହି

ଶିକ୍ଷକଙ୍କ ମାଡରେ ୨୦ ବିଦ୍ୟାର୍ଥୀ ରକ୍ତାକ୍ତ ଘଟଣା ; ମାତାଲ ଶିକ୍ଷକ ନିଳମ୍ବିତ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ମାତାଲ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗାସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ

ଯାଜପୁର ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଯୁବତୀ ନିଖୋଜ

ଯାଜପୁର: ପୁଣି ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଆଉ ଜଣେ ଯୁବତୀ। ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ବ୍ୟାରେଜ ଉପରୁ ଖରସ୍ରୋତା ନଦୀକୁ ଆଜି ସକାଳୁ ଜଣେ ଯୁବତୀ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଯୁବତୀ ଜଣକ ସ୍ଥାନୀୟ ଶ୍ରୀବନ୍ତପୁର

୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ରାଜନୈତିକ ଦଳଗୁଡ଼ିକ ଅଜ୍ଞାତ ଉତ୍ସରୁ ଆୟ କରିଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୮ଟି ଜାତୀୟ ରାଜନୈତିକ ଦଳ ମୋଟ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଦେଶର ୨୭ଟି ଆଞ୍ଚଳିକ ରାଜନୈତିକ ଦଳ ମୋଟ ୫୩୦.୭୦୩ କୋଟି ଟଙ୍କା ଆୟ କରିଥିବା ଜାଣିବା ପାଇଁ ମିଳିଛି।ତେବେ, ଗୁରୁତ୍ୱପୂର୍ଣ୍ଣ ହେଲା ଆର୍ଥିକ

ହୋଟେଲର ୬ ମହଲାରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ : ୬ ମହଲା କୋଠା ଉପରୁ ଖସିପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ। ପୁରୀ ବଳିଆପଣ୍ଡା ଥାନା ସ୍ଥିତ ଏକ ହୋଟେଲରେ ଅଘଟଣ । ମୃତକ ହେଲେ ଅସ୍ତରଙ୍ଗ ଥାନା ଗାଙ୍ଗପୁରର ଲିଙ୍ଗରାଜ ସାହୁ । ଅଗଷ୍ଟ ୨୩ରେ ସେ ଏକ ବୈଠକରେ ଯୋଗଦେବାକୁ ଏହି ହୋଟେଲକୁ ଆସି ରହୁଥିଲେ। ସିକ୍ୟୁରିଟି କର୍ମଚାରୀ ଆଜି

୬୫ ବର୍ଷୀୟ ବୃଦ୍ଧଙ୍କ କୁକର୍ମ, ନାତୁଣୀ ବୟସର ନାବାଳିକାଙ୍କୁ କଲେ ୭ ମାସର ଗର୍ଭବତୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଂଚଳରେ ଜନୈକ ୬୫ ବର୍ଷର ବୃଦ୍ଧ ଜଣେ ନାବାଳିକା ଝିଅକୁ ଧମକଚମକ ଦେଇ ଲଗାତାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏବେ ସଂପୃକ୍ତ ନାବାଳିକା ଜଣଙ୍କ ୭ ମାସର ଗର୍ଭବତୀ ହୋଇଥିବା ଜଣାପଡିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଆଳି

ଅରୁଣାଚଳରେ ବିହାରର ପ୍ରତିଶୋଧ ନେଲା ବିଜେପି, ଜେଡି(ୟୁ)ର ଏକମାତ୍ର ବିଧାୟକ ବିଜେପିରେ ସାମିଲ

ପାଟନା: ବିହାରର ପ୍ରତିଶୋଧ ଅରୁଣାଚଳରେ ନେଲା ବିଜେପି। ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡି(ୟୁ)। ଶେଷ ମୂହୁର୍ତ୍ତରେ ବିଜେପିକୁ ଜେଡି(ୟୁ) ଯେଉଁ ଧୋକା ଦେଇଥିଲା, ଆଜି ଅରୁଣାଚଳରେ ତାହାର ପ୍ରତିଶୋଧ

କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌

କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ । ୧୦ ନୂଆ ଇକୋ ରିଟ୍ରିଟ୍‌ ସହ ୩ଟି ନେଚର୍‌ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋରାପୁଟର ଦେଓମାଳି ପାହାଡ଼, କଳାହାଣ୍ଡିର ଯକମ୍‌,

ନିଶାସକ୍ତ ଅବସ୍ଥାରେ ପଡ଼ୋଶୀ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ବୁଦେଲଜୋର ଗ୍ରାମରେ ଶୁକ୍ରବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସୋମା ଓରାମ ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କର ପଡୋଶୀ ହଉରୀ ଟିଗା ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରିଛି। ଶୁକ୍ରବାର ଅପରାହ୍ନରେ ଉକ୍ତ ମହିଳା ଗ୍ରାମରେ

ସ୍ତ୍ରୀ ଉପରେ ରାଗି ମାସେ ହେଲା ୮୦ ଫୁଟ ତାଳ ଗଛରେ ରହୁଛନ୍ତି ସ୍ୱାମୀ

ଲକ୍ଷ୍ନୌ: ପତ୍ନୀ ସହ ମନୋମାଳିନ୍ୟ ଉପୁଜିବାରୁ ସ୍ୱାମୀ ଘର ଛାଡ଼ି ଗଛ ଉପରେ ରହୁଛନ୍ତି। ଦିନେ ନୁହେଁ କି ଦୁଇଦିନ ନୁହଁ ମାସେ ହେବ ଏକ ୮୦ ଫୁଟ୍‌ ତାଳ ଗଛ ଉପରେ ରହୁଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଉତ୍ତରପ୍ରଦେଶର ମାଉ ଜିଲ୍ଲାର କୋପାଗଞ୍ଜ ଅଞ୍ଚଳରୁ ଏମିତି ବିଚିତ୍ର ଦୃଷ୍ୟ ଆସିଛି। ସ୍ତ୍ରୀ ଉପରେ