ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ଦଣ୍ଡକାଳୀ ମନ୍ଦିରରୁ ଚୋରୀ

ହିଞ୍ଜିଳିକାଟୁ ୯/୯ ହିଞ୍ଜିଳି ଥାନା ଅନ୍ତର୍ଗତ ମରଝୋଳଛକ ସ୍ଥିତ ଗ୍ରାମର ମା ଦଣ୍ଡକାଳୀ ମନ୍ଦିରରେ ଗତକାଲି ରାତ୍ରିରେ କଳାକନା ବୁଲାଇ ଦେଇଛନ୍ତି ଦୃର୍ବୃତ୍ତ ।ସୂଚନା ଅନୁସାରେ ବିଳମ୍ବିତ ରାତ୍ରରେ ଦୃର୍ବୃତ୍ତମାନେ ମନ୍ଦିର ଗ୍ରୀଲ କବାଟର ତାଲା ଭାଙ୍ଗି ମାଙ୍କ ପ୍ରାୟ ୩୦ ଗ୍ରାମର ଦୁଇଟି

ପାଡେନକେତା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି (୯/୯) : ଦାରିଙ୍ଗବାଡ଼ି ବ୍ଳକ ଦନେକବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଡେନକେତା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁସାନ୍ତ କୁମାର ପ୍ରଧାନଙ୍କ ସହିତ ସରପଞ୍ଚ

ଇକୋରିଟ୍ରିଟ ପ୍ରସ୍ତାବିତ ଜମିକୁ ଗ୍ରାମବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି (୯/୯) : ଇକୋ ରିଟ୍ରିଟ ପ୍ରସ୍ତାବିତ ଜମିକୁ ନେଇ ଦାରିଙ୍ଗବାଡ଼ି ସାରିଙ୍ଗଇର୍ପି ଗ୍ରାମବାସୀଙ୍କ ବିରୋଧ ।ଏହାକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ବାକ ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଛି। ଜୁନ ମାସ ୨୭ ତାରିଖ ଦିନ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିବ

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ କୁଇ ସମାଜର ଏତଲା

ଦାରିଙ୍ଗବାଡ଼ି (୯/୯) : ଆଦିବାସୀଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଏତଲା ଦିଆଯାଇଛି । ଆଦିବାସୀ ଭାରି ଭୟଙ୍କର, ସମାଜ ଓ

ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବରୁ କାଲିମେଳା ବସ ସେବାର ଶୁଭରମ୍ଭ ଏବଂ ତେରଶହରୁ ଉର୍ଦ୍ଧ ଜନସାଧାରଣଙ୍କୁ ଜଙ୍ଗଲ ଜମି ପଟ୍ଟା…

ଚିତ୍ରକୋଣ୍ଡା (୦୯/୦୯) : ସ୍ୱାଧୀନତାର 75 ବର୍ଷ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ବହୁ ଦିନର ଦୁଃଖ ପୂରଣ କଲେ ସରକାର l ବିଚ୍ଛିନ୍ନାଞ୍ଚଳର ନଅ ଗୋଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି,

ନିଖିଳ ଉତ୍କଳ ବାରିକ ସମିତି ବେଜ(ଭଣ୍ଡାରୀ)ମାନଙ୍କ ଦୁଇଦିନିଆ ମହାସଭା

ଚିକିଟି : ଚିକିଟି ପେଣ୍ଠ ସ୍ଥିତ ଅନ୍ନପୂର୍ଣ୍ଣା ଧର୍ମଶାଳା ରେ ନିଖିଳ ଉତ୍କଳ ବାରିକ ସମିତି ବେଜ (ଭଣ୍ଡାରୀ) ମାନଙ୍କ ଦୁଇଦିନିଆ ମହାସଭା ତା-୦୮ ଓ ୦୯.୦୯.୨୦୨୨ରିଖ ରେ ଅନୁଷ୍ଠିତ ହୋଇଯାଇଛି l ଏହି ମହାସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସମ୍ପାଦକ ଶ୍ରୀ କମ୍ବୁପାଣି ପରିଛା ଯୋଗ ଦେଇ ସମାଜର

ଡି. ଏ. ଭି.(ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପଞ୍ଚାବନ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗୀର(୦୯/୦୯) : ଟିଟିଲାଗଡ଼ ସ୍ଥିତ ଡି. ଏ. ଭି.(ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପଞ୍ଚାବନ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି | ୧୯୬୮ ମସିହା ସେପ୍ଟେମ୍ବର ମାସ ୯ ତାରିଖ ରେ ତତ୍କାଳୀନ ଓଡ଼ିଶା ରାଜ୍ୟ ପାଳ ଶ୍ରୀ ଅଯୋଧ୍ୟା ନାଥ ଖୋସଲା ଙ୍କ ଉଦ୍ୟମ ଦ୍ଵାରା ଏହି ମହା

ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ

ମାଲକାନଗିରି (୦୯/୦୯) : ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟରେ ଓଡ଼ିଶା ଷ୍ଟାର୍ଟ ଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଚାର ଅଭିଯାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ବର୍ଷ ୨୬ ଅଗଷ୍ଟରେ ଶୁଭାରମ୍ଭ କରିଥିଲେ ।

ବରିଷ୍ଠ ନାଗରିକଙ୍କ ପାଈଁ ଖୋଲିଲା ସ୍ୱତନ୍ତ୍ର ଚିକିତ୍ସା କୋଠରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସରରେ ଓପିଡ଼ି-୨ କୋଠରୀ ନଂ୫ ମଧ୍ୟରେ , ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଚିକିତ୍ସା ପାଇଁ ଖୋଲା ଯାଇଛି । ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକ

ବର୍ଷା ଓ ଅନୁଭବଙ୍କୁ ୫ ହଜାର ଲେଖାଏ ଜମା ପାଇଁ ପରିବାର ଅଦାଲତଙ୍କ ନିର୍ଦ୍ଦେଶ

କଟକ: ସାଂସଦ ଅନୁଭବ ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ ପରିବାର ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ଅଯଥା ବିଳମ୍ବ କରିଥିବାରୁ ଟଙ୍କା ଗଣିବେ ଉଭୟ। ବର୍ଷା ଏବଂ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି