Sign in
Sign in
Recover your password.
A password will be e-mailed to you.
ସାକ୍ଷୀଗୋପାଳ ମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ: ଜିଲାପାଳ
ସୁଆଣ୍ଡୋ: ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ ସାକ୍ଷୀ ଗୋପୀନାଥଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ଥିବା ଦେକାନ ଗୃହ ଓ ସେବାୟତଙ୍କ ଘରଗୁଡିକ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଗୁରୁବାର ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କ ସହିତ ଆସି!-->…
ଲାଲଗଡ଼ରେ BSF ଏବଂ ଜିଲ୍ଲା ପୋଲିସର ସହାୟତା ମାଓବାଦୀଙ୍କ ନିପାତ ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ
ମାଲକାନଗିରି : ମାଓବାଦୀ ନିପାତ ପାଇଁ ଅଣ୍ଟା ଭିଡ଼ିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ।BSF ଏବଂ ଜିଲ୍ଲା ପୋଲିସର ସହାୟତାରେ ଲାଲଗଡ଼ରେ ଦୌଡ଼ିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲାର ମାଓ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ ପ୍ରଥମ କରି ଗଣ ଦୌଡ।!-->…
ଭାରତୀୟ ନୌସେନାରେ ସାମିଲ ହେଲା ବାହୁବଳୀ ‘ଆଇଏନଏସ ବିକ୍ରାନ୍ତ’
କେରଳ : ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ I ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS Vikrant ନୌସେନା ରେ ହେଲା ସାମିଲ I ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବିମାନ ପରିବହନକାରୀ INS ବିକ୍ରାନ୍ତର ଜଳାବତରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ!-->…
ମୋ ବସ୍ ସେବାକୁ ଜାତୀୟ ସ୍ୱୀକୃତି
ନୂଆଦିଲ୍ଲୀ: ଓଡ଼ିଶାର ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)କୁ ମିଳିଲା ସିଟିଜ୍ ଆୱାର୍ଡ଼। ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ ଗ୍ରହଣ କଲା କ୍ରୁଟ୍ । ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ!-->…
POCSO କେସରେ ଗିରଫ ହେଲେ ମୁରୁଗ ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି
ବେଙ୍ଗାଲୁରୁ: ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ମାମଲାରେ କର୍ଣ୍ଣାଟକର ପ୍ରଭାବଶାଳୀ ମୁରୁଗ ରାଜେନ୍ଦ୍ର ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତ୍ତି ମୁରୁଗ ଶରନାରୁଙ୍କୁ ଗୁରୁବାର ବିଳମ୍ବିତ ରାତ୍ରିରେ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।!-->…
ସ୍ବର୍ଗତ ମିନାକ୍ଷୀ ମିଶ୍ରଙ୍କ ନାମ ଘୋଷଣା କୁ ନେଇ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ଘୋର ନିନ୍ଦା…
ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ସଦସ୍ୟା ରେ ଦିବଂଗତ ନେତ୍ରୀ ସ୍ବର୍ଗତ ମିନାକ୍ଷୀ ମିଶ୍ର କ଼ଂ ନାମ ଘୋଷଣା କରାଯିବା ଏକ ହାସ୍ୟାସ୍ପଦ କିନ୍ତୁ ସାଂଘାତିକ ପ୍ରସଙ୍ଗ। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ!-->…
ଯୁବ ବିଜୁ ଜନତା ଦଳର ତରଫରୁ ନବନିର୍ବାଚିତ ସଭାପତିଙ୍କୁ ସମ୍ବର୍ଦ୍ଧନା…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ରୂପେ ଚୟନ ହୋଇଥିବା ଆଡମା ରାବାଙ୍କୁ ଆଜି ଜିଲ୍ଲା ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପୂର୍ବରୁ ମଧ୍ୟ ଶ୍ରୀ ରାବା ଏହି ପଦବୀରେ ରହିଥିବା ବେଳେ ସେ ନିଜ ଦାଇତ୍ଵର!-->!-->!-->!-->!-->…
ମାଲକାନଗିରି ପୋଲିସ କୁ ମିଳିଛି ସଫଳତା : ୧୮୦ କେଜି ଗଞ୍ଜେଇ ଜବତ ଓ ୫ ଗିରଫ…
ମାଲକାନଗିରି, : ମାଲକାନଗିରି ସଦର ପୋଲିସ ଦ୍ୱାରା ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛନ୍ତିା ସୁଚନା ମୁତାବକ ଗତକାଲି ରାତିରେ ମାଲକାନଗିରି ଥାନା ଏସ୍.ଆଇ. କେ. ସଙ୍ଗନା ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଗୌଡଗୁଡା ଛକ ନିକଟରେ ରାତ୍ର ପେଟ୍ରୋଲିଙ୍ଗ!-->!-->!-->…
କନ୍ଧମାଳରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ…
ଫୁଲବାଣୀ ,: ସମଗ୍ର ଦେଶରେ ସେପ୍ଟେମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରା ଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖାର ସଭାପତି ସାମନ୍ତ କୁମାର!-->…
ବେଆଇନ ଘୁଟକା ଜବତ ଘଟଣା : ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କଲା ପୋଲିସ, ମୁଖ୍ୟ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ…!
ବ୍ରହ୍ମପୁର : ବ୍ରହ୍ମପୁର ସହର ର ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀ ଗ୍ରାମ ରେ ଗତ 30/08/22 ତାରିଖ ରେ ପୁଲିସ ଚଢ଼ାଉ କରି ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଥିଲା । ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ ଏମ ଏବଂ ସଦର ଏସ ଡି ପି ଓ ଙ୍କ!-->…