Sign in
Sign in
Recover your password.
A password will be e-mailed to you.
ମାଲକାନଗିରି ପୋଲିସ କୁ ମିଳିଛି ସଫଳତା : ୧୮୦ କେଜି ଗଞ୍ଜେଇ ଜବତ ଓ ୫ ଗିରଫ…
ମାଲକାନଗିରି, : ମାଲକାନଗିରି ସଦର ପୋଲିସ ଦ୍ୱାରା ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛନ୍ତିା ସୁଚନା ମୁତାବକ ଗତକାଲି ରାତିରେ ମାଲକାନଗିରି ଥାନା ଏସ୍.ଆଇ. କେ. ସଙ୍ଗନା ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଗୌଡଗୁଡା ଛକ ନିକଟରେ ରାତ୍ର ପେଟ୍ରୋଲିଙ୍ଗ!-->!-->!-->…
କନ୍ଧମାଳରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ…
ଫୁଲବାଣୀ ,: ସମଗ୍ର ଦେଶରେ ସେପ୍ଟେମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରା ଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖାର ସଭାପତି ସାମନ୍ତ କୁମାର!-->…
ବେଆଇନ ଘୁଟକା ଜବତ ଘଟଣା : ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କଲା ପୋଲିସ, ମୁଖ୍ୟ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ…!
ବ୍ରହ୍ମପୁର : ବ୍ରହ୍ମପୁର ସହର ର ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀ ଗ୍ରାମ ରେ ଗତ 30/08/22 ତାରିଖ ରେ ପୁଲିସ ଚଢ଼ାଉ କରି ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଥିଲା । ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ ଏମ ଏବଂ ସଦର ଏସ ଡି ପି ଓ ଙ୍କ!-->…
ବିଷାକ୍ତ ସାପ କାମୁଡ଼ାରେ ବାଳିକା ମୃତ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପଣଷପୁଟ ପଞ୍ଚାୟତ ଅନ୍ତର୍ଭୁକ୍ତ ତାବଲା ଗ୍ରାମର ସାଧୁରାମ ହନ୍ତାଳର ଆଠ ବର୍ଷର ଝିଅ ଜାନକୀ ହନ୍ତାଳ ଗତ କାଲି ରାତିରେ ମଶାରୀ ଭିତରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତି ଏକ ଘଟିକା ଏକ ବିଷାକ୍ତ ସାପ (କାଲାଟା )!-->…
ଫୁଲବାଣୀ ଓକିଲ ସଙ୍ଘରେ ଗଣେଶ ପୂଜା ପାଲିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ଠାରେ ଗଣେଶ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ପୂଜାରେ ବରିଷ୍ଠ ଆଇନଜୀବୀ ଭି ଭି ରମଦାସ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିବା ବେଳେ ଓକିଲ ସଙ୍ଘର ସଭାପତି ଵିଜୟ ମହାନ୍ତି, ଉପସଭାପତି କମଳ କୁମାର ବେହେରା, ସମ୍ପାଦକ ଦୁର୍ଗା ଶଙ୍କର!-->…
ଡଙ୍ଗା ବୁଡି ଘଟଣାରେ ନିଖାଜ ଶବ ଉଦ୍ଧାର
ଚିତ୍ରକୋଣ୍ଡା (୦୧/୦୯) : ଗଲା କାଲି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଥିଲା ଏକ ଦେଶୀ ଡ଼ଙ୍ଗା । ଡଙ୍ଗା ବୁଡିରେ ଜଣେ ମହିଳା ନିଖୋଜ। ନିଖୋଜ ମହିଳାଙ୍କ ନାମ ମୋତି ଗୋଲରୀ ବୟସ ୪୦ ବର୍ଷ ଯନ୍ତ୍ରୀ ଗ୍ରାମର ଗ୍ରାମବାସୀ । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ତିନିଟା!-->…
ଗଣେଶ ପୂଜାରେ ଅନାଥ ପିଲାଙ୍କୁ ଖଡ଼ି ଛୁଆଁଇଲେ ପୋଷାକ ବିତରଣ କଲେ
ଚିତ୍ରକୋଣ୍ଡା : ଗଣେଶ ପୂଜା କିଏ କେତେ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବେଳେ ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଖିବାକୁ ମିଳିଛି କିଛି ନିଆରା କାର୍ଯ୍ୟକ୍ରମ l ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀଙ୍କ ନଜରରେ କିଛି ଅନାଥ ଏବଂ ଗରିବ ପିଲା!-->…
ଲୋକଙ୍କ ମନମୋହିଛି ମହାତ୍ମା ଗାନ୍ଧିଜୀଙ୍କ ଜୀବନ ଆଦର୍ଶ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀ
ଛତ୍ରପୁର : ହିଞ୍ଜିଳିକଟୁ ପୌର ପରିଷର ଦ୍ବାରା ପାଳନ ହେଉଥିବା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମିନି ଷ୍ଟାଡିୟମ୍ ଠାରେ ଓରମାସ ଦ୍ବାରା ମିଶନ ଶକ୍ତି ମହିଳା ମାନକ ହସ୍ତ୍ ନିର୍ମିତ ମେଳା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର!-->…
ଲୋକଙ୍କୁ ଆକର୍ଷିତ କରୁଛି ଅଶୋକନଗର ଗଣେଶ ପୂଜା
ବ୍ରହ୍ମପୁର : ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଷ ପୂଜା ପାଉଛନ୍ତି । ଏହି ଅବସରରେ ଜିଲ୍ଲାର ବ୍ରହ୍ମପୁର ସହର ର ଆଖପାଖ ଅଂଚଳ ଆଜି ଚଳଚଂଚଳ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା କମିଟି ଓ ସାହି ବସ୍ତି ମାନଙ୍କରେ ଅଗ୍ରପୁଜ୍ୟ!-->…
ମୃତ ମହିଳାଙ୍କ ନାମ ମହିଳା ବିଜେଡି କାର୍ଯ୍ୟକାରିଣୀରେ ଘୋଷଣା !!
ବ୍ରହ୍ମପୁର : ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ!-->…