Sign in
Sign in
Recover your password.
A password will be e-mailed to you.
୨୦୨୪ ଦଖଲ ପାଇଁ ପ୍ରଭାରୀ ବଂଶଲ ପ୍ରସ୍ତୁତ କଲେ ରଣନୀତି
ଭୁବନେଶ୍ୱର: ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ଦିନରେ ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ବିଜେପି କିଭଳି ୨୦୨୪ ନିର୍ବାଚନରେ ସଫଳ ହେବ ସେ ନେଇ ଆଲୋଚନା କରିଛନ୍ତି। ବୁଥ ସ୍ତରୀୟ ଅଭିଯାନ ପାଇଁ ଖସଡା ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟର ୩୭!-->…
ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା, ହାଇକୋର୍ଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ
କଟକ: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଜନସ୍ୱାର୍ଥ ମାମଲା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ। ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଶେଷ ହୋଇଛି ଏବଂ ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିସାରିଛି କ୍ରାଇମବ୍ରାଞ୍ଚ୍ । ଆଇପିସିର ୩୭୬ ଡିଏ, ୩୭୬(୨)!-->…
ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ: ୟୁନିଫର୍ମ ଥିବା ସ୍କୁଲରେ ହିଜାବ ପିନ୍ଧି ପାରିବେ କି ଛାତ୍ରୀ?
ନୂଆଦିଲ୍ଲୀ: କର୍ଣ୍ଣାଟକର ସ୍କୁଲରେ ୟୁନିଫର୍ମ ବଦଳରେ ହିଜାବ। ଏହାକୁ ନେଇ ଜୋର ଧରିଥିଲା ବିବାଦ। ଏପରିକି କଥା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଏଁ ଯାଇଛି। ସ୍କୁଲରେ ହିଜାବ ବ୍ୟାନ୍କୁ ନେଇ କୋର୍ଟରେ ଅନେକ ଆବେଦନ ହୋଇଛି। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ହିଜାବ ଉପରେ!-->…
ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ; ରାଜ୍ୟବାସୀଙ୍କୁ ସମର୍ପିତ କଲେ ସମ୍ମାନ
ଭୁବନେଶ୍ଜର: ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ ହୋଇ ଦିଲ୍ଲୀରୁ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ନିର୍ବଚନା ମଣ୍ଡଳରୁ ହଜାର ହଜାର!-->…
ଭାରତ ବାୟୋଟେକର ନାଜାଲ କରୋନା ଟିକାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ବଡ଼ ଅସ୍ତ୍ର। ଏଣିକି କରୋନାକୁ ମାତ ଦେବ ନାଜାଲ ଟିକା। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ବିରୋଧୀ ନାଜାଲ ଟିକା ବା ନାକରେ ପଡ଼ୁଥିବା ଟିକାକୁ ଆଜି ଭାରତ ସରକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।ପ୍ରଥମଥର ପାଇଁ!-->…
ବେଙ୍ଗାଲୁର ଜଳବନ୍ଦୀ : ଟ୍ରାକ୍ଟର କ୍ରେନରେ ଅଫିସ ଯାଉଛନ୍ତି ଆଇଟି କର୍ମଚାରୀ
ବେଙ୍ଗାଲୁରୁ: ଲଗାଣ ବର୍ଷାରେ ବେହାଲ ସିଲିକନ୍ ସିଟି। ଲଗାତର ତୃତୀୟ ଦିନରେ ମଧ୍ୟ ଆଇଟି ସିଟି ବେଙ୍ଗଲୁରୁ ଜଳବନ୍ଦୀ ହୋଇ ରହିଛି। ପ୍ରବଳ ବର୍ଷା ପରେ ପାଣିରେ ଉଟୁବୁଟୁ ପୂରା ସହର। କେତେକ ଅଞ୍ଚଳରେ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇ ପଡ଼ିଛି।!-->…
କେମିତି ହେଲା ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା
ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ କିଭଳି ହେଲା ମୃତ୍ୟୁ? ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କ ମୃତ୍ୟୁର ଖୁଲାସା ହୋଇଛି। ଦୁର୍ଘଟଣାରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଆଘାତ ଲାଗିବା ଏବଂ ଏକାଧିକ ହାଡ଼ ଭାଙ୍ଗିବା କାରଣରୁ ହୋଇଛି!-->…
ବିରୋଧୀଙ୍କୁ ଏକାଠି କରିବେ ନୀତୀଶ କୁମାର! କେଜ୍ରିୱାଲଙ୍କୁ ଭେଟିଲେ
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାରରେ ବିଜେପିକୁ ଛାଡ଼ପତ୍ର ଦେଇ ଆରଜେଡି ଓ କଂଗ୍ରେସ ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ!-->…
ବିଜେପି ନେତ୍ରୀଙ୍କୁ ବିବାହ କଲେ ୫୯ ବର୍ଷୀୟ ଜଜ୍
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦୁଇଟି ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଦେଇଥିବା ବିଚାରପତିଙ୍କୁ ନେଇ ବଡ଼ ଖବର ଆସିଛି। ପୂର୍ବତନ ସ୍ୱତନ୍ତ୍ର ସିବିଆଇ ଜଜ ଶିବ ପାଲ ସିଂହ ୫୯ ବର୍ଷରେ ଦ୍ୱିତୀୟ ବିବାହ!-->…
ଲିଜ୍ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଣୀ ଏଲିଜାବେଥ
ଲଣ୍ଡନ: କଞ୍ଜରଭେଟିଭ ପାର୍ଟିର ମୁଖିଆ ପଦ ପାଇଁ ହୋଇଥିବା ନିର୍ବାଚନ ବାଜିମାତ କରିଥିବା ଲିଜ୍ ଟ୍ରସଙ୍କୁ ଆଜି ରାଣୀ ଏଲିଜାବେଥ ୨ ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଫାଷ୍ଟ ଲର୍ଡ ଅଫ ଟ୍ରେଜେରୀ ଭାବେ ନିଯୁକ୍ତି କରିଛନ୍ତି। ଟ୍ରସ ଆଜି ରାଣୀ ଏଲିଜାବେଥଙ୍କୁ ଭେଟିବା ପରେ ଏପରି!-->…