ଜବରଦଖଲ ଉଛେଦ : ବାଲୁଙ୍କେଶ୍ୱର ମନ୍ଦିର ନିକଟ ଜଗବନ୍ଧୁ ହୁଡ଼ା ବସ୍ତିର ୯0 ଘର…

ବ୍ରହ୍ମପୁର :-ବ୍ରହ୍ମପୁର ବାଲୁଙ୍କେଶ୍ୱର ମନ୍ଦିର ନିକଟ ଜଗବନ୍ଧୁ ହୁଡ଼ା ବସ୍ତିକୁ ଉଛେଦ କରିଛି ବିଏମସି l ଜାତୀୟ ଗ୍ରୀନ ଟ୍ରି ବୁନାଲଙ୍କ ନିର୍ଦ୍ଧେଶକ୍ରମେ ମହାନଗର ନିଗମ ଅଂଚଳରେ ଥିବା ଜଗବନ୍ଧୁ ପୋଖରୀ ହୁଡ଼ା କଡର ସମସ୍ତ ବସ୍ତିକୁ ଉଛେଦ କରାଯାଇ ସେମାନଙ୍କୁ ରାଜୀବ ଆବାସ ଯୋଜନା…

ନଗର ଭବନ ଠାରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତା ସମ୍ମିଳନୀ ଆୟୋଜିତ…

ମାଲକାନଗିରି : ସଦରମହକୁମା ନଗର ଭବନ ଠାରେ ଜିଲ୍ଲା ବିଜେପି ତରଫରୁ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲା ର ସୁପ୍ତ ପ୍ରାୟ ବିଜେପି କର୍ମକର୍ତ୍ତା,ଯୁବମୋର୍ଚ୍ଚ। ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟ ଏହି ବୈଠକର ମୂଳ ଲକ୍ଷ୍ୟ ଥିବା ଜିଲ୍ଲା ସଭାପତି ଶ୍ରୀ ନିମାଇଁ ପାଳ ନିଜ…

ଚକା ଚୋରୀ କରୁଥିବା ବେଳେ ଧରାପଡିଲା ଚୋର : ପିଟିଲେ ଓ ପୋଲିସକୁ ଦେଲେ ଜିମା…

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରୁ ଏକ ପାୱାରଟିଲର ଗାଡିରୁ ଚକା ଚୋରୀ କରି ଚମ୍ପଟ ମାରୁଥିବା ବେଳେ ଜଣେ ଚୋରକୁ ଊତମ ମଧ୍ୟମ ପରେ ଲୁଟେରାଙ୍କୁ ହିଞ୍ଜିଳି ଥାନାରେ ଜିମା ଦେଇଛନ୍ତି । ଗିରଫ ଲୁଟେରା ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଡି.ପାଟପୁର ଗ୍ରାମର ଭକ୍ତ ଦଳେଇ । ଏ…

ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ…

• କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ “ସମ୍ପର୍କ କେନ୍ଦ୍ର’ରେ ରୂପାନ୍ତରିତ କରିବ• ଗ୍ରାମାଂଚଳ ଲାଗି ସେବା ମୂତୟନ ଭୁବନେଶ୍ୱର: ଗ୍ରାମାଂଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍…

ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର, : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ 'ଓଡିଶା ନାଟ୍ୟ ଦିବସା' ପାଳନ ସଂକ୍ରାନ୍ତରେ ସ୍ଥାନୀୟ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ…

ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ହିଲ୍ ଭିୟୁ କପ୍-୨୦୨୨ ଉଦଘାଟିତ…

ଦାରିଙ୍ଗବାଡ଼ି :୯/୧୨, ଦାରିଙ୍ଗବାଡ଼ି ଠାରେ ବାଘାଜ୍ୟୋତିନ ଯୁବକସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ହିଲ୍ ଭିୟୁ କପ୍-୨୦୨୨ ଆୟୋଜନରେ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ସହିତ ଗଂଜାମ, ଗଜପତି ଓ କଳାହାଣ୍ଡି ଜିଲ୍ଲାର ୧୬ଟି ଭଳିବଲ ଦଳ…

ଶ୍ରୀ ବିରଞ୍ଚି ନାରାୟଣ ଓ ସୂର୍ଯ୍ୟ ଉପାସନା ପୁସ୍ତକ ଉନ୍ମୋଚିତ…

ବୁଗୁଡ଼ା:ତା୦୯/୧୨/୨୨ : ନିକଟସ୍ଥ ଖୋଳଖାଳି ଗ୍ରାମଠାରେ "କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ" ଅନୁଷ୍ଠାନର ସମ୍ପାଦକ କାମରାଜୁ ସାହାଣୀଙ୍କ ପୌରୋହିତ୍ୟରେ "ଭଞ୍ଜ ସାହିତ୍ୟରେ ନାରୀର ସ୍ଥାନ" ଶୀର୍ଷକ ଉପରେ ଆଲୋଚନା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ରୂପେ ଶିକ୍ଷାବିତ୍…

ଲୋକନାଥପୁର ଶାସନ ରେ ମହାଲକ୍ଷ୍ମୀ ପୂଜା…

ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲୋକନାଥପୁର ଶାସନ ରେ ପବିତ୍ର ମହାଲକ୍ଷ୍ମୀ ପୂଜା ଅନୁଷ୍ଠତ ହୋଇଯାଇଛି। ତିନି ଦିନ ବ୍ୟାପି ଏହି ପୂଜା ରେ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ଙ୍କ ଆବାହକତ୍ୱରେ ମଙ୍ଗବାରଠାରୁ ଜଳଯାତ୍ରା ଆରମ୍ଭ ହୋଇ ପ୍ରତ୍ୟହ 108 ଆଳତି କରି ଜଗତ…

ଉଦଘାଟନ ପରେ ବି ସ୍ମାର୍ଟ ସ୍କୁଲ କାମ ଅସମ୍ପୂର୍ଣ୍ଣ : ବାରି ହେଉଛି ଦୁର୍ନୀତି ଗନ୍ଧ…

ବୁଗୁଡ଼ା : ତା ୦୯/୧୨/୨୨ : ସ୍ମାର୍ଟ ସ୍କୁଲ ନାଆଁରେ ହରିଲୁଟ୍ l ଠିକାଦାର ସାଜିଥିଲେ ବିଡ଼ିଓ l ପ୍ରଧାନ ଶିକ୍ଷକ ନାଆଁରେ କାର୍ଯ୍ୟାଦେଶ ଥିଲେ ମଧ୍ୟ କେବଳ ଜଳ ଜଳ ଦେଖିବା ଛଡା ଆଉ କିଛି ଉପାୟ ନଥିଲା ତାଙ୍କର l ବିଡ଼ିଓ ଯେତେବେଳେ ଯାହା ଟଙ୍କା ମାଗୁଥିଲେ ସେମାନେ କେବଳ ଟଙ୍କା ଉଠାଇ…