Sign in
Sign in
Recover your password.
A password will be e-mailed to you.
ବାଲେଶ୍ବରର ୪ଟି ବ୍ଲକରେ ବନ୍ୟା ଲାଗି ସ୍କୁଲ ଛୁଟି ଘୋଷଣା
ବାଲେଶ୍ୱର: ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି । ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ରହିଛି । ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ!-->…
ପେଟ୍ରୋଲ୍ ଢାଳି ନିଆଁ ଲଗାଇ ସ୍ବାମୀ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ ଅଘଟଣ। ସ୍ବାମୀ ସ୍ତ୍ରୀ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ ଅଜଣା ଲୋକ। ନିଆଁରେ ପୋଡି ହୋଇ ଉଭୟ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲ୍ ରେ ଭର୍ତି!-->…
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କୋରାପୁଟ: ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ଗତ ଦୁଇଦିନ ତଳେ ଜ୍ବର ହେବା ପରେ ଅସୁସ୍ଥ ଅନୁଭବ କରିଥିଲେ କମଳା । କିନ୍ତୁ ସୋମବାର ସକାଳ ଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ପରେ ପରିବାର ତରଫରୁ ସ୍ଥାନୀୟ ଏଏନଏମ ଦିଦିଙ୍କୁ ଯୋଗାଯୋଗ କରାଯାଇଥିଲା ।
!-->!-->!-->…
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ..
ରସିକ ସରକାର // ଉମରକୋଟ ପ୍ରତିନିଧି
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ଭରଣ୍ଡୀ ପଞ୍ଚାୟତ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଲା, ସୂଚନା ଅନୁଯାୟୀ ବଡ଼ଭରଣ୍ଡି ଗ୍ରାମ ନିକଟରେ ଥିବା ଅଲେଖ ମହିମା ମନ୍ଦିର ପ୍ରାଙ୍ଗନରେ ଆଜି ସକାଳେ ନୂଆ ମନ୍ଦିର ଘର କାର୍ଯ୍ୟ!-->!-->!-->…
କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଫେରିଥିବା ଯୁବଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ବଣେଇ ଡ୍ରାଇଭର…
ରାଉରକେଲା,: (ବସନ୍ତ କୁମାର ଜେନା):ବଣାଇଁଗଡ ବସଷ୍ଟାଣ୍ଡ ପରିସରରେ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘ ତଥା ବଣାଇଁ ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହି ନୁରସୁଲତାନ କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଗୌରବ ଅର୍ଜନ ଆଣି ଥିବାରୁ ଯୁବଛାତ୍ରୀଙ୍କୁ ସ୍ୱାଗତ
ସମ୍ବର୍ଦ୍ଧନା!-->!-->!-->!-->!-->…
ଆସନ୍ତା ୨୫ ଓ ୨୬ ରେ ଗଞ୍ଜାମରେ ପେନସନ ଅଦାଲତ
ଛତ୍ରପୁର (୨୧/.୦୮) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଛତ୍ରପୁର ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ!-->…
ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ
ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ହଲ ଠାରେ ଦିବା ୧୧ ଘଣ୍ଟl ସମୟରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଆସିଥିବା ଅତିଥି ମାନେ ଜଗନ୍ନlଥଙ୍କ ପାଖରେ ଦ୍ୱୀପ ପ୍ରଜ୍ୱଳନ୍ନ କରି ଭାଷଣ ଆରମ୍ଭ କରିଥିଲେ l ଉପସ୍ଥିତ ଥିବା!-->…
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚାପା ଉତ୍ତେଜନା
ବ୍ରହ୍ମପୁର : ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚାପା ଉତ୍ତେଜନା । ମୃତକ ହେଲେ ୧୨ ବର୍ଷିୟା ଏସ.ଅଭିରାମ । ଗଞ୍ଜାମ ଜିଲ୍ଲା ବଡ ଆର୍ଯ୍ୟପଲ୍ଲୀର ଏସ.ବାଲାରାଜୁଙ୍କ ୧୦ ବର୍ଷିୟା ପୁଅ ଏସ.ଅଭିରାମଙ୍କୁ ଝାଡା ହେବା ଫଳରେ ସ୍ବାସ୍ଥ୍ୟ ଖରାପ ହୋଇଥିଲା ।!-->…
ଏବେବି ଧାନରୋପା ଭୁଲି ନାହାନ୍ତି ଜିଲା ପରିଷଦ ଅଧକ୍ଷା
ଚିତ୍ରକୋଣ୍ଡା (୨୧/୦୮) : ମଣିଷ ଯେତେ ଉପରକୁ ଉଠୁ ପଛେ ନିଜ ମାଟି, ବୃତ୍ତି ଓ ପରମ୍ପରା ସଂକୃତି କୁ କେବେ ଭୁଲି ନଥାଏ l ସେଇଭଳି ଜଣେ ରାଜନେତା ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ l ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଗ୍ରାମର ସେ ଜଣେ ଚାଷୀ ପରିବାର ର!-->!-->!-->…
ସିଂ ଟାଇକାଣ୍ଡୋ ଏକାଡେମୀରୁ ୩ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଫୁଲବାଣୀ : ଓଡିଶା ଟାଇକାଣ୍ଡୋ ରାଜ୍ୟ ଚମ୍ପିୟାନସିପ, ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲ୍ ଠାରେ ଆୟୋଜିତ ହୋଇଥିବା ଟାଇକାଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ର ସିଂ ଟାଇକାଣ୍ଡୋ ଏକାଡେମୀରୁ ୩ ଜଣ ଛାତ୍ରଛାତ୍ରୀ ଯଥା ମହାତ୍ମା ସାହାଣୀ, ରୁପାଲି ନାୟକ ଏବଂ ସ୍ୱସ୍ତିକ୍ ସାହୁ ଭାଗ ନେଇଥିଲେ । ୩!-->…