Sign in
Sign in
Recover your password.
A password will be e-mailed to you.
ସୋନାଲି ଫୋଗଟ୍ ହତ୍ୟା ମାମଲା : ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ମାନିଲେ ପିଏ ସୁଧୀର ସାଙ୍ଗୱାନ୍
ଅଭିନେତ୍ରୀ ସୋନାଲି ଫୋଗଟ୍ ମୃତ୍ୟୁ ମାମଲରେ ବଡ଼ ଖୁଲାସା । ଗୋଆ ପୋଲିସର କହିବାନୁସାରେ, ସୋନାଲୀଙ୍କ ପିଏ ସୁଧୀର ନିଜର ଦୋଷ ସ୍ୱୀକାର କରିଛନ୍ତି । ସୋନାଲୀଙ୍କୁ ହତ୍ୟା କରାଯାଇଛି । ଏ ନେଇ ବଡ ଷଡଯନ୍ତ୍ର ରଚା ଯାଇଥିଲା । ଗୋଆରେ ସୋନାଲୀଙ୍କ ସୁଟିଂ ହେବାର କୌଣସି ଯୋଜନା ନଥିଲା ।
ତାଙ୍କୁ!-->!-->!-->…
ବିମାନ ଉଡ଼ାଣ ପାଇଁ ବାଧ୍ୟ କରିବା ଅଭିଯୋଗରେ ବିଜେପି ନେତା ମନୋଜ ତିୱାରୀ ଓ ନିଶିକାନ୍ତ ଦୁବେଙ୍କ ସମେତ ମୋଟ ୯ ଜଣଙ୍କ…
ନୂଆଦିଲ୍ଲୀ: ରାତିରେ ବିମାନ ଉଡ଼ାଣ ପାଇଁ ବାଧ୍ୟ କରିବାରୁ ବିଜେପି ସାଂସଦ ମନୋଜୀ ତିୱାରୀ ଓ ନିଶିକାନ୍ତ ଦୁବେଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ମାମଲା ହୋଇଛି। ବିଜେପି ନେତମାନେ ରାତିରେ ବିମାନ ଉଡ଼ାଣ ଭରିବା ପାଇଁ ଚାଙ୍କର ଚାଟାର୍ଡ ବିମାନ ଖାଳି କରିବାକୁ ଝାଡ଼ଖଣ୍ଡର ଦେଓଘର ବିମାନ ବନ୍ଦର!-->…
ମଣିପୁରରେ ବିଜେପିରେ ମିଶିଲେ ୫ ଜେଡିୟୁ ବିଧାୟକ
ଜେଡିୟୁର ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଦଳକୁ ବଡ଼ ଝଟକା ଲାଗିଛି । ମଣିପୁରରେ ଜେଡିୟୁର ୬ ମଧ୍ୟରୁ ୫ ବିଧାୟକ ଦଳ ସହ ବିଦ୍ରୋହ କରିଛନ୍ତି । ୫ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଯାଇଛନ୍ତି ।
ଏମାନଙ୍କ ମଧ୍ୟରେ କେଏଚ ଜୟକିଷାନ, ଏନ ସନାତେ, ମହମ୍ମଦ ଅଛବ!-->!-->!-->…
ଲେଜେଣ୍ଡ୍ସ୍ ଲିଗ୍ରେ ଖେଳିବେ ନାହିଁ ସୌରଭ ଗାଙ୍ଗୁଲୀ
କୋଲ୍କାତା: ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ 'ଲେଜେଣ୍ଡ୍ସ୍ ଲିଗ୍'ରୁ ଓହରି ଯାଇଥିବାରୁ 'ବିସିସିଆଇ' ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଇଡେନ୍ ଗାର୍ଡେନ୍ରେ ଖେଳିବେ ନାହିଁ। ସମୟ ଅଭାବରୁ ସେ ମ୍ୟାଚ୍ ଖେଳିବେ ନାହିଁ ବୋଲି 'ଇଣ୍ଡିଆ ଟୁଡେ'କୁ କହିଛନ୍ତି। ଏ ସଂକ୍ରାନ୍ତରେ ଗାଙ୍ଗୁଲୀ!-->…
ବିଜେଡି ସରକାରଙ୍କୁ ବିଜେପି ଯୁବମୋର୍ଚ୍ଚାର ୨୨ଟି ପ୍ରଶ୍ନ
ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ୱରେ ଅଛନ୍ତି । ବିଜେଡ଼ି ନିଜକୁ ୧ ନମ୍ବର ସରକାର କହିବାର ମିଛ ଡ଼ିଣ୍ଡିମ ପିଟୁଛି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା ପରେ ମଧ୍ୟ ଯୁବପିଢିଙ୍କ ଭବିଷ୍ୟତ ଆନ୍ଧାର ଆଡ଼କୁ ଯାଉଛି । ଓଡିଶାର ଅଭିବୃଦ୍ଧି!-->…
ଛତିଶଗଡ଼ରୁ ଖାଦ୍ୟସାମଗ୍ରୀ ଆଣି ଆସୁଥିବା ଟ୍ରକ୍ ଭୁବନେଶ୍ବରରୁ ଗାୟବ, ପରେ କାକଟପୁରରୁ ଉଦ୍ଧାର କଲା ପୋଲିସ୍
ଛତିଶଗଡ଼ ରାଜ୍ୟର ପରାବାଦବଜାର ଜିଲ୍ଲା ଅନ୍ତର୍ଗତ ଭାଟାପଡା ଥାନା ଅଞ୍ଚଳରୁ ଗତ ୨୮ତାରିଖରେ ଗହମ ,ଚଣା ,ଡାଲି ଏବଂ ଚୂଡା ଲୋଡ କରି OR11 K4107 ନମ୍ବରର ଏକ ଆଇଚର ବାରଚକିଆ ଟ୍ରକ୍ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଏହି ଖାଦ୍ଯ ସାମଗ୍ରୀର ମୂଲ୍ୟ ଅଠର ଲକ୍ଷ ଆଠ ହଜାର ଉଣେଇଶ ଟଙ୍କାର!-->…
ପାକିସ୍ତାନ ଜେଲରୁ ୨୮ ବର୍ଷ ପରେ ଘରକୁ ବାହୁଡିଲେ କୁଲଦୀପ
ଗୁଇନ୍ଦା କରିବା ଅଭିଯୋଗରେ ଦୀର୍ଘ ୨୮ ବର୍ଷ ହେବ ପାକିସ୍ତାନ ଜେଲରେ ସଜ୍ଜା କାଟୁଥିଲେ ଗୁଜୁରାଟର କୁଲଦୀପ ଯାଦବ। ଏବେ ସେ ନିଜ ଘରକୁ ଫେରିଛନ୍ତି। ଏହାପରେ ତାଙ୍କ ଘରେ ଖୁସିର ମାହୋଲ । ଘରକୁ ଫେରିବା ପରେ ପାକିସ୍ତାନ ଜେଲରେ ଯନ୍ତ୍ରଣା ସହି ବନ୍ଦୀଥିବା ଅନ୍ୟ ଭାରତୀୟ କଏଦୀଙ୍କୁ ଫେରାଇ!-->…
ଦିନ ଦ୍ୱିପ୍ରହରେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ପୁରୀ: ଚୋରକୁ ଧରିବା ଓ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଅସୁରକ୍ଷିତ । ପୋଲିସ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଲୁଟ୍ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଜଣେ ପୋଲିସ କର୍ମଚାରୀଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃର୍ତ୍ତ ।
ଷ୍ଟେଟବ୍ୟାଙ୍କରୁ ପୋଲିସ କର୍ମଚାରୀ ଜଣଙ୍କ!-->!-->!-->…
କୁହୁଡ଼ି କଲେଜ ଛକରୁ ବ୍ରାଉନ୍ସୁଗାର ବେପାରି ଗିରଫ
ଟାଙ୍ଗୀ : କଲେଜ ଛାତ୍ରଛାତ୍ରୀଙ୍କୁ ଧଳା ଜହର ବିକ୍ରି ଯୋଜନା ହେଲା ଭଣ୍ଡୁର। କଲେଜ ଛାତ୍ରଛାତ୍ରୀଙ୍କ ବେଶରେ ପହଞ୍ଚିଥିଲେ ବଜରଙ୍ଗ ଦଳର ଯୁବକ। ପରେ ସେହି ଯୁବକ ଜଣଙ୍କ ଧରା ପଡ଼ିବା ସହିତ ସେଠାରେ ମାଡ଼ ଖାଇଥିଲା। ଖୋର୍ଦ୍ଧା ଜିଲ୍ଲାର କୁହୁଡ଼ି କଲେଜ ଛକରେ ଏପରି ଘଟଣା ଦେଖିବାକୁ!-->…
ବର୍ଜ୍ୟ ବସ୍ତୁ ପରିଚାଳନା ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜରିମାନା
ନୂଆଦିଲ୍ଲୀ: ଆଜି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ଏକ ବଡ ବିଚାର କରି ଏକ ବଡ ରାୟ ଘୋଷଣା କରିଛନ୍ତି। ତାହା ହେଲା କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ଠିକ ନ ଥିବାରୁ ଏକା ଥରେ ଜରିମାନା ୩୫୦୦ କୋଟି ଟଙ୍କା କରାଯାଇଛି। ଏହି ଜରିମାନା ପଶ୍ଚିମ ବଂଗ ସରକାରଙ୍କ ଉପରେ!-->…