ବିଷାକ୍ତ ସାପ କାମୁଡ଼ାରେ ବାଳିକା ମୃତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ  ଅଞ୍ଚଳ ପଣଷପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ତାବଲା ଗ୍ରାମର ସାଧୁରାମ ହନ୍ତାଳର ଆଠ ବର୍ଷର ଝିଅ ଜାନକୀ ହନ୍ତାଳ ଗତ କାଲି ରାତିରେ ମଶାରୀ ଭିତରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତି ଏକ ଘଟିକା ଏକ ବିଷାକ୍ତ ସାପ (କାଲାଟା )

ଫୁଲବାଣୀ ଓକିଲ ସଙ୍ଘରେ ଗଣେଶ ପୂଜା ପାଲିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ଠାରେ ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ପୂଜାରେ ବରିଷ୍ଠ ଆଇନଜୀବୀ ଭି ଭି ରମଦାସ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିବା ବେଳେ ଓକିଲ ସଙ୍ଘର ସଭାପତି ଵିଜୟ ମହାନ୍ତି, ଉପସଭାପତି କମଳ କୁମାର ବେହେରା, ସମ୍ପାଦକ ଦୁର୍ଗା ଶଙ୍କର

ଡଙ୍ଗା ବୁଡି ଘଟଣାରେ ନିଖାଜ ଶବ ଉଦ୍ଧାର

ଚିତ୍ରକୋଣ୍ଡା (୦୧/୦୯) : ଗଲା କାଲି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଥିଲା ଏକ ଦେଶୀ ଡ଼ଙ୍ଗା । ଡଙ୍ଗା ବୁଡିରେ ଜଣେ ମହିଳା ନିଖୋଜ। ନିଖୋଜ ମହିଳାଙ୍କ ନାମ ମୋତି ଗୋଲରୀ ବୟସ ୪୦ ବର୍ଷ ଯନ୍ତ୍ରୀ ଗ୍ରାମର ଗ୍ରାମବାସୀ । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ତିନିଟା

ଗଣେଶ ପୂଜାରେ ଅନାଥ ପିଲାଙ୍କୁ ଖଡ଼ି ଛୁଆଁଇଲେ ପୋଷାକ ବିତରଣ କଲେ

ଚିତ୍ରକୋଣ୍ଡା : ଗଣେଶ ପୂଜା କିଏ କେତେ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବେଳେ ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଖିବାକୁ ମିଳିଛି କିଛି ନିଆରା କାର୍ଯ୍ୟକ୍ରମ l ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀଙ୍କ ନଜରରେ କିଛି ଅନାଥ ଏବଂ ଗରିବ ପିଲା

ଲୋକଙ୍କ ମନମୋହିଛି ମହାତ୍ମା ଗାନ୍ଧିଜୀଙ୍କ ଜୀବନ ଆଦର୍ଶ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀ

ଛତ୍ରପୁର : ହିଞ୍ଜିଳିକଟୁ ପୌର ପରିଷର ଦ୍ବାରା ପାଳନ ହେଉଥିବା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମିନି ଷ୍ଟାଡିୟମ୍ ଠାରେ ଓରମାସ ଦ୍ବାରା ମିଶନ ଶକ୍ତି ମହିଳା ମାନକ ହସ୍ତ୍ ନିର୍ମିତ ମେଳା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର

ଲୋକଙ୍କୁ ଆକର୍ଷିତ କରୁଛି ଅଶୋକନଗର ଗଣେଶ ପୂଜା

ବ୍ରହ୍ମପୁର : ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଷ ପୂଜା ପାଉଛନ୍ତି । ଏହି ଅବସରରେ ଜିଲ୍ଲାର ବ୍ରହ୍ମପୁର ସହର ର ଆଖପାଖ ଅଂଚଳ ଆଜି ଚଳଚଂଚଳ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା କମିଟି ଓ ସାହି ବସ୍ତି ମାନଙ୍କରେ ଅଗ୍ରପୁଜ୍ୟ

ମୃତ ମହିଳାଙ୍କ ନାମ ମହିଳା ବିଜେଡି କାର୍ଯ୍ୟକାରିଣୀରେ  ଘୋଷଣା !!

ବ୍ରହ୍ମପୁର : ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ

୭ରେ ବଙ୍ଗୋପସାଗରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ। ଫଳରେ ଉତ୍ତରପ୍ରଦେଶ ଏବଂ ବିହାରର ଶୁଖିଲା ସ୍ଥାନକୁ ବର୍ଷା ଆଣିବ ମୌସୁମୀ। ପାଣିପାଗ ପୂର୍ବାନୁମାନକାରୀମାନେ ଆକଳନ କରି କହିଛନ୍ତି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଲକ୍ଷଣ ପରିଲକ୍ଷିତ

ପାଣିକୋଇଲିରେ ସେକ୍ସ ର‌୍ୟାକେଟ୍‌ ଠାବ, ଲଜ୍‌କୁ ସିଲ୍‌ କଲା ପୁଲିସ୍‌

ପାଣିକୋଇଲି: ପାଣିକୋଇଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ପୁରୁଣା ଥାନା ନିକଟ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଲଜ୍‌ରୁ ପୁଲିସ ସେକ୍ସ ରାକେଟ୍‌ ଠାବ କରିଛି । ଗ୍ରାହକକୁ ପୁଲିସ ଗିରଫ କରିଥିବା ବେଳେ ରୂପଜୀବୀକୁ ଉଦ୍ଧାର କରିଛି । ଲଜ୍‌ ମାଲିକ ଓ ଦୁଇ କର୍ମଚାରୀଙ୍କ ସମେତ ମୋଟ ୬

ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ

ଭୁବନେଶ୍ୱର: ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ । ଏହାର ନୂଆ ନାମ ମାଣିକୋଗୋଡା ରେଲଓ୍ୱେ ଷ୍ଟେସନ ରଖାଯିବ । ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଭୁବନେଶ୍ୱର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ।