Sign in
Sign in
Recover your password.
A password will be e-mailed to you.
ଆଦର୍ଶ ଶିକ୍ଷକ ରୂପେ ସମ୍ମାନିତ ହେଲେ ଚିତ୍ରକୋଣ୍ଡା ବ୍ଲକର ତିନି ଶିକ୍ଷକ
ଚିତ୍ରକୋଣ୍ଡା: ମାଲକାନଗିରି ରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ସମାରୋହ ଅବସରରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆଦର୍ଶ ଶିକ୍ଷକ ରୂପେ ସମ୍ମାନିତ ହେଲେ ଚିତ୍ରକୋଣ୍ଡା ବ୍ଲକ ର ତିନି ଶିକ୍ଷକ ସେମାନେ ହେଲେ ଟେମ୍ପରାରିକଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେଠି,!-->!-->!-->…
ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟର ଛାତର ସିମେଣ୍ଟ ଭୁଶୁଡି କର୍ମଚାରୀ ଆହତ
ମାଲକାନଗିରି, ୯।୫: ମାଲକାନଗିରି ସଦର ମହକୁମା ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଲୟ ଛାତର ସିମେଣ୍ଟ ଭୁସୁଡି ଜଣେ କର୍ମଚାରୀ ଆହତ ହୋଇଛନ୍ତିା ତଥ୍ୟ ଅନୁଯାୟୀ ଆଜି ସକାଳେ ସମନ୍ୱିତ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଅକସ୍ମାତ ଛାତ ଉପର ସିମେଣ୍ଟ ଖସି ପଡିଥିଲ।। ତେବେ ସେହି ସମୟରେ!-->!-->!-->…
ମାଲକାନଗିରି ମହାବିଦ୍ୟାଳୟରେ ଆଜି ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳିତ
ମାଲକାନଗିରି,୫।୯ : ମାଲକାନଗିରି ମହାବିଦ୍ୟାଳୟ ଠାରେ ଆଜି ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲି ରାଧାକ୍ରିଷାଙ୍କ ଜନ୍ମ ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇଛି। ଏହି ସଭାରେ ରାଜନୀତି ବିଜ୍ଞାନ!-->!-->!-->…
ନିଆରା ଢଙ୍ଗରେ ଗୁରୁଦିବସ ପାଳନ
ରାଉରକେଲା : ପ୍ରାକ୍ତନ ରାଷ୍ଟ୍ରପତି ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇଆସୁଅଛି । ପ୍ରତ୍ୟେକ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାଳନ କରାଯାଏ ।!-->…
ମାଲକାନଗିରିରେ ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ନେଇ ବିଜେପିର ରଣହୁଙ୍କାର
ମାଲକାନଗିରି : ଜିଲ୍ଲା ମହିଳା ମୋର୍ଚ୍ଚା ର ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ବବିତା ପାତ୍ର କ଼ଂ ଉପସ୍ଥିତି ରେ ଜିଲ୍ଲା ମାଲକାନଗିରିର ଟାଉନ ହଲ ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ବୈଠକରେ ରାଜ୍ୟ ରେ ମହିଳା ବିରୋଧୀ ହିଂସା, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା!-->…
ଗୁରୁ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି
ବ୍ରହ୍ମପୁର : ବିଜେଡ଼ି ଯୁବ ନେତା ତଥା ଆମ୍ବଗଡ଼ ସମବାୟ ସମିତି ସଭାପତି କାହ୍ନୁଚରଣ ପାତ୍ରଙ୍କ ତତ୍ୱାବଧାନରେ ଏହି ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଯୋଗଦେଇ ଶିବିର ଉଦ୍ଘାଟନ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ଅଭାବ!-->…
ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଗୁରୁପୂଜନ ଉତ୍ସବ ପାଳିତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଗୁରୁଦିବସ ପାଳନ ଅବସରରେ ସୋମବାର ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ!-->…
ଦୁତିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ
ଫୁଲବାଣୀ ୦୫/୦୯ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସରକାରୀ ଉଚ୍ଚ ବିଦ୍ୟାଳରେ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ପ୍ରଧାନଙ୍କ ନେତୃତ୍ୱରେ ଗୁରୁଦିବସ ପାଳିତ ହେଇଯାଇଛି । ଏହି ଅବସରରେ ସର୍ଵ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଡ଼ଃ ସର୍ଵପଲ୍ଲୀ ରାଧାକିଶନଙ୍କ ଜନ୍ମତିଥିରେ ଧୂପ ଦୀପ ଦେଇ!-->!-->!-->…
ଲୋକ ଚେତନାରେ ଲୋକକଳା ପ୍ରତି ଦୁର୍ବଳତା ସୃଷ୍ଟି ଉଦ୍ୟମ ହେବା ଉଚିତ୍ : ଜିଲ୍ଲା ସଂସ୍କୃତି ଅଧିକାରୀ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ ମହୋତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ!-->!-->!-->…
ସଚେତନତା ହିଁ ରୋକିବ ବାଲ୍ୟବିବାହ
ନବରଙ୍ଗପୁର : ବାଲ୍ୟବିବାହ ନିଷେଧ , ଶିଶୁ ଅପରାଧ , ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର!-->…