Sign in
Sign in
Recover your password.
A password will be e-mailed to you.
ପୁଣି ବ୍ୟାପିଲା ଝାଡ଼ାବାନ୍ତି; ଆଈ-ନାତି ମୃତ, ୨୫ରୁ ଅଧିକ ଆକ୍ରାନ୍ତ
ପାଟଣାଗଡ଼: ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଝଡ଼ାଇ ନେଲା ୨ ପ୍ରାଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଆଇ, ନାତିଙ୍କ ମୃତ୍ୟୁ ହୋଇଛି । ଗାଁର ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ରୁ ଅଧିକ ଜଣଙ୍କୁ ପାଟଣାଗଡ଼!-->…
ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ
ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଉତ୍ତର ପ୍ରଦେଶରେ ପ୍ରଭାରୀ ଦାୟୀତ୍ଵରେ ଥିଲେ ସୁନୀଲ ବଂଶଲ । ଉତ୍ତରପ୍ରଦେଶରେ ସରକାର ଗଠନରେ ସୁନୀଲ ବଂଶଲଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ତେଣୁ ଉତ୍ତରପ୍ରଦେଶରେ ଯେତିକି ସିଟର ଦାୟୀତ୍ଵ ତାଙ୍କ ଉପରେ ଥିଲା ।!-->…
ଭଡ଼ା ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର ୦୫।୦୯ : ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଉପକଣ୍ଠ ଭରତପୁର କଳିଙ୍ଗନଗଲ କେ ୭ ସ୍ଥିତ ଘରୁ ମିଳିଛି ମୃତଦେହ । ମୃତକଙ୍କ ବୟସ ୨୭ ହୋଇଥିବା ଜଣାପଡିଛି ।
ତେବେ ମିଳିଥିବା ସୂଚନାନୁସାରେ, ଯୁବକଙ୍କ ଜଣଙ୍କ ଜଣେ ମିସ୍ତ୍ରୀ ଭାବେ କରନ୍ତି । ସେ କଳିଙ୍ଗନଗରରେ!-->!-->!-->…
ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଝାଡା ବାନ୍ତି ଆତଙ୍କ, ଗୋଟିଏ ପରିବାରରେ ତିନି ଜଣଙ୍କ ମୃତ୍ୟୁ
ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡା ପଞ୍ଚାୟତରେ ଝାଡା ବାନ୍ତି ଆତଙ୍କ। ଗୋଟିଏ ପରିବାରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି।ମୃତକ ମାନେ ହେଲେ ୬୦ ବର୍ଷିୟ ଲକ୍ଷିଧର ପାରାଭୋଇ, ସ୍ତ୍ରୀ ୫୫ ବର୍ଷିୟ ଦେମତୀ!-->…
ସରକାରଙ୍କ ଅବହେଳା ଯୋଗୁଁ କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ
ଉମରକୋଟ : ସରକାରଙ୍କ ଅବହେଳା ଯୋଗୁଁ ବିଗତ ତିନି ବର୍ଷ ହେବ ସ୍କୁଲରେ ଶିକ୍ଷକ ଓ ଶିକ୍ଷତ୍ରୀ ଅଭାବରୁ ପାଠ ପଡ଼ାରେ ବ୍ୟାଘାତ ହୋଇ କୁନି କୁନି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି | ଏହି ପରି ଏକ ଦୃଶ୍ୟ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ପୌରପରିଷଦ ଅନ୍ତର୍ଗତ ଇଉ ଭି 4!-->…
ଗଣେଶ ମୂର୍ତି ଭସାଣି : ଛୁରୀରେ ମାଡ଼ରେ ୨ ଭାଇ ଗୁରୁତର
ହିଞ୍ଜିଳିକାଟୁ, ୪।୯ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗାଁ ରେ ଗଣେଶ ମୂର୍ତି ଭସାଣି ବେଳେ ରବିବାର ରାତିରେ ଅଘଟଣ ଘଟିଛି। ଦୋକାନରେ ଜିନିଷ କିଣାବିକା କୁ ନେଇ ଗଣ୍ଡଗୋଳ ଘଟି ୨ ଛୁରୀ ମାଡରେ ୨ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ନନ୍ଦିକ ଗାଁ!-->…
ରାଜ୍ୟର ୨୩ ଜିଲ୍ଲାରେ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହିତ କିଛି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି!-->…
ବିଚାରପତିଙ୍କ ମୃତ୍ୟୁ ଘଟଣା; ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା : ଡିସିପି
କଟକ: ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମର୍କତନଗର ଥାନା ପୁଲିସ ଦଫା ୩୦୨, ୨୯୪, ୩୨୩, ୩୪ରେ ଏକ ମାମଲା(କେସ୍ ନଂ ୧୬୦) ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲୁଛି। ଶବ!-->…
ଅଲଟିମେଟ୍ ଖୋ ଖୋ : ଓଡ଼ିଶା ଜଗରନଟ୍ସ ଚାମ୍ପିଅନ
ପୁଣେ : ପୁଣେଠାରେ ଖେଳାଯାଇଥିବା ଅଲଟିମେଟ୍ ଖୋଖୋରେ ଓଡ଼ିଶା ଜଗରନଟ୍ସ ଚାମ୍ପିଅନ ହୋଇଛି । ଓଡ଼ିଶା ଦଳ ତେଲଗୁ ଯୋଦ୍ଧାକୁ ହରାଇ ଚାମ୍ପିଅନ ହୋଇଛି । ତେଲଗୁ ଯୋଦ୍ଧା ଦଳକୁ ଓଡ଼ିଶା ୪୬-୪୫ରେ ପରାସ୍ତ କରିଛି ।
ଏହା ପୂର୍ବରୁ କ୍ବାଲିଫାୟର-୧ରେ ଓଡ଼ିଶା ଜଗରନଟ୍ସ ଗୁଜୁରାଟ ଜାୟାଣ୍ଟସକୁ!-->!-->!-->…
ଆସନ୍ତାକାଲି ଠାଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସୁନୀଲ ବଂଶଲ
ଭୁବନେଶ୍ୱର: ନୂଆ ମାଇଲ୍ ଷ୍ଟୋନ୍ ହାସଲ ପାଇଁ ହେବ ନୂଆ ରଣନୀତି। ୨୦୨୪ ନିର୍ବାଚନରେ ବିଜୟ ପାଇଁ ହିଁ ହେବ ଏକ ମାତ୍ର ଯୋଜନା। ଏଥିପାଇଁ ଆସନ୍ତାକାଲି ଠାରୁ ସମସ୍ତ ବିଜେପି ନେତାଙ୍କୁ ମନ୍ତ୍ରଣା ଦେବେ ନବ ନିଯୁକ୍ତ ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ। ଆସନ୍ତାକାଲି!-->…