ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି

ଭୁବନେଶ୍ୱର: ଟିକା ପାଇଁ ବାଜିଲା ସ୍ବାସ୍ଥ୍ୟ ବିଭାଗର ଘଣ୍ଟି । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ସୂଚନା । ତାଙ୍କ କହିବା ମୁତାବକ, ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି । ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ରହିଲା । ତେବେ ୬

ଅଦାଲତକୁ ଆସିବା ବାଟରେ ନିଖୋଜ ଘଟଣା, ଧାନ ବିଲରୁ ଉଦ୍ଧାର ହେଲା ଗଳିତ ମୃତଦେହ

ଦେବଗଡ଼: ଗତ ଅଗଷ୍ଟ ମାସ ୨୨ ତାରିଖ ଦିନ ଦେବଗଡ ଅଦାଲତକୁ ଆସିବା ବାଟରେ ନିଖୋଜ ହୋଇଯାଇଥିବା ବାରକୋଟ ବ୍ଲକ ବଳିତା ଗ୍ରାମର ଝସକେତନ ବେହେରା ଓରଫ ପୁଟୁ (୪୮)ଙ୍କର ଗଳିତ ମୃତଦେହ ଆଜି ଦେବଗଡ ଥାନା ବଣିଆଁକିଲିଣ୍ଡା ଗ୍ରାମର ଏକ ଧାନବିଲରୁ ଉଦ୍ଧାର ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ବାରକୋଟ

ବଦଳିବ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର କାୟାକଳ୍ପ

ନୂଆଦିଲ୍ଲୀ: ବଦଳିବ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର କାୟାକଳ୍ପ। ଦେଖିଲେ ଦୁବାଇ ପରି ଅନୁଭବ ଆସିବ। ଯାତ୍ରୀଙ୍କ ପାଇଁ ଯଥାସମ୍ଭବ ସୁବିଧା ସହିତ ଅତ୍ୟାଧୁନିକ ସେବା ପ୍ରଦାନ ପାଇଁ ଦେଶର ରାଜଧାନୀର ରେଲଓ୍ଵେ ଷ୍ଟେସନର ପୁନର୍ବିକାଶ କରାଯିବା ନେଇ ପ୍ରସ୍ତୁତି କରାଯାଉଛି। ଶୀଘ୍ର ନୂତନ ରୂପ

ସୁପ୍ରିମକୋର୍ଟରେ ମାତ୍ର ୪ ଦିନ ମଧ୍ୟରେ ୧୮୦୦ରୁ ଉର୍ଦ୍ଧ୍ବ ମାମଲା ସମାଧାନ

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ଶପଥ ନେବାର ମାତ୍ର କିଛି ଦିନ ମଧ୍ୟରେ ଆକ୍ସନ୍ ମୋଡ୍‌କୁ ଆସିଛନ୍ତି ଜଷ୍ଟିସ ୟୁ. ୟୁ. ଲଳିତ । ସେ ପ୍ରଧାନ ବିଚାରପତି ହେବାପରେ ସୁପ୍ରିମକୋର୍ଟ ମାତ୍ର ୪ ଦିନ ମଧ୍ୟରେ

ରାଜଧାନୀରେ ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ

ଭୁବନେଶ୍ୱର: ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ। ସାଙ୍ଗକୁ ଛୁରା ମାଡ଼ କଲା ସାଙ୍ଗ।।ପେଟରେ ଲାଗିଛି ଗଭୀର ଆଘାତ। ଏଭଳି ଅଭାବନୀୟ କାଣ୍ଡ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି। ଗୁରୁତର ହୋଇଥିବା ଶେଖ ଅବଦୁଲକୁ ଉଦ୍ଧାର କରାଯାଇ କ୍ୟାପିଟାଲ

ବିଜେପି ପ୍ରଶ୍ନର ଜବାବ ରଖିଲା ବିଜେଡି

ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚା ୨୨ ପ୍ରଶ୍ନ ମାଧ୍ୟମରେ ୨୨ ବର୍ଷର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପିର ଏଭଳି ଅଭିଯୋଗର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେପିର ସାମ୍ବାଦିକ ସମ୍ମିଳନୀ ସମ୍ପୂର୍ଣ ଭିତ୍ତିହୀନ ଓ ଅନ୍ତଃସାରଶୂନ୍ୟ ।

ଏସ୍‌ସିବିରେ ଲାଗିବ ବାୟୋମେଟ୍ରିକ, ଡ୍ୟୁଟି ସମୟରେ ଘରୋଇ ଭାବେ ରୋଗୀ ଦେଖିପାରିବେ ନାହିଁ ଡାକ୍ତର

କଟକ: ସରକାରୀ ଭାବେ ଧାର୍ଯ୍ୟ ସମୟ ଭିତରେ ଡାକ୍ତର ଏସ୍‌ସିବିରେ ରୋଗୀ ଦେଖୁଛନ୍ତି ନା ଘରୋଇ ହସ୍ପିଟାଲରେ ରୋଗୀ ଦେଖୁଛନ୍ତି ତାହା ଅନୁଧ୍ୟାନ କରିପାରିବେ ଦିଲ୍ଲୀସ୍ଥିତ ଜାତୀୟ ମେଡିକାଲ୍‌ କମିସନ୍‌(ଏନ୍‌ଏମ୍‌ସି)ର ଅଧିକାରୀମାନେ । ଏସ୍‌ସିବିରେ ଏବେ ବାୟୋମେଟ୍ରିକ୍‌ ମେସିନ୍‌ ଲାଗିବ ।

ଝିଅର ମୃତ୍ୟୁ ପରେ କୋଭିସିଲ୍ଡକୁ ଦାବି କଲେ ୧୦୦୦ କୋଟି ଟଙ୍କାର ଜରିମାନା, ହାଇକୋର୍ଟ ସିରମ ଓ ବିଲ୍‌ ଗେଟ୍ସଙ୍କୁ…

ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏସଆଇଆଇ) ଓ ଅନ୍ୟ ପାର୍ଟିକୁ ଜବାବ ତଲବ କରିଛନ୍ତି । ମାମଲା ଦାୟର କରିଥିବା ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଝିଅର ମୃତ୍ୟୁ ପାଇଁ କୋଭିସିଲ୍ଡ ଟିକାକୁ ଦୋଷୀ ମାନିଛନ୍ତି । ଯେଉଁଥିପାଇଁ ଟିକା କମ୍ପାନି ଉପରେ ଉକ୍ତ

ରଣପୁରରୁ ବାଘ ଏବଂ ବାର୍‌ହା ଦାନ୍ତ ଜବତ, ଜଣେ ଗିରଫ

ନୟାଗଡ଼ : ନୟାଗଡ଼ ଜିଲା ରଣପୁର ମଣିନାଗ ସାହିରୁ ଖୋର୍ଦ୍ଧା ବନବିଭାଗ ଏକ ବାଘ ଏବଂ ବାର୍‌ହା ଦାନ୍ତ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ବିନୋଦ ବିହାରୀ ପ୍ରଧାନ। ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ଏସିଏଫ୍‌, ରଣପୁର ଓ ଟାଙ୍ଗି ରେଞ୍ଜରଙ୍କ ସମେତ

ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ରାଜ୍ୟରେ ପର୍ଯ୍ୟାପ୍ତ ପ୍ଲେଟଲେଟ ରହିଛି । ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଏବେସୁଦ୍ଧା ରାଜ୍ୟରେ ୨ ହଜାର ୩୦୯ ଜଣ ଡେଙ୍ଗୁ ରୋଗୀ