Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡି : ଟାଙ୍କି ଅଛି ପାଣି ନାହିଁ,ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ…
ଦିନରେ ଲଣ୍ଠନ ଦେଖାଉଛି ପ୍ରଶାସନ...!
ଦାରିଙ୍ଗବାଡ଼ି,:, ବିରାଟ କାୟ ପାଣିଟାଙ୍କି ଅଛି ହେଲେ ପାଣି ନାହିଁ । ପାଣି ପାଇଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ଏବଂ ଗବାଟବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି!-->!-->!-->…
ମୁକ୍ତି ଅପେକ୍ଷାରେ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ଗୀତ “ଜହ୍ନ ଗୋଟେ ମିଠା ବିସ୍କୁଟ”…
ଭୁବନେଶ୍ବର: ଆମ ଟିଭି ମ୍ୟୁଜିକ୍ ର “ଜହ୍ନ ଗୋଟେ ମିଠା ବିସ୍କୁଟ” ସୁଟିଂ ଚାଲିଛି। ଶିରିଡି ସାଇ ବାବା ମୁଭିଜ୍ ନିବେଦିତ ଆମ ଟିଭି ମ୍ୟୁଜିକ ପ୍ରଯୋଜିତ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ “ଜହ୍ନ ଗୋଟେ ମିଠା ବିସ୍କୁଟ” ଭୁବନେଶ୍ୱର ସ୍ଥିତ ଗିଫ୍ଟ ଇଞ୍ଜିନିୟରିଂ କଲେଜ ପରିସରରେ ସୁଟିଂ ଚାଲିଛି।
!-->!-->!-->…
ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣା : ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ବର: ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଆଜି ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ୨ ଜଣ ସରକାରୀ!-->!-->!-->…
କେନ୍ଦ୍ର ସରକାରର ବଡ ନିଷ୍ପତ୍ତି : ପ୍ରାୟ 8 ସପ୍ତାହ ସ୍ଥଗିତ ରହିଲା NEET PG ପରୀକ୍ଷା…
ନୂଆଦିଲ୍ଲୀ: NEET PG ପରୀକ୍ଷାକୁ ନେଇ ସରକାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, NEET PG 2022 ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ 6 ରୁ 8 ସପ୍ତାହ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ଏହି ପରୀକ୍ଷା ମାର୍ଚ୍ଚ 12 ତାରିଖରେ!-->…
କୁଡ଼ମୁଲଗୁମା : ମୋଟର ଗାଡି ଯା°ଚ ସମୟରେ ଧରାପଡିଲା ଗଞେଇ ଚୋର…
ମାଲକାନଗିରି : କୁଡୁମୁଲୁଗୁମ୍ମା ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ମୋଟର ଗାଡି ଯା°ଚ ସମୟରେ ଦୁଇ ଜଣ ଗଞେଇ ଚୋରକୁ ଧରିଛି କୁଡୁମୁଲୁଗୁମ୍ମା ପୋଲିସ । ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା°କ ନେତୃତ୍ୱରେ ଏକ ଟିମ ରାଜରାସ୍ତା ରେ ଗାଡି ମୋଟର ଯା°ଚ କରୁଥିବା ସମୟରେ ଏକ ହିରୋ!-->…
ଅସଦୁଦ୍ଦିନ ଓୱାଇସିଙ୍କ ବଡ ଅଭିଯୋଗ : କାର ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ…
ଲକ୍ଷ୍ନୌ: ଅଲ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦାବି କରିଛନ୍ତି ଯେ, ମେରଠରୁ ଫେରୁଥିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ଚଳାଯାଇଛି। ଗାଡିରେ ଲାଗିଥିବା ଗୁଳି ଚିହ୍ନକୁ ସାର୍ବଜନୀନ କରି ସେ କହିଛନ୍ତି ଯେ, କିଛି ସମୟ ପରେ ମୋ ଗାଡି!-->…
“ଭବିଷ୍ୟତରେ ସଂଘର୍ଷର ଟ୍ରେଲର ଦେଖାଯାଉଛି”: ଚୀନ୍ ଏବଂ ପାକିସ୍ଥାନକୁ ନେଇ କହିଲେ ସେନା ମୁଖ୍ୟ…
ନୂଆଦିଲ୍ଲୀ: ଭାରତ ପୂର୍ବରୁ ଚୀନ୍ ଏବଂ ପାକିସ୍ତାନ ଦ୍ଵାରା ସୃଷ୍ଟି ହୋଇଥିବା ସୁରକ୍ଷା ଆହ୍ଵାନ ଉପରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରଭନେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏଥିରେ ଆମର ପ୍ରତିପକ୍ଷଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର କିଛି ଟ୍ରେଲର ଆମେ ଦେଖୁଛୁ। ଏବଂ ଆମର ବିରୋଧୀ!-->…
ଏଥର କେଉଁଠାରେ ଅନୁଷ୍ଠିତ ହେବ ଆଇପିଏଲ୍ ମ୍ୟାଚ୍..? : ଗାଙ୍ଗୁଲି ନେଲେ ଏହି ୨ ଟି ସହରର ନାମ…
ନୂଆଦିଲ୍ଲୀ: ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ନିଶ୍ଚିତ କରିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୫ ତମ ସଂସ୍କରଣ ଏଥର ଭାରତରେ ଅନୁଷ୍ଠିତ ହେବ। ସେ ଦୁଇଟି ସହରର ନାମ ମଧ୍ୟ ଦେଇଛନ୍ତି। ଯେଉଁଠାରେ ଆଇପିଏଲର ସମସ୍ତ ଲିଗ୍ ରାଉଣ୍ଡ ମ୍ୟାଚ୍ ଯୋଜନା କରାଯାଉଛି।
‘ସ୍ପୋର୍ଟଷ୍ଟାର୍’କୁ!-->!-->!-->…
ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ ଅନ୍ୟାନ୍ୟ ଜିନିଷ!-->…
ଗିନିଜ ରେକର୍ଡ଼ଧାରୀ ଓଡ଼ିଆପୁଅ ସଚିନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରିଡ଼ାମନ୍ତ୍ରୀ ତୁଷାରକାନ୍ତି…
ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍!-->…