ଚିଲିକାରେ ଡଙ୍ଗା ବୁଡ଼ି ୨ ମୃତ

ବ୍ରହ୍ମଗିରି:ଆଜି ସନ୍ଧ୍ୟାରେ ଚିଲିକାରେ ଡଙ୍ଗା ବୁଡ଼ି ୩ ଜଣ ନିଖୋଜଙ୍କ ଭିତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ପାଣିରେ ପହଁରୀ ପହଁରୀ କୂଳରେ ସୁରକ୍ଷିତ ପହଞ୍ଚିଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈକୁଦ ନିକଟରେ ଡଙ୍ଗା ବୁଡ଼ି ଯାଇଥିଲା। ଖବର ପାଇ

ହିନ୍ଦି ଓ ସଂସ୍କୃତ ତୃତୀୟ ଭାଷା ମନଇଚ୍ଛା ପରିବର୍ତ୍ତନ କରିପାରିବେ ନାହିଁ ମାଟ୍ରିକ ପରୀକ୍ଷାର୍ଥୀ, ବୋର୍ଡର ବଡ଼…

ଭୁବନେଶ୍ୱର: ରାଜ୍ୟର ସମସ୍ତ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ମାଟ୍ରିକ ପିଲାମାନେ ମନଇଚ୍ଛା ସେମାନଙ୍କର ତୃତୀୟ ଭାଷା ବିଷୟ ପରିବର୍ତ୍ତନ କରିପାରିବେ ନାହିଁ । ରେଜିଷ୍ଟ୍ରେସନ ସମୟରେ ଛାତ୍ରଛାତ୍ରୀ ହିନ୍ଦି କିମ୍ବା ସଂସ୍କୃତ ଯାହା ଇଚ୍ଛାଧୀନ ବିଷୟ

ହିନ୍ଦ ମଜଦୁର ସଭାର ଯୁବ କନଭେନସନ

ବ୍ରହ୍ମପୁର (୦୪/୨୨) : ଆଜି ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରାଜସ୍ବ ଡାକ ବଙ୍ଗଳାଠାରେ ହିନ୍ଦ ମଜଦୁର ସଭାର ଯୁବ କନଭେନସନ ରାଜ୍ୟ ଯୁବ ସଭାପତି ସାଥୀ ବିଜୟ ଭୂଷଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ହିନ୍ଦ ମଜଦୁର ସଭାର ରାଜ୍ୟ ସଭାପତି ସାଥୀ କୃଷ୍ଣଚନ୍ଦ୍ର

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତରତ୍ନ ପାଇଁ ନବୀନ ଯୋଗ୍ୟ ବୋଲି କାର୍ଯ୍ୟକ୍ରମରେ ଉଠିଲା ପ୍ରସଙ୍ଗ । ଜନସେବାରେ ନିୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ କରାଯାଇଛି ସମ୍ମାନିତ ।

ପତ୍ନୀଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିଲା ସ୍ୱାମୀ, ୫ ମାସ ପରେ ମିଳିଲା ମୃତଦେହ

କୋରାପୁଟ: ଘର ପାଇଖାନା ଟାଙ୍କିରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। କାକିରିଗୁମ୍ମା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ୱାମୀ ଗିରଫ। ସେ ସ୍ତ୍ରୀକୁ ହତ୍ୟା ପରେ ମୃତଦେହ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲେ। ଅଭିଯୁକ୍ତ ଜଣକ କାକିରିଗୁମ୍ମାର ଦଶରଥ ସାହୁ।

୨ ଛୁଆକୁ ଛାଡ଼ି ମାଆ ଫେରାର୍, ଥାନାରେ ଏତଲା

ବାଲିଗୁଡ଼ା: ଦୁଇ ଛୁଆକୁ ଛାଡ଼ି ମାଆ କେଉଁ ଆଡ଼େ ଫେରାର୍ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗାଁରୁ । ଅଭିଯୋଗ ପ୍ରକାରେ ଗାଁର ରାଉତ ପ୍ରଧାନଙ୍କ ପତ୍ନୀ ରାନୀ ନାୟକ ନିଜର ଦୁଇ ଛୁଆଙ୍କୁ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏନେଇ ପରିବାର ଲୋକେ

IAS ଓ OAS ଅଧିକାରୀଙ୍କୁ ମିଳିଲା Nodal Officer ଦାୟିତ୍ୱ: ୩୦ଟି ଜିଲ୍ଲା ପାଇଁ ନିଯୁକ୍ତି ପାଇଲେ ୧୯ ଅଫିସର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ୩୦ଟି ଜିଲ୍ଲରେ ୧୯ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସର୍ବଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କୁ ଏହି

ବୈଦ୍ୟନାଥପୁର ଥାନା ଟେର ପାଉନି ଚୋରଙ୍କ ଠିକଣା , ବଢି ଚାଲିଛି ଚୋରି

ବ୍ରହ୍ମପୁର : ପୁଣି ଥରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମ୍‌କେସିଜି ମେଡ଼ିକାଲ ମୁଖ୍ୟ ଫାଟକ ନିକଟରେ ଥିବା ଏକ ଔଷଧ ଦୋକାନର ତାଲା ଭାଙ୍ଗି ଟଙ୍କା ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଅଭିଯୋଗ ପରେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର (୦୪/୦୯) : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ମିଶ୍ର

ଡିଏଭି ମହାବିଦ୍ୟାଳୟ ଓ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ ମଧ୍ୟରେ ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର…

ବଲାଙ୍ଗିର (୦୪/୦୯) : ଡିଏଭି (ସ୍ଵଂୟଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଏବଂ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ, ବଲାଙ୍ଗିର ମଧ୍ୟରେ ଉଚ୍ଚ ଶିକ୍ଷାର ଆଦାନ ପ୍ରଦାନ ତଥା ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି । ଡିିଏଭି (ସ୍ଵୟଂ ଶାସିତ)