Sign in
Sign in
Recover your password.
A password will be e-mailed to you.
ବନ୍ୟା ସୁଅରେ ଭାସି ଯୁବକ ମୃତ
କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କର ମୃତ୍ୟୁ । ମୃତକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡା ଗ୍ରାମର ସୁନୀଲ ସାହୁ(୨୧) । ସଉଦା ଆଣିବା ପାଇଁ ବଜାର ଯାଉଥିବା ସମୟରେ ସାଇକେଲ ସହ ବନ୍ୟା ସୁଅରେ ଭାସିଗଲେ ।
!-->!-->!-->…
ଗାଁକୁ ଫେରିଲା ନିଖୋଜ ବାସୁଦେବଙ୍କ ଶବ, ମୃତକ ପରିବାରକୁ ନ୍ୟାୟ ଦାବୀରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହିର ବାସୁଦେବ ପ୍ରଧାନ ନିଖୋଜ ଘଟଣାକୁ ୬ଦିନ ବିତିଥିବାବେଳେ ଗିତକାଲି ତାଙ୍କ ମୃତଦେହ କୁ କଟକ ଜିଲ୍ଲା ଜଗତପୁର ନଦୀ ନିକଟରୁ ଉଦ୍ଧାର କରିଥିଲା ।ଶବ ଜବତ ହୋଇ ଚିହ୍ନଟ ପରେ କଟକ ଏସସିବି ମେଡିକାଲରେ ରେ ବ୍ୟବଛେଦ ହୋଇ ଆଜି ପରିବାରକୁ!-->…
ଟାଙ୍ଗୀରେ ବ୍ରାଉନସୁଗାର ସହ ଜଣେ ଗିରଫ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳ ବ୍ରାଉନ ସୁଗାର କବଳରେ ଥିବା ବେଳେ ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳ ଏଥିରୁ ବାଦ ପଡିଥିଲା। ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଧଳା ଜହର କାରବାର ହେବାର ଠାବ ହୋଇଛି। ଗତକାଲି ରାତିରେ ଟାଙ୍ଗୀ ଥାନା ସୁନ୍ଦରପୁର!-->…
ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ୩୦ତମ ଶୁଣାଣି
ନୂଆଦିଲ୍ଲୀ: ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ୩୦ତମ ଶୁଣାଣି । ଏହି ଶୁଣାଣି ଭର୍ଚୁଆଲ୍ ମୋଡ୍ରେ ହେବ। ପ୍ରଥମେ ଛତିଶଗଡ଼ ଓ ପରେ ପରେ ଓଡ଼ିଶା ପକ୍ଷରୁ କରୋନା ମାମଲା ବୃଦ୍ଧି ପାଉଥିବା ନେଇ ଟ୍ରିବ୍ୟୁନାଲଙ୍କୁ ପତ୍ର ଜରିଆରେ ଅବଗତ କରାଇଥିଲେ । ଏହାକୁ ଦୃଷ୍ଟିରେ ରଖି 'ଫିଜିକାଲ୍'!-->…
ଜୋରସୋର ଚାଲିଛି ଅଯୋଧ୍ୟା ରାମମନ୍ଦିରର ନିର୍ମାଣକାର୍ଯ୍ୟ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ବିଶେଷ ଚିତ୍ର ସାମ୍ନାକୁ ଆସିଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଦ୍ୱାରା ଶ୍ରୀ ରାମ ଜନ୍ମଭୂମି ମନ୍ଦିର କିପରି ନିର୍ମାଣ ହେଉଛି ତାହାର ସର୍ବଶେଷ ଚିତ୍ର ପ୍ରକାଶ ପାଇଛି। ଏହି!-->…
୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ୟୁ ୟୁ ଲଳିତ
ନୂଆଦିଲ୍ଲୀ : ଶନିବାର ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ସିଜେଆଇ ଭାବେ ଜଷ୍ଟିସ୍ ଲଳିତଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ନଭେମ୍ବର ୮ରେ ସେ ଅବସର!-->…
ଆଜିଠାରୁ ଏସିଆ କପ୍ କ୍ରିକେଟ: ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମୁକାବିଲା
ଦୁବାଇ: ଏସିଆ ମହାଦେଶର ସବୁଠାରୁ ବଡ଼ କ୍ରିକେଟ ପ୍ରତିଯୋଗିତା ଏସିଆ କପ୍ ଶନିବାରଠାରୁ ୟୁଏଇ'ରେ ଖେଳାଯିବ। ଏଥିରେ ଏସିଆର ୬ଟି ଶ୍ରେଷ୍ଠ ଦେଶ ଅଂଶଗ୍ରହଣ କରୁଥିଲାବେଳେ ସେପ୍ଟେମ୍ବର ୧୧ରେ ଶେଷ ହେବ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଶ୍ରୀଲଙ୍କା ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହାକୁ ୟୁଏଇକୁ!-->…
ଚାଉଳ ରପ୍ତାନି ଉପରେ ଲାଗିବ କଟକଣା
ନୂଆଦିଲ୍ଲୀ: ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଓ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଗହମ, ଅଟା ପରେ ଏବେ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ଭାରତ ସରକାର ବିଚାର କରୁଛନ୍ତି। ଭାରତ ହେଉଛି ବିଶ୍ବର ସର୍ବବୃହତ ଚାଉଳ ରପ୍ତାନିକାରୀ। କିନ୍ତୁ ଗତ କିଛି ଦିନ!-->…
ଥାନାରେ ପୁଲିସକୁ ଆକ୍ରମଣ କରି ବନ୍ଧା ହେଲେ ଦୁଷ୍କର୍ମ ପୀଡ଼ିତା
ଭୁବନେଶ୍ବର : ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ମହିଳା ଥାନା ପୁଲିସ ଗିରଫ କରିଛି। କଥାଟା ଶୁଣିବାକୁ ବିସ୍ମୟକର ମନେ ହେଉଥିଲେ ବି ସତ। ଘଟଣାଟି ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ନ୍ୟାୟ ପାଇଁ ୭ ମାସ କାଳ ବାରମ୍ବାର ଥାନାକୁ ଦୌଡ଼ି ହତାଶ ହେବା ପରେ ପୀଡ଼ିତା ପୁଲିସକୁ!-->…
‘ମୁଁ ଆଦିବାସୀ ପୁଅ, ଡରିବି ନାହିଁ’ – ହେମନ୍ତ ସୋରେନ
ନୂଆଦିଲ୍ଲୀ: ଝାଡଖଣ୍ଡରେ ରାଜନୀତି ସରଗରମ ହୋଇ ଉଠିଛି । ବେଆଇନ ଖନନ ମାମଲାରେ ନିର୍ବାଚନ ଆୟୋଗ ନିଜ ରିପୋର୍ଟ ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା ନେଇ ଉଲ୍ଲେଖ ରହିଛି । ଅର୍ଥାତ ବିଧାୟକ ପଦ ରବ୍ଦ ନେଇ ସୁପାରିଶ କରାଯାଇଛି ।!-->…