Sign in
Sign in
Recover your password.
A password will be e-mailed to you.
ଦେଓଘର ବିମାନବନ୍ଦର ମାମଲାରେ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଓଘର ବିମାନବନ୍ଦର ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଦନ୍ତ ନିର୍ଦ୍ଦେଶ ଦେଛନ୍ତି। ନିଜ ଚାଟାର୍ଡ଼ ଫ୍ଲାଇଟ୍ ପାଇଁ ଝାରଖଣ୍ଡର ଦେଓଘର ବିମାନବନ୍ଦର ଅଧିକାରୀଙ୍କୁ ଟ୍ରାଫିକ୍ କ୍ଲିଅରାନ୍ସ ପାଇଁ ଚାପ ପୟୟୋଗ କରିଥିବା ଅଭିଯୋଗରେ ବିଜେପି ନେତା!-->…
ମହିଳାଙ୍କ ପେଟରୁ ବାହାରିଲା ୪୫ କେଜିର ଟ୍ୟୁମର
ନୂଆଦିଲ୍ଲୀ: କେଜିଏକି ୨ କେଜି ନୁହଁ। ମହିଳାଙ୍କ ପେଟରୁ ବାହାରିଛି ୪୫ କେଜିର ଟ୍ୟୁମର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ମହିଳାଙ୍କ ପେଟରୁ ପ୍ରାୟ ୪୫ କେଜି ଟ୍ୟୁମର ବାହାର କରିବାରେ ଡାକ୍ତର ସଫଳ ହୋଇଛନ୍ତି। ଅସ୍ତ୍ରୋପଚାର ମଧ୍ୟ ସଫଳ ହୋଇଛି। ବ୍ରାଜିଲର ସାଓ ଜୋସେ ଡୋ ଅଭାନି!-->…
ଆଜାଦଙ୍କ ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’
ଶ୍ରୀନଗର: କଂଗ୍ରେସରୁ ଇସ୍ତଫା ଦେବା ପରେ ନୂଆ ଗଠନ କଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଜମ୍ମୁରେ ବିରାଟ ରାଲି କରି ସେ ନିଜ ନୂଆ ଦଳର ନାଁ ‘ହିନ୍ଦୁସ୍ତାନୀ’ ବୋଲି ଘୋଷଣା କରିଛନ୍ତି। ଏହି ଦଳକୁ ସର୍ବ ଧର୍ମ ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ସମସ୍ତେ ବୁଝି ପାରିବେ ବୋଲି ସେ!-->…
ଯେବେଠାରୁ ବିଜେପି କ୍ଷମତାକୁ ଆସିଛି ଦରଦାମ ବେଲଗାମ ହୋଇଛି: ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଆଜି ହାଲ୍ଲାବୋଲ କରାଯାଇଛି। ରାଜଧାନୀ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ବିଶାଳ ରାଲି କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ଏହି ରାଲିରେ କେନ୍ଦ୍ର ସରକାରଙ୍କ ବିରୋଧରେ ତୀବ୍ର ନାରାବାଜି କରାଯାଇଥିଲା। ଦିଲ୍ଲୀର!-->…
ଦୁର୍ଘଟଣାରେ ଚାଲିଗଲେ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ
ମୁମ୍ବାଇ: ଦୁର୍ଘଟଣାରେ ଚାଲିଗଲେ ସାଇରସ୍ ମିସ୍ତ୍ରୀ। ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଆଜି ପରଲୋକ ଘଟିଛି। ମହାରାଷ୍ଟ୍ର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘରର!-->…
ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ: ଶେଖ୍ ହସିନା
ନୂଆଦିଲ୍ଲୀ: ‘ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ କେବଳ ଭାରତ ହିଁ କରିପାରିବ। ସେ ହିଁ ଏହି ସମସ୍ୟା ସମାଧାନର ବାଟ ଖୋଜି ବାହାର କରିପାରିବ।’ ଆଜି ଏଭଳି କିଛି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଆସନ୍ତା ୫ ତାରିଖରେ ଭାରତ!-->…
ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀଙ୍କ ବିଭିନ୍ନ ମହାବିଦ୍ୟାଳୟକୁ ଗସ୍ତ
ରାଉରକେଲା : ପ୍ରବାଦପୁରୁଷ ସ୍ୱର୍ଗୀୟ ବିଜୁ ବାବୁଙ୍କ ସେକ୍ଟର-୨ ସ୍ଥିତ ପ୍ରତିମାରେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ତାଙ୍କ ସହିତ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ସହ ଅନେକ ବରିଷ୍ଠ ନେତା ଓ କର୍ମୀ!-->!-->!-->…
କନ୍ଧମାଳ ବିଜୁ ମହିଳା ଜନତା ଦଳର ସଭାନେତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ପ୍ରତି ଥିବା ଆନ୍ତରିକତା ଓ ସୁଚାରୁ ରୂପେ ଦୀର୍ଘ ୫ବର୍ଷ ଦାୟିତ୍ୱ ତୁଲାଇ ଥିବାରୁ ପୁନର୍ବାର ପୁନମ କଁହରଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଭାବେ ଦାୟିତ୍ୱ ପ୍ରଦାନ!-->…
ଗାଁ ନଦୀରେ ଗାଧୋଇବା ସମୟରେ ଅଘଟଣ, ଭାସିଗଲେ ଜଣେ ବ୍ୟକ୍ତି
ଉମରକୋଟ : ଗାଁ ପାଖ ନଦୀରେ ଗାଧୋଇବା ସମୟରେ ଏକ ଅଘଟଣ ଘଟି ଯାଇଛି | ଏହି ଘଟଣାରେ ତୋହରା ପଞ୍ଚାୟତର ଜବିପାରା ଗାଁ ରେ ଶୋକର ଛାୟା ଖେଳି ଯାଇଛି | ସୂଚନା ଅନୁଯାୟୀ, ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଜବିପାରା ଗ୍ରାମର ମାନସିଂ ମାଝୀ ପିତା ଅଭିରାମ ମାଝୀ ଆନୁମାନିକ!-->…
ମହିଳାଙ୍କୁ ପ୍ରତାରଣା କରି କିଡ଼ନୀ ବିକ୍ରି ଘଟଣାରେ ଅଭିଯୁକ୍ତ ସ୍ଵାମୀ ଗିରଫ
ମାଲକାନଗିରି,୩।୯ କିଛିଦିନ ତଳେ ମାଲକାନଗିରି ଥାନାରେ ହୋଇଥିଲା କିଡ୍ନୀ ବିକ୍ରି ଅଭିଯୋଗ । ମହିଳାଙ୍କ ଅଜାଣତରେ ସ୍ଵାମୀ ତାଙ୍କ କିଡ୍ନି ବିକିଦେବା ଘଟଣାରେ, ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି କୋର୍ଟ ଚାଲାଣ କଲା ମାଲକାନଗିରି ପୋଲିସ । ଅଭିଯୁକ୍ତ ସ୍ବାମୀଙ୍କ ନାମ ପ୍ରଶାନ୍ତ କୁଣ୍ଡୁ!-->!-->!-->…