Sign in
Sign in
Recover your password.
A password will be e-mailed to you.
ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି; ଦେଶ ହରାଇବି ନାହିଁ: ରାହୁଲ୍ ଗାନ୍ଧୀ
ନୂଆଦିଲ୍ଲୀ: ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି, କିନ୍ତୁ ଅସହିଷ୍ଣୁ ରାଜନୀତିରେ ତାଙ୍କର ପ୍ରିୟତମ ଦେଶ ହରାଇବେ ନାହିଁ ବୋଲି ଆଜି କଂଗ୍ରେସର 'ଭାରତ ଯୋଡ଼ୋ' ଯାତ୍ରାର ଶୁଭାରମ୍ଭ ପୂର୍ବରୁ ସାଂସଦ ରାହୁଲ୍ ଗାନ୍ଧୀ ଆବେଗଭରା ଟୁଇଟ୍ କରିଛନ୍ତି।
କନ୍ୟାକୁମାରୀରୁ ବିଶାଳ ଯାତ୍ରାର!-->!-->!-->…
ଦିଲ୍ଲୀ ଉପରାଜ୍ୟପାଳଙ୍କ ଲିଗାଲ ନୋଟିସ୍ଙ୍କୁ ଚିରିଦେଲେ ‘ଆପ’ ସାଂସଦ ସଞ୍ଜୟ ସିଂହ
ନୂଆଦିଲ୍ଲୀ ୭।୯: ଆମ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହ ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ପଠା ଯାଇଥିବା ମାନହାନୀ ନୋଟିସ୍କୁ ଚିରି ଦେଇଛନ୍ତି ଏବଂ ଓଲଟି ଉପରାଜ୍ୟପାଳଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ କରିଛନ୍ତି। ସିଂହ କହିଛନ୍ତି ଯେ ଉପରାଜ୍ୟପାଳ ତାଙ୍କ ପଦବୀର ଦୂରୁପଯୋଗ କରି!-->…
ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରିବା ମହଙ୍ଗା ପଡିଲା, ବାଣପୁରରୁ ଗିରଫ ହେଲା ଅଭିଯୁକ୍ତ
ବାଣପୁର/ଖଲ୍ଲିକୋଟ: ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିବା ରଙ୍ଗିଲା ଟୋକା ପୋଲିସ ଦ୍ବାରା ଗିରଫ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ମନୋଜ ବାରିକ ନାମକ ଜଣେ ଯୁବକ ଯୁବତୀମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ!-->…
ବିଜେପିର ରଥଯାତ୍ରା ଥିଲା କ୍ଷମତା ଲାଗି, ସତ୍ୟ ଲାଗି ଭାରତ ଯୋଡୋ ଯାତ୍ରାରେ ବାହାରିଛି କଂଗ୍ରେସ: କହ୍ନେୟା କୁମାର
ନୂଆଦିଲ୍ଲୀ ୭।୯: କଂଗ୍ରେସ ନେତା କହ୍ନେୟା କୁମାର ପାର୍ଟିର 'ଭାରତ ଯୋଡୋ' ଯାତ୍ରାକୁ ନେଇ ବୁଧବାର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି( ବିଜେପି)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ୧୯୯୦ରେ କରାଯାଇଥିବା ରଥଯାତ୍ରା କ୍ଷମତା ଲାଗି ଥିଲା। ତେବେ ତାଙ୍କ ପାର୍ଟିର ଭାରତ ଯୋଡୋ!-->…
ଭଙ୍ଗା ଯାଇଥିବା ମଦ୍ରାସାଗୁଡ଼ିକ ଅଲ କାଏଦା କାର୍ଯ୍ୟାଳୟ ଥିଲା – ଆସାମ ମୁଖ୍ୟମନ୍ତ୍ରୀ
ଆସାମର ଗୋଲପାରା ଜିଲ୍ଲାର ମଦ୍ରାସାଗୁଡିକ ଭାଙ୍ଗିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଭଙ୍ଗା ଯାଇଥିବା ମଦ୍ରାସାଗୁଡିକ ମଦ୍ରାସା ନୁହେଁ ବରଂ ଅଲ-କାଏଦା କାର୍ଯ୍ୟାଳୟ ଥିଲା। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, 'ଭଙ୍ଗା!-->…
ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି: ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ
ପିଏମ ଶ୍ରୀ ସ୍କୁଲକୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରି । ଦେଶରେ ପିଲାମାନଙ୍କ ଭବିଷ୍ୟତକୁ ମଜବୁତ କରିବା ପାଇଁ ଏହି ପ୍ଲାନ କରିଛନ୍ତି । ଦେଶରେ ଥିବା ୧୪, ୫୦୦ ସ୍କୁଲର ହେବ ଉନ୍ନତୀକରଣ । ପିଏମ ଶ୍ରୀ ସ୍କୁଲ ଯୋଜନାରେ ଖର୍ଚ୍ଚ ହେବ ୨୬, ୩୬୦ କୋଟି । ଏହା ଜରିଆରେ ପିଲାଙ୍କ ପାଠ ପଢା!-->…
ଜାତୀୟ ପୋଷଣ ସପ୍ତାହରେ ସଚେତନତା ସଭା, ପ୍ରଦର୍ଶନୀ ଓ ଶୋଭାଯାତ୍ରା ଅନୁଷ୍ଠିତ
ଚିତ୍ରକୋଣ୍ଡା(୦୬/୦୯): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଟନେଲକ୍ୟାମ୍ପ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ) ଆନୁକୂଲ୍ୟରେ ଟନେଲକ୍ୟାମ୍ପ ଅଙ୍ଗନବାଡି କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ!-->!-->!-->…
ଦାରିଙ୍ଗବାଡ଼ି ବ୍ଳକରେ ପ୍ରୌଢଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ
ଦାରିଙ୍ଗବାଡ଼ି,(୫/୯) : ଦାରିଙ୍ଗବାଡ଼ି ବ୍ଳକର ୪ଟି ଗ୍ରାମ ପଞ୍ଚାୟତରେ ନିରକ୍ଷର ବୃଦ୍ଧବୃଦ୍ଧାଙ୍କୁ ସ୍ୱାକ୍ଷର କରିବା ପାଇଁ ଗ୍ରେସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଷ୍ଟର ସଭାଗୃହରେ ପ୍ରୌଡ଼ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->…
କାଠ ଯୋଡ଼ିକୁ ଗାଧୋଇ ଯାଇଥିଲେ ୩ ଭାଇ; ବୁଡ଼ିଗଲା ବଡ଼ ଭାଇ
କଟକ: ତିନି ଭାଇ ସାଙ୍ଗ ହୋଇ ଗାଧୋଉଥିଲେ। ଚାହୁଁ ଚାହୁଁ ଦୁଇ ଭାଇଙ୍କ ଆଖି ଆଗରେ ବୁଡ଼ି ଗଲେ ବଡ଼ ଭାଇ। ଆଜି କଟକ ଖାନନଗର ଜଗନ୍ନାଥ ମନ୍ଦିର ନିକଟସ୍ଥ କାଠଯୋଡି ନଦୀରେ ଏହି ଅଘଟଣ ଘଟିଛି। ଖବର ପାଇଁ ପରିବାର ଲୋକେ ପହଞ୍ଚିବା ପରେ ନଦୀ ତୁଠ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ପରେ ଖବର ପାଇ!-->…
ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ
ଭୁବନେଶ୍ୱର: ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡ ପ୍ରେସର ପାଇଁ!-->…