Sign in
Sign in
Recover your password.
A password will be e-mailed to you.
କନ୍ଧମାଳ : ବିଲରୁ ମୃତଦେହ ଉଦ୍ଧାର, ତଦନ୍ତ ଜାରୀ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗଞ୍ଜୁଗୁଡା ଗ୍ରାମ ନିକଟ ଏକ ବିଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ସଦର ପୁଲିସ। ଖବରରୁ ଜଣା ପଡ଼ିଛି ଯେ ସକାଳୁ ସ୍ଥାନୀୟ ଅଞ୍ଚଳର କୌଣସି ଏକ ବ୍ୟକ୍ତି ଆମ୍ବପଡାରୁ ଗଞ୍ଜୁଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ଯାଉଥିବା!-->…
ବିଧାୟକଙ୍କ ପଶ୍ଚିମେଶ୍ବର ପୂଜା କମିଟି ପକ୍ଷରୁ ଆୟୋଜିତ ଗଣେଶ ପୂଜା ମଣ୍ଡପ ପରିଦର୍ଶନ
ବ୍ରହ୍ମପୁର : ପଶ୍ଚିମେଶ୍ୱର ପୂଜା କମିଟି ତରଫରୁ ଆୟୋଜିତ ହୋଇଥିବା ଗଣେଶ ପୂଜାର ଆଜି ସନ୍ଧ୍ୟା ରେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହି ଯୋଗଦାନ କରି ପ୍ରଭୁ ଶ୍ରୀ ବିଘ୍ନ ବିନାଶକ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି l ସୂଚନା ପ୍ରକାରେ , ଗତ ଦୁଇ ବର୍ଷ ତଳେ ଜନ ବିରୋଧୀ!-->…
ଅହିଂସାରଥକୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଂଚାୟତରେ ଭବ୍ୟ ସ୍ୱାଗତ
ସୁନ୍ଦରଗଡ : ସ୍ୱାଧୀନତାର 75 ତମ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ଯରେ ଅଂହିସା ରଥ ପରିକ୍ରମା କରୁଅଛି ଏବଂ ଗାନ୍ଧିଜୀ ଙ୍କ ଅହିଁସା ବାର୍ତ୍ତା ପଂହଚାଉଛି। ଏହି କ୍ରମରେ ଗତ କାଲି ଅହିଁସା ରଥ ସୁନ୍ଦରଗଡ ଜିଲ୍ଲା ରେ ପହଞ୍ଚିଛି । ଆଜି ଦ୍ବିତୀୟ ଦିବସରେ ଗୋଟିଏ ରଥ ବଡଗାଁ , କୁତ୍ରା ଓ!-->…
ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁଙ୍କ ପୋଷଣ ଲାଗି ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା
ସୁନ୍ଦରଗଡ଼ (୩/୯) : ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକାକୁ ସୁନିଶ୍ଚିତ!-->…
ରାକ୍ଷସ ମୁହଁରେ ଗୁମ୍ଫା,ଗୁମ୍ଫାରେ ଶୋଭା ପାଉଛନ୍ତି ବିଘ୍ନରାଜ ବିନାୟକ
କରାପଲ୍ଲୀ(୦୩/୦୯) : କରାପଲ୍ଲୀ ସାଲିଆ ସାହି ଗଣେଶ ପୂଜlର ଆଜି ଚତୁର୍ଥ ରଜନୀ । ନିଆରା ଢଙ୍ଗରେ ହୋଇଛି ସାଜସଜ୍ଜା ଯାହାକି ଆଖ ପାଖ ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ୧୨ଫୁଟ୍ ଉଚ୍ଚତା ବିଶିଷ୍ଟ ଏକଦନ୍ତ ଗଜାନନଙ୍କ ଆସ୍ଥାନ ପାଲଟିଛି ଏକ ରାକ୍ଷସ ପାଟି ତଥା ପାଟି ଭିତରେ ଥିବା!-->!-->!-->…
କୋଟଗଡ ଥାନା ଅଞ୍ଚଳରେ ମାଓ ପୋଷ୍ଟର : ବିଭିନ୍ନ ରାଜନେତାଙ୍କୁ ମାଓବାଦୀଙ୍କ ଚେତାବନୀ !
ବାଲିଗୁଡା,: କନ୍ଧମାଳରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର l ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନାର ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ଼ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି!-->…
ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମହୁଲ ପୋଚ ଓ ମଦ ନଷ୍ଟ
ଚିତ୍ରକୋଣ୍ଡା(୦୩/୦୯) : ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ଅବକାରୀ ବିଭାଗ ଏବଂ ଜିଲ୍ଲା ମୋବାଇଲ ୟୁନିଟି ମିଳିତ ଭାବେ ଚିତ୍ରକୋଣ୍ଡା ସଦର ମହକୁମାରେ ଥିବା ପାହାଡ ଉପରେ ଦେଶୀ ମହୁଲି ମଦ ରନ୍ଧା ହେଉଥିବା ସୂଚନା ପାଇ ଚଢ଼ାଉ କରାଯାଇଥିଲା । ଚଢାଉ ସମୟରେ ୨୫୫୦ କିଲୋ ପୋଚ ଏବଂ ୧୭୦ ଲିଟର!-->…
ଗଞ୍ଜାମ ଜିଲ୍ଲାରେ ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ
ଛତ୍ରପୁର : ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ପରିଭ୍ରମଣ କରିବାକୁ ଥିବା ଅହିଂସା ରଥକୁ କିଭଳି ଭାବରେ ମହା ଆଡମ୍ବରରେ ଗଞ୍ଜାମ ଜିଲ୍ଲାରେ ସ୍ବାଗତ କରାଯିବ ସେଥି ସକାଶେ ଶନିବାର. ଓସ୍ବାନ୍ ହଲ୍ ଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ!-->…
ଜିଲ୍ଲାପାଳଙ୍କୁ ଅସୁବିଧା ଜଣାଇବାକୁ ରାତିଅଧରେ ପାଚେରୀ ଡେଇଁଲେ ମାରିୱାଡା ଆଶ୍ରମ ବିଦ୍ୟାଳୟ ଛାତ୍ର
ମାଲକାନଗିରି : ମାଲକାନଗିରି ଜିଲ୍ଲା କିଛି ଦିନ ହେବ ପଡିଆ ବ୍ଲକ ର କଳାଗଣ୍ଡା ସ୍କୁଲର ଛାତ୍ର ମୃତ୍ୟୁ ଚର୍ଚ୍ଚା ଥମିନଥିବା ବେଳେ ଆଜି ଆଉ ଏକ ଆଶ୍ରମ ଘଟଣା ପଦାକୁ ଆସିଛି । କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟ ରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଜାରୀରହିଥିବା ବେଳେ!-->…
ହାଇକୋର୍ଟ ଜଷ୍ଟିସ ଏମ୍ଏସ୍ ସାହୁଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଫୁଲବାଣୀ ଗସ୍ତରେ ହାଇକୋର୍ଟର ଜଷ୍ଟିସ ଏମ ଏସ ସାହୁ ଗତକାଲି ରାତ୍ରି ୧୦ଟାରେ ଫୁଲବାଣୀରେ ପହଞ୍ଚିଥିଲେ ।ପ୍ରଦକ୍ଷଣ ଗୃହ ଠାରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ,ହରିଶ୍ଚନ୍ଦ୍ର!-->…