ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ: ଭୁଲ ସୁଧାରି ପିଲାଙ୍କୁ ପଢ଼ାଇବାକୁ ନିର୍ଦ୍ଦେଶ

ଜୟପୁର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ଭୂଗୋଳ ଓ ଅର୍ଥନୀତି ବହିରେ ଥିବା ତ୍ରୁଟି ସଂଶୋଧନ କରି ପଢାଇବା ପାଇଁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେବା ସହ ବିଜ୍ଞପ୍ତି ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏହି ବହିର ପୃଷ୍ଠା ନମ୍ବର ୬୫ରେ

ବ୍ରହ୍ମପୁର ରେଳଷ୍ଟେସନର ଉନ୍ନତିକରଣ ଓ ବରିଷ୍ଠ ନାଗରିକ ମାନଙ୍କୁ ରେଳଯାତ୍ର ରିହାତି ଲାଗି ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିଅର ସିଟିଜେନସ୍ ଫୋରମ୍ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶରେ ୧୨ ଦଫା ସମ୍ବଳିତ ଏକ

ପ୍ରଦୂଷଣ କମାଇବାକୁ ପ୍ରୟାସ, ସରକାରୀ ଅଫିସରେ ବ୍ୟବହାର ହେବ ବ୍ୟାଟେରି ଗାଡ଼ି

ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟରେ ଏଣିକି ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର ହେବ । ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର ବିମର୍ଶ ଚାଲିଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଏନେଇ ଚିଠି ଲେଖାଯାଇଛି । କଟକ ଓ ଭୁବନେଶ୍ୱରରେ ଯାନବାହାନ ଚଳାଚଳର ଅଧିକ

 ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ଆବେଦନ କରିଥିଲେ ବର୍ଷା । ଆଉ ଥରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ

ଜୀବନବ୍ୟାପୀ ସାଧନା ସମ୍ମାନ ବିଜେତା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣେଇଲେ ସୁନ୍ଦରଗଡ଼ ବିଜେଡି କର୍ମୀ

ସୁନ୍ଦରଗଡ଼ (୦୭/୦୯) : ଗତକାଲି ସୁନ୍ଦରଗଡ଼ ସର୍କିଟ ହାଉସ ଠାରେ ବିଜୁ ଜନତା ଦଳର ବରିଷ୍ଠ ନେତା, କାଉନସିଲର ଓ କର୍ମୀ ଏକତ୍ରିତ ହୋଇ ଦକ୍ଷ ଓ ଅସାଧାରଣ ନେତୃତ୍ୱ ଏବଂ ରାଜ୍ୟବାସୀଙ୍କୁ ନିରବଛିନ୍ନ ଭାବେ ସେବା ପାଇଁ ନୂଆ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ କ୍ୟାପିଟାଲ

୭୯୪ ଶିକ୍ଷକଙ୍କ ହେବ ମେଡିକାଲ ଟେଷ୍ଟ

ଭୁବନେଶ୍ୱର : ରାଜ୍ୟର ୭୯୪ଜଣ ଶିକ୍ଷକଙ୍କ ମେଡିକାଲ ପରୀକ୍ଷା ହେବ । ୨୦୨୨ରେ ଏହି ଶିକ୍ଷକମାନେ ବଦଳି ପାଇଁ ଆବେଦନ କରିଥିଲେ । କେଉଁ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସେମାନେ ବଦଳି ଚାହୁଁଛନ୍ତି, ତାହା ଜାଣିବା ପାଇଁ ସେମାନଙ୍କର ଆସନ୍ତା ୧୪ତାରିଖରୁ ମେଡିକାଲ ପରୀକ୍ଷା ହେବ । ସେପ୍ଟେମ୍ବର ୧୪,

ହିଞ୍ଜଳାପଲ୍ଲୀରୁ ୮ ପୁଟର ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ହିଞ୍ଜଳାପଲ୍ଲୀ ରୁ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତ୍ତା। ଗତକାଲି ବିଳମ୍ବିତ ରାତ୍ରୀରେ ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ହିଞ୍ଜଳାପଲ୍ଲୀ ବାଉରି ସାହିର ଏକ ପରିତ୍ୟକ୍ତ ଘର ନିକଟରୁ ସାହି ମଧ୍ୟକୁ ଏକ ଅଜଗର ସାପ

ବ୍ରାହ୍ମଣୀ ନଦୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ ।

ସଫଳ ହେଲା ଜାଡେଜାଙ୍କ ଅସ୍ତ୍ରୋପଚାର

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ସଫଳ ହେଲା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅସ୍ତ୍ରୋପଚାର । ଜାଡେଜାଙ୍କ ଆଣ୍ଠୁରେ ଗୁରୁତର ଭାବରେ ଆଘାତ ଲାଗିବାରୁ ସେ ଏସିଆ କପରୁ ବାଦ ପଡିଥିଲେ । ଏନେଇ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି । ଅପରେସନ ସଫଳ

ପୁଲିସ୍‌ ସାମନାରେ ହାଣିଦେଲେ ବାପପୁଅ

ଖୋର୍ଦ୍ଧା: ପୁଲିସ୍‌ ଉପସ୍ଥିତିରେ ମହିଳାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ଅଭିଯୁକ୍ତ ବାପପୁଅଙ୍କ ଚୋଟରେ ଗୁରୁତର ମହିଳା ୨ ମାସ ହେଲା ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ପୁଲିସ୍‌ ଆଖି ଆଗରେ ସବୁ ଘଟିଥିଲେ ବି ପୁଲିସ୍‌ ସାଜିଛି ନୀରବଦ୍ରଷ୍ଟା। ନ୍ୟାୟ ପାଇଁ ମହିଳା ଜଣକ