Sign in
Sign in
Recover your password.
A password will be e-mailed to you.
ଦୁଇ ଦିନିଆ କନ୍ଧମାଳ ଗସ୍ତରେ ହାଇକୋର୍ଟ ଜଷ୍ଟିସ ଏମ୍.ଏସ୍ ସାହୁ
ଫୁଲବାଣୀ: ହାଇକୋର୍ଟର ଜଷ୍ଟିସ ଏମ.ଏସ ସାହୁ ଦୁଇ ଦିନିଆ ଫୁଲବାଣୀ ଗସ୍ତ କରିଛନ୍ତି । ଗତକାଲି ରାତିରେ ଜଷ୍ଟିସ ଏମ.ଏସ ସାହୁ ଫୁଲବାଣୀରେ ପହଞ୍ଚିବା ସମୟରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା,!-->…
ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ
ଢେଙ୍କାନାଳ: ହାତୀମୃତ୍ୟୁ ଘଟଣାରେ ବନବିଭାଗର କାର୍ଯ୍ୟାନୁଷ୍ଠାନ। କାମାକ୍ଷାନଗର ମହାବିରୋଡ଼ ରେଞ୍ଜରେ ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ। ଗତ ମାସ ୨୮ ତାରିଖରେ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନର ଘାଘରାମୁଣ୍ଡା ଗାଁର ଖେସରା ଜଙ୍ଗଲରେ ଗୋଟିଏ!-->…
ଆୟ ବହିର୍ଭୁତ ସମ୍ପତ୍ତି ଠାବ୍ କରିବାରେ ଦେଶରେ ଓଡ଼ିଶା ଭିଜିଲାନ୍ସ ନମ୍ବର ୱାନ: NCRB ରିପୋର୍ଟ
ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠାବ୍ କରିବାରେ ଦେଶରେ ଓଡ଼ିଶା ଭିଜିଲାନ୍ସ ନମ୍ବର ୱାନ। NCRB ରିପୋର୍ଟ ମୁତାବକ ଓଡ଼ିଶା ଭିଜିଲାନ୍ସ ଅଧିକ ସକ୍ରିୟ। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଆର୍ଥିକ କାରବାର ଖୋଳତାଡ୍ କରିବାରେ ମାହିର ଓଡ଼ିଶା ଭିଜିଲାନ୍ସ ଅଧିକାରୀ। NCRB!-->…
ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା
ଭୁବନେଶ୍ୱର : ଏନସିଆରବି ରିପୋର୍ଟ-୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଥିବାର ଉଲ୍ଲେଖ ରହିଛି । ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି୍ । ୨୩!-->…
ଟ୍ୟୁସନ ଯାଇ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ, ପୋଖରୀରୁ ମିଳିଲା ମୃତଦେହ
ଯାଜପୁର: ଟ୍ୟୁସନ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚିନଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରୁ ମିଳିଥିଲା ମୃତଦେହ। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଏନେଇ ଥାନାରେ କରିଛନ୍ତି ଅଭିଯୋଗ। ଘଟଣାଟି ଯାଜପୁର ଜିଲ୍ଲା ବିଞ୍ଝାରପୁର!-->…
ଖାଦ୍ୟ ବିଷକ୍ରିୟା ଘଟଣା: ପୁଅଝିଅଙ୍କ ପରେ ଚାଲିଗଲେ ମା’
ବଡ଼ମ୍ବା : ଖାଦ୍ୟ ବିଷକ୍ରିୟା ଯୋଗୁ କଟକ ଜିଲ୍ଲା ବଡ଼ମ୍ବାର ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଗତକାଲି ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସେମାନଙ୍କ ମା’ ଆଖି ବୁଜିଛନ୍ତି। କଟକର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୋବିନ୍ଦ ପାତ୍ର ଏବେ!-->…
ସ୍ତ୍ରୀର କିଡ୍ନୀ ବିକ୍ରି ମାମଲା, ସ୍ୱାମୀ ଗିରଫ
ମାଲକାନଗିରି: ସ୍ତ୍ରୀଙ୍କ କିଡ୍ନୀ ବିକ୍ରି କରିବା ଘଟଣାରେ ମାଲକାନଗିରି ପୁଲିସ୍ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁକୁ ଗିରଫ କରିଛି। ୨୦୧୮ରେ ଚିକିତ୍ସା ବାହାନାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ପ୍ରଶାନ୍ତ ପତ୍ନୀଙ୍କ କିଡ୍ନୀ ବିକ୍ରି କରିଥିବା ବେଳେ ଏନେଇ ଗତ ମାସ ୨୪!-->…
ପ୍ରଫେସର ରବୀନ୍ଦ୍ର ପଣ୍ଡା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ
ଭୁବନେଶ୍ୱର: ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।
ପ୍ରଫେସର ଶ୍ରୀ ପଣ୍ଡା ୪ ବର୍ଷ ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ!-->!-->!-->…
ନିଶା ନିବାରଣ କେନ୍ଦ୍ର ମାଲିକ ଗିରଫ
ବାରିପଦା: ପୁଣି ବନ୍ଧା ହେଲେ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି। ବାରିପଦା ତୁଳସୀ ଚଉରା ସାହିରେ ଥିବା ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ।
ଗତ କିଛି ଦିନ ତଳେ ଗିରଫ ଅବନୀ ପତି ବେଆଇନ ନିଶା ନିବାରଣ କେନ୍ଦ୍ର!-->!-->!-->…
ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲରୁ ଏହି ମୃତଦେହ ସନ୍ଧ୍ୟାରେ ମିଳିଛି। ମୃତ ନର୍ସିଂ ଛାତ୍ରୀ ଜଣଙ୍କ ବଲାଙ୍ଗିରର ବୋଲି ସୂଚନା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ!-->!-->!-->…