ମାଛ ଧରୁ ଧରୁ ଜାଲରେ ଲାଗିଲା ନାବାଳିକାର ମୃତ ଦେହ

ଜଳେଶ୍ୱର: ମାଛ ଧରୁ ଧରୁ ଜାଲରେ ଲାଗିଲା ଅଜଣା ନାବାଳିକାର ମୃତ ଦେହ । ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ ତାଳପଦା ଗ୍ରାମରେ ଥିବା ପାଶି ଖାଳରେ ଆଜି ସକାଳ ସମୟରେ ଗ୍ରାମର ବୁଲୁ ଦଳାଇ ନାମକ ଏକ ବ୍ୟକ୍ତି ମାଛ ଧରିବା ପାଇଁ

ଆହତ ଯୋଗୁ ରବିନ୍ଦ୍ର ଜାଡେଜା ଏସିଆ କପ୍‌ର ବାକି ମ୍ୟାଚ୍‌ରୁ ବାଦ୍‌

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୨ ଟୁର୍ନାମେଣ୍ଟ ଖେଳୁଥିବା ଭାରତକୁ ବଡ଼ ଝଟ୍‌କା ଲାଗିଛି। ଆହତ ହେବା ଯୋଗୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବାକି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି। ବିସିସିଆଇ କହିଛି, ଅଖିଳ

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭୁବନେଶ୍ବରରେ ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ବର ବିମାନବନ୍ଦର ଛକ ନିକଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂ।

ଆଫଗାନିସ୍ତାନର ଗୁଜରଗାହା ମସଜିଦରେ ବିସ୍ଫୋରଣ, ୧୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆଫଗାନିସ୍ତାନର ହେରାଟର ଗୁଜରଗାହା ମସଜିଦରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ବିସ୍ଫୋରଣ ଘଟିଥିଲା। ଟୋଲୋ ନ୍ୟୁଜ୍ ଅନୁଯାୟୀ, ମସଜିଦର ଇମାମ ମୁଜିବ ଇମାମ ରେହମାନ ଅନସାରୀଙ୍କ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଇମାମଙ୍କ ସମେତ ୧୮ ଜଣ ପ୍ରାଣ ହରାଇଛନ୍ତି।

୨ ସପ୍ତାହରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଆସୁଛି ଆଉ ୨ଟି ଲଘୁଚାପ ! ଆସନ୍ତା ୨ ସପ୍ତାହ ମଧ୍ୟରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଆସନ୍ତା ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ। ସେହିପରି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ୨ୟ

ଜର୍ମାନରେ ପାଇଲଟଙ୍କ ହରତାଳ, ୮ଶହ ଫ୍ଲାଇଟ୍ ବାତିଲ, ୧ ଲକ୍ଷ ଲୋକେ ପ୍ରଭାବିତ

ବର୍ଲିନ ୨।୯: ଜର୍ମାନରେ ପାଇଲଟଙ୍କ ହରତାଳ ପାଇଁ ଲୁପଥାନସା ଏୟାରଲାଇନ୍ସକୁ ତାର ୮୦୦ ଫ୍ଲାଇଟ୍‌ ବାତିଲ କରିବାକୁ ପଡିଛି। ବିମାନଙ୍କ ଉଡାଣ ରଦ୍ଦ ହେବା ଯୋଗୁ ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ପାଇଲଟମାନେ ସେମାନଙ୍କ ଦାବିକୁ ନେଇ ଦିନିକିଆ ହରତାଳ କରିଛନ୍ତି। ପାଇଲଟ ସଂଘ

୧୧ରେ ରାଷ୍ଟ୍ରପତିଙ୍କ ମାଉଣ୍ଟ ଆବୁ ଗସ୍ତ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତମାସ ୧୧ରେ ରାଜସ୍ଥାନର ମାଉଣ୍ଟ ଆବୁ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ସେଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ ଆନ୍ତର୍ଜାତିକ ସମାବେଶରେ ମୁର୍ମୁ ଭାଷଣ ଦେବେ ବୋଲି ଜଣାପଡିଛି ।

କାମରେ ଅବହେଳା ନେଇ ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡା : ଆକ୍ସନ ରେ ରାୟଗଡ଼ା ଜିଲ୍ଲାପାଳ । କାଶୀପୁର ତହସିଲ ଅଧିନରେ ଥିବା ୩୦ ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି । ଜିଲ୍ଲାପାଳ ସ୍ବଧା ଦେବ ସିଂ ଏହି ପଦକ୍ଷେପ ନେଇଛନ୍ତି । ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି । ଅଫିସ କାଗଜ ପତ୍ର ଠିକ ନଥିବା ଓ

ଛତିଶଗଡ ମୁଖ୍ୟମନ୍ତ୍ରୀ ପାଳିଲେ ନୂଆଁଖାଇ

ଝାରସୁଗୁଡା: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପାଳିଲେ ନୂଆଁଖାଇ । କୃଷି ଭିତ୍ତିକ ଗଣପର୍ବ ନୂଆଖାଇ କେବଳ ଯେ ପଶ୍ଚିମ ଓଡ଼ିଶାରେ ସୀମିତ ଅଛି ତାହା ନୁହେଁ ବରଂ ପଡୋଶୀ ଛତିଶଗଡ଼ ପର୍ଯ୍ୟନ୍ତ ପରିବ୍ୟତ ତାହା ପ୍ରମାଣ କରିଛି । ରାୟଗଡ଼ା ଜିଲ୍ଲାର ଲୋଇଙ୍ଗ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବଘେଲ ପହଞ୍ଚି

କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା । ସିଡିଏ ସେକ୍ଟର-୯ ସ୍ଥିତ ଘରେ ଜଷ୍ଟିସ ବିହାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଜଷ୍ଟିସ ବିହାରୀଙ୍କ ଘର ଯାଜପୁର ଜିଲ୍ଲା ବୋଲି ଜଣାପଡ଼ିଛି । ଜଷ୍ଟିସ ସୁବାସ ବିହାରୀଙ୍କ ସହକର୍ମୀଙ୍କ ସୂଚନା