Sign in
Sign in
Recover your password.
A password will be e-mailed to you.
ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ଅନିମା କଁହର ମନୋନୀତ
ଫୁଲବାଣୀ/ଖଜୁରିପଡ଼ା:- ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶାରେ ମହିଳା ମାନଙ୍କୁ ରାଜନୀତିରେ ପ୍ରାଧାନ୍ୟ ଦେଇ ଆସିଛନ୍ତି।ତେଣୁ ତାଙ୍କ ଦଳରେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ମହିଳାଙ୍କୁ ଅଗ୍ରାଧିକାର ଦେଇ!-->!-->!-->…
ହିଞ୍ଜିଳିକାଟୁ ପୌରପରିଷଦରେ ତିନିଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଉଦ୍ଯାପିତ
ହିଞ୍ଜିଳିକାଟୁ ୩।୯ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ପାଳନ ଅବସରରେ ଆଜାଦି କି ଅମୃତ ମହୋତ୍ସବ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ଆୟୋଜିତ ୩ ଦିନ ବ୍ୟାପି କାର୍ଯ୍ୟକ୍ରମ ଶୁକ୍ରୁବାର ଉଦଯାପିତ ହୋଇଯାଇଛି। ଶୁକ୍ରବାର ମହୋତ୍ସବର ଅନ୍ତିମ ଦିବସ ମହାଆଡମ୍ବରରେ ସହକାରେ ପାଳନ କରାଯାଇଛି।!-->…
ଓଡ଼ିଶା ଜଗରନଟ୍ସର କୋଚ ଓ ଖେଳାଳିଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡିଶା ଜଗରନଟ୍ସର କୋଚ ଓ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା । ଆସନ୍ତାକାଲି ହେବାକୁ ଥିବା ଅଲଟିମେଟ ଖୋଖୋ ଲିଗ ଫାଇନାଲରେ ବିଜୟ ହାସଲ ଲାଗି ଦେଇଛନ୍ତି ଶୁଭେଚ୍ଛା । ଗୁଜରାଟ ଜିଆଣ୍ଟସ ସହ ମ୍ୟାଚରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଓଡିଶା ଜଗରନଟସର!-->…
ଭୁବନେଶ୍ୱର ଓ ପୁରୀରେ ହେବ ସୂର୍ଯ୍ୟକିରଣ ଶୋ
ଭୁବନେଶ୍ୱର: ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ। ବାୟୁସେନା ପକ୍ଷରୁ ଓଡ଼ିଶାରେ ଚିତାକର୍ଷକ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।
ସେ କହିଛନ୍ତି, ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ଶୋ କରାଯିବ।!-->!-->!-->…
ଆସୁଛି ୨ଟି ଲଘୁଚାପ, ବାତ୍ୟା ପାଇଁ କୌଣସି ସୂଚନା ନାହିଁ : ପାଣିପାଗ ବିଜ୍ଞାନୀ
ଭୁବନେଶ୍ୱର : ଆଗକୁ ଆସୁଛି ୨ଟି ଲେଖାଏଁ ଲଘୁଚାପ। ଏହାମଧ୍ୟରେ ବାତ୍ୟାକୁ ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବାତ୍ୟା ନେଇ କୌଣସି ସୂଚନା ଏଯାଏଁ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିଛନ୍ତି। ବାତ୍ୟା ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ପାଣିପାଗ!-->…
ପୋକ୍ସୋ କୋର୍ଟ ବିଚାରପତି ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
କଟକ: କଟକରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼। ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଏନେଇ ମର୍କତ ନଗର ଥାନାରେ ଏତଲା ଦେଲେ ମୃତକଙ୍କ ପରିବାର । ସୁବାସ ବିହାରୀଙ୍କ ପତ୍ନୀ ଅପରାଜିତା ରାୟ ଓ ଶାଳକଙ୍କ!-->…
ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା, ବୟଫ୍ରେଣ୍ଡ୍ ଚିତ୍ତ ଦେଖାଇଲା ଲାଷ୍ଟ ସିନ୍
ଭୁବନେଶ୍ୱର: ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା । ଶାସ୍ତ୍ରୀନଗର ଘରେ ସିନ ରିକ୍ରେସନ୍ କରିବ ପୋଲିସ୍ । ବୟଫ୍ରେଣ୍ଡ୍ ଚିତ୍ତ ଦେଖାଇଛି ଲାଷ୍ଟ ସିନ । ସନ୍ଦେହରୁ ଝଗଡ଼ା । ପରେ ଆତ୍ମହତ୍ୟା । ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁର ଏମିତି ତଥ୍ୟ ରଖିଛି କମିଶନରେଟ୍!-->…
ଇନଷ୍ଟାଣ୍ଟ ଲୋନ୍ ମାମଲାରେ EDର କାର୍ଯ୍ୟାନୁଷ୍ଠାନ: Paytm, Razorpay, Cashfree ଉପରେ ରେଡ୍
ନୂଆଦିଲ୍ଳୀ: ଅନଲାଇନ ଋଣ ପ୍ରଦାନକାରୀ ସଂସ୍ଥା ଉପରେ ଇଡି ରେଡ୍ । ଅନଲାଇନ ପେମେଣ୍ଟ ଆପ୍ ରେଜରପେ, ପେଟିଏମ ଏବଂ କ୍ୟାଶଫ୍ରି ଉପରେ ଇଡିର ରେଡ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାଇନା ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ସ୍ମାର୍ଟଫୋନ୍ ଆଧାରିତ ଅବୈଧ ଇନଷ୍ଟାଣ୍ଟ ଲୋନ୍ ବିରୋଧରେ ଚାଲୁଥିବା!-->…
ଚାଟ୍ ଖାଇ ପୁଅ ଝିଅ ମୃତ, ବାପା ମା’ ଗୁରୁତର
ବଡ଼ମ୍ବା: ଚାଟ୍ ଖାଇ ସଙ୍କଟରେ ଏକ ପରିବାର । ପୁଅଝିଅ ମୃତ, ବାପାମାଆ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ଥାନା ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୋବିନ୍ଦ ପାତ୍ରଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚାଟ୍ ଖାଇ ଗୋବିନ୍ଦ, ତାଙ୍କ ସ୍ତ୍ରୀ, ୧୨ ବର୍ଷର ଝିଅ ଓ ୮!-->…
ଓଡିଶା ଆସିବେ ଆସିଆନ୍ ଦେଶର ପ୍ରତିନିଧି, ପୁଞ୍ଜିନିବେଶ ପାଇଁ ରହିଥିବା ସୁବିଧାର କରିବେ ଅନୁଧ୍ୟାନ
ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିବେ ଆସିଆନାର ପ୍ରତିନିଧି ଦଳ । ମେକ୍ ଇନ୍ ଓଡିଶା କନକ୍ଲେଭ୍ର ତୃତୀୟ ସଂସ୍କରଣ ପୂର୍ବରୁ ଓଡିଶା ଆସିବେ ଏହି ପ୍ରତିନିଧି ଦଳ । ଏଥିରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମା ଆଦି ଦେଶରେ ପ୍ରତିନିଧି ଆସିବେ!-->…