Sign in
Sign in
Recover your password.
A password will be e-mailed to you.
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା
ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏନେଇ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଜେ ପି ନଡ୍ଡା ୨୯ ଓ ୩୦ ଦୁଇଦିନ ଓଡ଼ିଶାରେ ରହି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିବେ।!-->…
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପାଳିତ ହେବ ଶ୍ରୀଜୀଉଙ୍କ ବାମନ ଉତ୍ସବ ସହିତ ସୁନିଆ ପର୍ବ
ଆସନ୍ତାକାଲି ଶ୍ରୀ ଜୀଉଙ୍କ ବାମନ ବେଶ। କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ। ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ। ପୌରାଣିକ କଥାକୁ ଯଦି ଦେଖିବା ତେବେ!-->…
ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଜାମିନ୍ ଦେଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ
ଭୁବନେଶ୍ୱର : ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ। ଭୁବନେଶ୍ୱର ସ୍ଵତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ସେ ଜାମିନରେ ଆସିବା ପରେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବିଦେଶ ଯାଇପାରିବେ ନାହିଁ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ୨ ଜଣ!-->…
ଯାଜପୁର ଛାତ୍ରୀଙ୍କ ମୃତ୍ୟୁ ଘଟଣା, ସାଇକେଲ ଓ ଅନ୍ୟାନ୍ୟ ଜିନିଷ ଘଟଣା ସ୍ଥଳରୁ ଜବତ
ଯାଜପୁର ମଙ୍ଗଳପୁର ଥାନା ନନ୍ଦିପୁର ନିକଟସ୍ଥ ପୋଖରୀରୁ ନନ୍ଦିପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅମ୍ରିତାଙ୍କ ମୃତ ଘଟଣାକୁ ନେଇ ବଢୁଛି ସସପେନ୍ସ। ମୃତ ଦେହ ଉଦ୍ଧାର ଘଟଣା କୁ ୩ ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ମୃତ୍ୟୁ ରହସ୍ୟ ଉନ୍ମୋଚନ କରି ପାରିନି ପୋଲିସ। ପୋଲିସ ଘଟଣା!-->…
କମଳା ପୂଜାରୀଙ୍କୁ ଆଇସିୟୁରେ ନଚାଯିବା ଘଟଣା, ପକ୍ଷ ରଖିଲେ ଆଟେଣ୍ଡାଣ୍ଟ ଓ ସାମାଜିକ କର୍ମୀ
ଜୟପୁର : ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ଏସ୍ସିବି ଆଇସିୟୁରେ ନଚାଯିବା ଘଟଣାରେ ଆଜି ଜୟପୁର ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଛନ୍ତି ଆଟେଣ୍ଡାଣ୍ଟ ରାଜୀବ ହିଆଲ। କମଳାଙ୍କୁ ନଚାଇଥିବା ତଥାକଥିତ ସମାଜସେବୀ ମମତା ବେହେରା ମଧ୍ୟ ନିଜର ପକ୍ଷ ରଖିଥିବା ସୂଚନା!-->…
‘ଭାରତ ଯୋଡ’ ପଦଯାତ୍ରାରେ ‘କଂଗ୍ରେସ ଯୋଡ଼’ ବି ହେବ: ଥରୁର
ନୂଆଦିଲ୍ଲୀ: ଆସନ୍ତା ୭ତାରିଖରୁ ଆରମ୍ଭ ହେଉଛି କଂଗ୍ରେସର ‘ଭାରତ ଯୋଡ଼ୋ’ ପଦଯାତ୍ରା। ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନ୍ୟ ନେତୃବୃନ୍ଦ ପାଦରେ ଚାଲି ଚାଲି ୧୨ ଟି ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୩୫୭୧ କି.ମିରୁ ଅଧିକ ପଥ ଯାତ୍ରା କରିବେ। ଏହି ଯାତ୍ରା ୧୫୦ ଦିନ ଧରି!-->…
ନବୀନଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦର ଛକ ପାଲଟିଲା ଜନ ସମୁଦ୍ର
ଭୁବନେଶ୍ବର: ଆଜି ନୂଆଦିଲ୍ଲୀରୁ ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ସ୍ବାଗତ କରିବା ପାଇଁ ବିଜେଡି ତରଫରୁ କରାଯାଇଥିଲା ବ୍ୟାପକ ଆୟୋଜନ। ଯାହା ବିରୋଧୀଙ୍କର ମୁଣ୍ଡ ବିନ୍ଧା ହୋଇଯାଇଛି। କାରଣ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଆଜି ବିମାନ ବନ୍ଦର ପାଲଟିଥିଲା!-->…
ଗୁଣିଗାରେଡି ସନ୍ଦେହରେ ତିନି ମହିଳାଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ
ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର ଏକ ଗାଁରେ ଟ୍ରିପଲ ମର୍ଡର ଘଟଣା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଗୁଣିଗାରେଡି କରୁଥିବାର ସନ୍ଦେହ କରି ଏହି ଗାଁର କିଛି ଲୋକ ତିନିଜଣ ମହିଳାଙ୍କୁ ପିଟିପିଟି ହତ୍ୟା କରିଛନ୍ତି | ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ପୁଲିସ!-->…
ବନ୍ୟା ସମୀକ୍ଷା ବୈଠକରେ ଶୋଇପଡିଲେ ମନ୍ତ୍ରୀ ! ବିରୋଧୀଙ୍କ ସମାଲୋଚନା
ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ସ୍ଥାନେସ୍ଥାନେ ଜଳବନ୍ଦୀ ସମସ୍ୟା ଉପୁଜିଥିବା ବେଳେ ବିଶେଷ କରି ପ୍ରବଳ ବର୍ଷାରେ ବେଙ୍ଗାଲୁରୁ ସହର ବେହାଲ ହୋଇଯାଇଛି। ଗତ କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଗତକାଲି ରାତିରେ ଲଗାତାର ୯ ଘଣ୍ଟାର!-->…
ଗୁଣିଗାରେଡ଼ି ସଂଦେହରେ ବୃଦ୍ଧଙ୍କୁ ହତ୍ୟା, ୨ ଅଟକ
ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ସେରପାଲୀ ପଞ୍ଚାୟତର କୁସୁମବାହାଲ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସଂଦେହରେ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦାୟର କରାଯାଇଛି। ଏତଲାକୁ ଭିତ୍ତି କରି ପୁଲିସ ୨ ଜଣକୁ ଅଟକ ରଖିଥିବା ଜଣାପଡିଛି।
ଘଟଣା ଅନୁଯାୟୀ ଗତକାଲି ପ୍ରାୟ!-->!-->!-->…