ଡିପିଓ ପଡିଆ ଠାରେ ୬୦ତମ ଗୃହରକ୍ଷୀ ଦିବସ ପାଳିତ…

add-all

ମାଲକାନଗିରି :୬।୧୨ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ୫୯ତମ ଗୃହରକ୍ଷୀ ଦିବସ ପାଳିତ ହୋଇ ଯାଇଛିା ଜିଲ୍ଲା ପୋଲିସ ମୁଖ୍ୟାଳୟ ସ୍ଥିତ ଡିପିଓ ପଡିଆ ଠାରେ ଆୟୋଜିତ ପାରେଡରେ ଆରକ୍ଷୀ ଅଧିକ୍ଷକ ନିତିଶ ୱାଧୱାନୀ ପାରେଡରେ ଅଭିବାଦନ ଗ୍ରହଣ କରିଥିଲୋ ନିଜ ଅଭିବାଦନରେ ଶ୍ରୀ ୱାଧୱାନୀ ସୁରକ୍ଷା କ୍ଷେତ୍ରରେ ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ର ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତା ପଠନ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡୀୟ ଆରକ୍ଷୀ ଅଧିକ୍ଷକ ଅନୁପ ପାତ୍ର, ଅତିରିକ୍ତ ଏସ୍‌.ପି. ବଳଭଦ୍ର ଦୀପ, ଡିଏସପି ପି.କେ. ଜେନା, ରିଜର୍ଭ ଇନିସ୍ପେକ୍ଟର ଶ୍ୟାମସୁନ୍ଦର ସୋରେନ ଓ ଜିଲ୍ଲାର ସମସ୍ତ ପୋଲିସ ଓ ଗୃହରକ୍ଷୀ ଯୋଗ ଦେଇଥିଲୋ

ad-week
Leave A Reply

Your email address will not be published.