Sign in
Sign in
Recover your password.
A password will be e-mailed to you.
ମୋର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ : ନୀତୀଶ କୁମାର
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ସନ୍ଧ୍ୟାରେ ତାଙ୍କର ଚାରି ଦିନିଆ ଗସ୍ତରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ପରେ ସେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ତେବେ ରାହୁଲଙ୍କୁ ଭେଟିବା ପୂର୍ବରୁ ତାଙ୍କୁ!-->…
ଗଣେଷ ଭସାଣୀରେ ଅଘଟଣ: ଜଣେ ମୃତ, ୩ ଗୁରୁତର
ମାହାଙ୍ଗା: ଗଣେଷ ଭସାଣୀରେ ଅଘଟଣ। ପୂର୍ବଶତ୍ରୁତାକୁ ନେଇ ମାର୍ପିଟ୍। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ମାହାଙ୍ଗା ବ୍ଲକ ପୋଡ଼ାମରାଇ ପଞ୍ଚାୟତ ଏରକଣା ଗାଁରେ ଜଣେ ପାଗଳର ଭୁଜାଲି!-->!-->!-->…
ଉଦ୍ଧବ ଠାକରେଙ୍କୁ ଉଚିତ ଶିକ୍ଷା ଦରକାର: ଶାହ
ମୁମ୍ବାଇ: ‘ଉଦ୍ଧବ ଠାକରେ ବିଜେପିକୁ ଧୋକା ଦେଇଛନ୍ତି। ସେ ବିଜେପି ସହ ବେଇମାନି କରିଛନ୍ତି। ତାଙ୍କୁ ବଡ଼ ଶିକ୍ଷା ଦରକାର।’ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରଣନୀତିଜ୍ଞ ଅମିତ ଶାହ ଏହା କହିଛନ୍ତି। ମହାରାଷ୍ଟ୍ରରେ ଶିବସେନା ମେଣ୍ଟ ସରକାରର ପତନ ପରେ ପ୍ରଥମ ଥର ପାଇଁ ଏମିତି କହିଛନ୍ତି!-->…
କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର
ଭୁବନେଶ୍ବର: କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର। PSARA ଆକ୍ଟ ଅନୁଯାୟୀ, ବାର ମାଲିକ ସିକ୍ୟୁରିଟି ରଖିପାରିବେ। ବାଉଁସର ରଖିବା ପାଇଁ ନିକଟସ୍ଥ ଥାନାରେ ଲିଖିତ ଭାବେ ଜଣାଇବାକୁ ପଡିବ। ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁହେବ। ସେପ୍ଟେମ୍ବର ୭ରୁ!-->…
ବଦଳିବ ଦିଲ୍ଲୀର ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍ର ନାଁ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବଦଳିବ ଦିଲ୍ଲୀର ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲେନ୍ର ନାଁ। ଏହାର ନାଁ ‘କର୍ତ୍ତବ୍ୟ ପଥ’ ରଖାଯିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମା ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଥିବା ପୂରା ଅଞ୍ଚଳ ଏବେ ‘କର୍ତ୍ତବ୍ୟ!-->…
ଗୁଣିଗାରେଡି ସନ୍ଦେହରେ ହତ୍ୟା, ଘରେ ପଶି ମହିଳାଙ୍କୁ ମାରିଦେଲା ଯୁବକ
ରାୟଗଡ଼ା ୦୫।୦୯: ରାୟଗଡ଼ା ସହର କୋଇଲାପଡ଼ାରେ ଅଭାବନୀୟ ଘଟଣା। ଗୁଣିଗାରେଡି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କଲେ ଜଣେ ଯୁବକ । ମୃତ ମହିଳାଙ୍କ ନାମ ଚନ୍ଦ୍ରମା ବିଭାର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣି ଗାରେଡି କରୁଥିବା ନେଇ ରାଜେଶ!-->!-->!-->…
କର୍ମଚାରୀଙ୍କୁ ଛଟେଇ କରି ୧୮ ମହଲାରୁ ଡେଇଁ ପଡିଲେ ସିଏଫ୍ଓ
ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଛଟେଇ କରିବା କୌଣସି କମ୍ପାନୀ ପାଇଁ ନୂଆ କଥା ନୁହେଁ। ପ୍ରତି ବର୍ଷ ହଜାର ହଜାର କର୍ମଚାରୀଙ୍କୁ ନିଜ ଚାକିରି ହରାଇବାକୁ ପଡେ। କ୍ଷତି ସହିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଛଟେଇ କରିବାକୁ ବାଧ୍ୟ ହୁଅନ୍ତି। ନିକଟରେ ‘ବେଡ୍ ବାଥ ଆଣ୍ଡ ବିୟଣ୍ଡ’ କମ୍ପାନୀ ମଧ୍ୟ!-->…
ମା’ କୋଳରୁ ଖସି ଭାସିଗଲା ୨୨ ମାସର ଶିଶୁପୁତ୍ର
ନୟାଗଡ: ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦!-->…
ରାସ୍ତା ପାର୍ଶ୍ୱରେ ପଡ଼ିଛି ୭୦ରୁ ଊର୍ଦ୍ଧ୍ୱ ଘୁଷୁରୀଙ୍କ ମୃତଦେହ
ଭଦ୍ରକ: ରାସ୍ତା ପାର୍ଶ୍ୱରେ ପଡ଼ିଛନ୍ତି ଘୁଷୁରୀ। ଗୋଟେ କି ଦୁଇଟି ନୁହେଁ, ଏକାଥରକେ ୭୦ରୁ ଅଧିକ ଘୁଷୁରୀଙ୍କ ମୃତଦେହ। ତେବେ କେଉଁ କାରଣରୁ ଘୁଷୁରୀଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲାରୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଯାଜପୁରକୁ ସଂଯୋଗ!-->…
ଭୂମିକମ୍ପରେ ଥରିଲା ଚୀନ୍, ୨୧ ମୃତ
ବେଜିଂ: ଥରିଲା ଚୀନ୍। ସିଚୁଆନ୍ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପର କେନ୍ଦ୍ର ଲିଡୁଙ୍ଗ କାଉଣ୍ଟି!-->…