Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ୭ ହଜାର ଶିକ୍ଷକ ପଦବୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଶିକ୍ଷକ ଆଶାୟୀଙ୍କ ପାଇଁ ଖୁସିର ଖବର । ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଆଉ ୭ହଜାର ଶିକ୍ଷକ ପଦବୀ । ଏନେଇ ଆସନ୍ତା ମାସରେ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାରିବ ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ,!-->!-->!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ସମ୍ୱର୍ଦ୍ଧିତ
ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ଠାରେ ଗୁରୁ ଦିବସ ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lସାରା ଭାରତବର୍ଷରେ ସେପ୍ଟେମ୍ବର ପାଞ୍ଚ ତାରିଖକୁ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରୁଥିଲା ବେଳେ ତୁମୁଡିବନ୍ଧ ସରସ୍ବତୀ!-->!-->!-->…
ଆସନ୍ତା ୭ତାରିଖ ବେଳକୁ ରାଜ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା
ଭୁବନେଶ୍ବର: ତାତିରୁ ମିଳିବ ତ୍ରାହି । ଆସନ୍ତା ୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଫଳରେ ରାଜ୍ୟର!-->…
ପିପିଲିରେ ନାଲି ପିମ୍ପୁଡ଼ି ଆତଙ୍କ ଜାରି, OUAT ଟିମ୍ର ଅନୁଧ୍ୟାନ
ପିପିଲି: ଚନ୍ଦ୍ରାଦେଇପୁରରେ ନାଲି ପିମ୍ପୁଡ଼ି ଆତଙ୍କ ଜାରି। ଗ୍ରାଉଣ୍ଡରେ ଅନୁଧ୍ୟାନ କରିଛନ୍ତି ଓୟୁଏଟିର ୪ଜଣିଆ ପ୍ରତିନିଧି ଦଳ। ଏଥିସହ ପିମ୍ପୁଡ଼ି କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୀଟନାଶକ ଔଷଧ ପ୍ରୟୋଗ କରାଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ!-->…
ଓଡ଼ିଶାରୁ ଈଶ୍ୱର ସାର୍ ପାଇଲେ ଜାତୀୟ ଶିକ୍ଷକ ସମ୍ମାନ
ଗୁରୁଦିବସ ଅବସରରେ ଦେଶର ବଚ୍ଛା ବଛା ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଜାତୀୟ ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ଦେଶର ୪୬ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଓଡିଶାର ଈଶ୍ୱର ଚନ୍ଦ୍ର ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି!-->…
ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ଉଦ୍ଧାର
ପାରାଦୀପ: ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀଙ୍କର ସନ୍ଧାନ ମିଳିଛି। ଏନେଇ ତାଙ୍କ ବାପା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାରାଦୀପଠୁ ୨୦ କିମି ଦୂର ଗଡ଼କୁଜଙ୍ଗରେ ଆଶା କର୍ମୀଜଣଙ୍କୁ ଠାବ କରାଯାଇଛି। ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ କଲ୍ ପାଇ ସେ ଝିଅକୁ ଉଦ୍ଧାର କରିବାରେ ସଫଳ!-->…
ଭାରତ ସପକ୍ଷବାଦୀ ଭାବେ ଜଣାଶୁଣା ଲିଜ୍ ଟ୍ରସ୍
ଲଣ୍ଡନ : ଲିଜ୍ ଟ୍ରସ୍ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ହେବେ । ସେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପରାସ୍ତ କରି କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି । ଋଷି ସୁନକ ପରାଜିତ ହେବା ଭାରତୀୟଙ୍କୁ ନିରାଶ କରିଛି । ତେବେ ଶୁଭ ସୂଚନା ହେଉଛି ଲିଜ୍ ଟ୍ରସ ହେଉଛନ୍ତି ଜଣେ ଭାରତ!-->…
ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା, ନିଦ ନହେବାରୁ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ
ଭୁବନେଶ୍ୱର ୦୫/୦୯: ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ହଷ୍ଟେଲ ରୁମରୁ ମିଳିଲା ଏକ ହାତ ଲେଖା ଚିଠି । ମିଳିଥିବା ଚିଠିଟି ମୃତ ଛାତ୍ରୀଙ୍କ ହୋଇଥିବା ଅନୁମାନ । ନିଦ ନହେବାରୁ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ।ଏଥିରେ କାହାର ଦୋଷ ନାହିଁ, ପୋଲିସ କାହାରିକୁ ହଇରାଣ!-->…
ହୋଟେଲରେ ନିଆଁ ଲାଗି ୪ଜଣଙ୍କ ମୃତ୍ୟୁ ହେବାରୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା ଏକ ହୋଟେଲରେ ସୋମବାର ନିଆଁ ଲାଗିବାରୁ ୪ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଏବେ ଯୋଗୀ ସରକାର ହୋଟେଲ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ମଦନ ମୋହନ ମାଲବୀୟ ମାର୍ଗରେ ଅବସ୍ଥିତ ହୋଟେଲ ଲେଭାନାକୁ ସିଲ୍ କରିବା!-->…
ପାହଳରେ ନକଲି ଲୁଣ, ଡିଟରଜେଂଟ୍ ଜବତ
ଭୁବନେଶ୍ୱର: ନକଲି ଲୁଣ ଗୋଦାମରେ ଚଢାଉ । ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟ ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ କଲା ପାହଳ ପୋଲିସ । ଲୋକପ୍ରିୟ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଗୋଦାମ୍ ଉପରେ ଚଢାଉ କରି ନକଲି ସାମଗ୍ରୀକୁ ଜବତ କରିଛି ପୋଲିସ । ପ୍ରସିଦ୍ଧ କମ୍ପାନୀ ନାଁରେ!-->…