Sign in
Sign in
Recover your password.
A password will be e-mailed to you.
ଜି-୨୦ ସମ୍ମିଳନୀରେ ବାଲିଯାତ୍ରା ପ୍ରସଙ୍ଗ: ଐତିହ୍ୟ ମାନ୍ୟତା ଦାବି ଜଣାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
କଟକ,୦୩/୦୯: ଐତିହାସିକ ବାଲିଯାତ୍ରାକୁ ଐତିହ୍ୟ ମହୋତ୍ସବ ମାନ୍ୟତା ଦାବି କରି ଇଣ୍ଡୋନେସିଆଠାରେ ଅନୁଷ୍ଠିତ ଜି-୨୦ ଡିଜିଟାଲ୍ ସମ୍ମିଳନୀରେ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ବାଲିଯାତ୍ରା ସହିତ ବହୁ ପୁରାତନ!-->…
ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା
ଝାରସୁଗୁଡ଼ା: ଆଜି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶନିବାର ସକାଳୁ ଝାରସୁଗୁଡ଼ା ସହରର ବାଲିଯୁରି ସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ । ପରେ ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଏନଏମଏ ସଦସ୍ୟ
ପୁରୀ: ପୁରୀ ଗସ୍ତରେ ପ୍ରଥମ ଥର ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ନ୍ୟାସନାଲ ମୋନ୍ୟୁମେଂଟ୍ ଅଥୋରିଟି ବା ଏନଏମଏର ସଦସ୍ୟ । ଏନଏମଏର ପାର୍ଟ ଟାଇମ୍ ମେମ୍ବର କୈଳାଶ ରାଓ, ପ୍ରକଳ୍ପ କାର୍ଯ୍ୟକୁ ତନ ତନ କରି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ଚାରପଟେ ଥିବା ନିଷିଦ୍ଧାଂଚଳ!-->…
କଣ୍ଟ୍ରୋଲ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗି ନଥିବାରୁ ଜିଲ୍ଲାପାଳଙ୍କ ଉପରେ ରାଗିଲେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ହାଇଦ୍ରାବାଦରେ କଣ୍ଟ୍ରୋଲ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗି ନଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନା କାମାରେଡି ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି । ଶୁକ୍ରବାର କାମାରେଡି ଜିଲ୍ଲାର ପିଡିଏସ ଆଉଟଲେଟ୍ ପରିଦର୍ଶନରେ ଆସିଥିବା!-->…
କଞ୍ଚାଲଙ୍କାର ୱେବ୍ସିରିଜ୍ ”ଓଖା ଏକ୍ସପ୍ରେସ” ପାଇଁ ବିବାଦ; ପ୍ରମୋ ପ୍ରଦର୍ଶନ ବେଳେ ବିରୋଧ କଲେ ମେୟର
ବ୍ରହ୍ମପୁର : କଞ୍ଚାଲଙ୍କା ପକ୍ଷରୁ ଚଳଚ୍ଚିତ୍ର 'ଓଖା ଏକ୍ସପ୍ରେସ' ପ୍ରିମିୟର ବେଳେ ଅଶ୍ଳୀଳ ଭାଷା ପ୍ରୟୋଗକୁ ବିରୋଧ କଲେ ମେୟର। ସମସ୍ତ ଅତିଥି କଲେ ପ୍ରିମିୟର ବର୍ଜନ। କଞ୍ଚାଲଙ୍କା ନାମକ ଓଟିଟି ପ୍ଲାଟଫର୍ମରେ ଓଖା ଏକ୍ସପ୍ରେସ୍ ନାମକ ଏକ ୱେବ ସିରିଜ୍ର ପ୍ରିମିୟର ପାଇଁ ବ୍ରହ୍ମପୁର!-->…
ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ସୁଧରିବ ନାହିଁ: ପଂଚାନନ କାନୁନଗୋ
ଭୁବନେଶ୍ବର: ମିଛି କହି ରାଜନୀତିରେ ସଫଳ ହୋଇପାର ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି ଜାତୀୟ ଅଭିବୃଦ୍ଧି ହାର ସଂପର୍କରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ମୋଦି ସରକାରଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ପ୍ରତିକ୍ରିୟା ବ୍ୟକ୍ତ କରି ପୂର୍ବତନ ଅର୍ଥମନ୍ତ୍ରୀ!-->…
ବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗ
ଭୁବନେଶ୍ୱର: ଆନନ୍ଦପୁର ବିଧାୟକ ଭାଗିରଥି ସେଠିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି | ଆନନ୍ଦପୁରଠାରେ ଅନୁଷ୍ଠିତ ହୋଇଥିବା ପଂଚାୟତ ସମିତି ବୈଠକରେ ଯୋଗଦେଇଥିବା ୩ନଂ ଜୋନର ଜିଲ୍ଲାପରିଷଦ ସଭ୍ୟାଙ୍କୁ ସଭାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି |
ସଭାରେ ଆଲୋଚନା ବେଳେ ନିର୍ଦ୍ଧାରିତ!-->!-->!-->…
ରାଜ୍ୟରେ ଆଉ ୧୭୪ ନୂଆ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩, ସଙ୍ଗରୋଧରୁ ୧୦୨ ଓ ସ୍ଥାନୀୟ ୭୨।
ଅନୁଗୁଳରୁ ୧, ବାଲେଶ୍ୱର ୪,ବରଗଡ ୧, ଭଦ୍ରକ ୨, ବଲାଙ୍ଗୀର ୧, ବୌଦ୍ଧ ୩, କଟକ ୨୦, ଦେଓଗଡ ୩, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର!-->!-->!-->…
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧିଜୀଙ୍କ ଅହିଂସା ନୀତି ଉପରେ ଜନସାଧାରଣଙ୍କୁ ସଚେତନ କରୁଛି ରଥ
ସୁନ୍ଦରଗଡ଼ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଜନସାଧାରାଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାରା ଓଡ଼ିଶା ପରିକ୍ରମା କରୁଛି ’ଅହିଂସା ରଥ’। ରାଜ୍ୟ!-->!-->!-->!-->!-->…
ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଜଣେଇଲେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ !
ସୁନ୍ଦରଗଡ଼ : ଆଜି ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପରାଗ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ପଶ୍ଚିମାଞ୍ଚଳର ମହାନ ଗଣପର୍ବ ନୁଆଁଖାଇର ଶୁଭେଚ୍ଛା ଓ ଶୁଭ କାମନା ଜଣେଇବା!-->!-->!-->…