ଚଣ୍ଡୀମନ୍ଦିର ଉନ୍ନୟନ ପ୍ରକଳ୍ପ: ରାସ୍ତା ପାଇଁ ୫ କୋଟି ବଜେଟ୍‌ ଅଟକଳ

କଟକ,୦୫/୦୯: ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଜମିକୁ ନେଇଥିବା ବିବାଦର ଅନ୍ତ ହେବା ପରେ ଚଣ୍ଡୀମନ୍ଦିର ଉନ୍ନୟନ ପ୍ରକଳ୍ପ କାମ ତ୍ୱରାନ୍ୱିତ କରୁଛି ପ୍ରଶାସନ । ପ୍ରାଥମିକ ପର୍ଯ୍ୟାୟରେ ଚଣ୍ଡୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍କୁ ବନ୍ଦ କରି ସେଠାରେ ଜଙ୍କସନ୍‌

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୦୫/୦୯: ରାଜ୍ୟରେ ଉପର ତଳ ହେଉଛି ଦୈନିକ କରୋନା ଗ୍ରାଫ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା

ଆପ୍ ଓ ଏହାର ୫ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଦିଲ୍ଲୀ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳ ବିକେ ସକ୍ସେନା ସୋମବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ ଏହାର ୫ ଜଣ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଆପ୍‌ର ଯେଉଁ ନେତାଙ୍କ ପାଖକୁ ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି, ସେମାନେ ହେଉଛନ୍ତି- ଅତିଶୀ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଓ

‘ଭାରତ ଯୋଡ଼ୋ’ ଅଭିଯାନରେ ଓଡ଼ିଶା କଂଗ୍ରେସରୁ ୧୦୦ ପ୍ରତିନିଧି ସାମିଲ ହେବେ: ପିସିସି ସଭାପତି

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ କଂଗ୍ରେସ ପକ୍ଷରୁ 'ଭାରତ ଯୋଡ଼ୋ' ଅଭିଯାନ ଆରମ୍ଭ ହେବ। କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ। ସେ କହିଛନ୍ତି, ଏହା ବଡ଼ ଜନସଂପର୍କ

କମଳା ପୂଜାରୀଙ୍କୁ SCBରେ ଚିକିତ୍ସା ବେଳେ ନଚାଇବା ଘଟଣା, ୨ ଜଣଙ୍କୁ ହାଜର ନୋଟିସ୍

ଜୟପୁର: ପଦ୍ମଶ୍ରୀ ପୁରସ୍ତାରପ୍ରାପ୍ତ କମଳା ପୂଜାରୀଙ୍କୁ SCB ICUରେ ଚିକିତ୍ସା ବେଳେ ନଚାଇବା ଭିଡିଓ ଭାଇରାଲ ଘଟଣାରେ ୨ ଜଣଙ୍କୁ ଜାରି ହୋଇଛି ନୋଟିସ୍। ତଥାକଥିତ ସମାଜସେବୀ ମମତା ବେହେରା ଓ ପ୍ରଶାସନ ପକ୍ଷରୁ ନିଯୁକ୍ତ ଆଟେଣ୍ଡାଣ୍ଟ ରାଜୀବ ହିଆଲଙ୍କୁ ଏହି ନୋଟିସ ଜାରି ହୋଇଛି। ଉଭୟଙ୍କୁ

ଗଣେଶ ମୂର୍ତ୍ତି ଭଷାଣି ବେଳେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ୨ ଗୁରୁତର

କୁଆଖିଆ:ଗଣେଷ ପୂଜା ଭଷାଣି ସମୟରେ ଅଘଟଣ। ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଧର୍ମଶାଳା ଥାନା ବାରବାଟି ନିକଟ ବେତଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ରବିବାର ସନ୍ଧ୍ୟାରେ ସ୍ଥାନୀୟ ବେତଣ୍ଡା ଗ୍ରାମର ନ୍ୟୁ ଜେନେରେସନ କ୍ଲବର ଯୁବକମାନେ

ଲିଙ୍ଗାୟତ ମଠ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଲଗାବି ଜିଲ୍ଲା ସ୍ଥିତ ଶ୍ରୀ ଗୁରୁ ମଦିୱାଲେଶ୍ୱର ମଠର ମହନ୍ତ ବସବା ସିଦ୍ଦଲିଙ୍ଗ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର କରାଯାଇଛି। ଏହା ଏକ ଲିଙ୍ଗାୟତ ମଠ ହୋଇଥିବା ବେଳେ ଏହା ପରିସରରେ ଥିବା ଏକ ଘରୁ ମହନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ

ଆସନ୍ତାକାଲି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ; ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେବେ ୫୦ ହଜାର ଲୋକ

ଭୁବନେଶ୍ୱର : ସେପ୍ଟେମ୍ୱର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶାକୁ ଫେରିବେ। ଏଥିପାଇଁ ତାଙ୍କୁ ସ୍ୱାଗତ କରିବାକୁ ପ୍ରାୟ ୫୦ ହଜାର ଲୋକ ସାମିଲ ହେବେ। ଏଥିପାଇଁ ରୁଟ ଲାଇନିଂ ଆରଞ୍ଜମେଣ୍ଟ ହୋଇଛି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ପାର୍କିଂ ପାଇଁ ଏକାଧିକ

ହାରିଗଲେ ଋଷି, ଲିଜ୍‌ ଟ୍ରସ୍‌ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ରେ ହାରିଗଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବାଜି ମାରିନେଲେ ଲିଜ୍‌ ଟ୍ରସ୍‌। ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଲିଜ ଟ୍ରସ୍‌। ମାର୍ଗରେଟ୍ ଥେରର ଓ ଥେରେସାଙ୍କ ପରେ ସେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ

ଭାସ୍କର ଚନ୍ଦ୍ର ପାତ୍ର ହେଲେ ଆସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ

ଭୁବନେଶ୍ୱର: ଡ. ଭାସ୍କର ଚନ୍ଦ୍ର ପାତ୍ର ଆଇସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୧ ତାରିଖ ଦିନ ଡ. ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ୱାଇଁଙ୍କ ଅବସର ପରେ ଭାସ୍କର