ବାୟାପଡା ବିଦ୍ୟାଳୟରେ ସ୍ୱତନ୍ତ୍ର ସ୍ୱଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା (୦୨/୦୯) : କୁଡୁମୁଲୁଗୁମ୍ମା ନିକଟସ୍ଥ ନାକାମାମୁଡି ଗ୍ରାମ ପଞ୍ଚାୟତ ର ଘାଟି ଅ°ଚଳ ବାୟାପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସ୍ୱଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୁଦୁଲି

ସ୍ୱାଭିମାନ ଅଞ୍ଚଳବାସୀଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଚିତ୍ରକୋଣ୍ଡା(୦୨/୦୯) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳବାସି ଜଣେ ଦକ୍ଷ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ ଆରଡ଼ି ବିଭାଗର ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ଓରଫ ସାଇ ଜେଇ ନାମରେ ସର୍ବ ମୁଖରେ ପରିଚିତ ଙ୍କ ନିମନ୍ତେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା କରାଯାଇଛି l

ଚିତ୍ରକୋଣ୍ଡାରେ ନୂଆ ଡାକଘର କାର୍ଯ୍ୟାଳୟ ଉଦଘାଟିତ

ଚିତ୍ରକୋଣ୍ଡା (୦୨/୦୯): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଷ୍ଟ ଅଫିସ ଲାଇନ ରେ ଦୀର୍ଘ ଦିନ ହେଲା ଡାକ କାର୍ଯ୍ୟାଳୟ ଚାଲି ଆସୁଥିଲା ବିଭିର୍ଣ୍ଣ ସମସ୍ୟା ହେତୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ତହସିଲ ଛକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ନୃର୍ତ୍ତନ ଡାକ କାର୍ଯ୍ୟାଳୟ ଆଜି ଆନୁଷ୍ଠାନିକ ଭାବରେ

ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟଠାରେ ବି.ଏସ.ଏଫ ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଓ କୌଶଳ ପ୍ରଦର୍ଶନ

ମାଲକାନଗିରି (୨।୯): ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବି.ଏସ.ଏଫ ୨ୟ ବାଟାଲିୟନ ପକ୍ଷରୁ ଆଜି ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଓ କୌଶଳ ପ୍ରଦର୍ଶନ କରାଯାଇଛି । ଏଥିରେ ବି.ଏସ.ଏଫ ଡି.ଆଇ.ଜି ଶୈଳେନ୍ଦ୍ର କୁମାର ସିହ୍ନା, ମାଲକାନଗିରି ଏସ.ପି ନିତେଶ

ପାଣିରେ ବୁଡି ଶିଶୁ ମୃତ

ଦାରିଙ୍ଗବାଡ଼ି,୨/୯, ପାଣିରେ ବୁଡି ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମର ନୟନ ପ୍ରଧାନଙ୍କ ପୁଅ ସିପୁନ ପ୍ରଧାନ(୭) । ସୂଚନା ପ୍ରକାରେ,ସିପୁନ ପ୍ରଧାନ ମା ଙ୍କ ସହ ନିଜ ମାମୁଁ ଘର ରାଣୀପାଙ୍ଗା ଗ୍ରାମକୁ ବୁଲିଯାଇଥିବା

ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଗୁରୁତ୍ୱପୂର୍ଣ୍ଣ

ଫୁଲବାଣୀ : ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଯୁଗ ଯୁଗରୁ ଗୁରୁତ୍ୱପୂର୍ଣ ରହିଆସିଛି। ଆୟୁର୍ବେଦ ଚିକିତ୍ସା ଜଡିବୁଟି ଦ୍ଵାରା ଦୁରାରୋଗ ମଧ୍ୟ ଆରୋଗ୍ୟ ଲାଭ ହୋଇ ପାରୁଛି। ପ୍ରାୟ ଏହି ଔଷଧ ସେବନରେ ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ପ୍ରାରମ୍ଭରେ ଗ୍ରାମାଞ୍ଚଳରେ ଆୟୁର୍ବେଦ ଚିକିତ୍ସାର

ଚୋର ଭାବି ୨ ଗେରୁଆ ବସ୍ତ୍ର ପିନ୍ଧିଥିବା ଯୁବକଙ୍କୁ ନିସ୍ତୁକ ମାଡ଼

ହିଞ୍ଜିଳିକାଟୁ (୨ /୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଗେରୁଆ ବସ୍ତ୍ର ପରିଧାନ କରିଥିବା ଦୁଇ ଯୁବକ ଏକ ବାଇକ ଉପରେ ବସିଥିବା ବେଳେ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ ଓ ପରେ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା “ପରିବର୍ତ୍ତନଶୀଳ ଶିକ୍ଷା ଏବଂ ବିଶ୍ୱ ସ୍ଥରୀୟ ସହଭାଗୀତାର…

ଭୁବନେଶ୍ୱର : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ, ଆନ୍ତର୍ଜାତୀୟ ଅଫିସ୍ ତରଫରୁ ସିଣ୍ଡିକେଟ୍ ହଲ ଠାରେ ପ୍ରସିଦ୍ଧ କୁଳପତି, ଦାବିଶ, ସି.ଏ., ୟୁ.ଏସ.ଏ ସ୍ଥିତ, କମ୍ପୁଟର ସାଇନ୍ସ ବିଭାଗ, କାର୍ଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଶାନ୍ତ ମହାପାତ୍ରଙ୍କ ଅଧ୍ୟାପନା ଅନୁଷ୍ଠିତ ହୋଇ ଯାଇଛି ।

ଚାରି ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ

ଭୁବନେଶ୍ୱର: ଚାରି ବରିଷ୍ଠ ପୋଲିସ ଅଧିକାରୀ ଡିଜି ପାହ୍ୟାକୁ ଉନ୍ନୀତ । ୮୯ ବ୍ୟାଚର ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ.ଏମ୍‌. ନର୍ଭେଣେ, ଅମ୍ରିତ ମୋହନ ପ୍ରସାଦ, ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏବେ ରାଜ୍ୟ ପୋଲିସର ଡିଜି ଅଛନ୍ତି ସୁନିଲ ବଂଶଲ । ୮୭ ବ୍ୟାଚର

ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ: ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ବଡ ଖୁଲାସା ହୋଇଛି । ବଏଫ୍ରେଣ୍ଡ ଚିତ୍ତରଞ୍ଜନଙ୍କୁ ଗିରଫ କରିଛି ପୋଲିସ । ଏନେଇ ପ୍ରେସମିଟରେ ସମସ୍ତ ତଥ୍ୟ ଦେଇଛନ୍ତି ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଚିତ୍ତରଞ୍ଜନ ଓ ଶୁଭଶ୍ରୀଙ୍କ ମଧ୍ୟରେ ସମ୍ପର୍କ ଥିଲା ।