କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଫେରିଥିବା ଯୁବଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ବଣେଇ ଡ୍ରାଇଭର…

ରାଉରକେଲା,: (ବସନ୍ତ କୁମାର ଜେନା):ବଣାଇଁଗଡ ବସଷ୍ଟାଣ୍ଡ ପରିସରରେ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘ ତଥା ବଣାଇଁ ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହି ନୁରସୁଲତାନ କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଗୌରବ ଅର୍ଜନ ଆଣି ଥିବାରୁ ଯୁବଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆସନ୍ତା ୨୫ ଓ ୨୬ ରେ  ଗଞ୍ଜାମରେ ପେନସନ ଅଦାଲତ

ଛତ୍ରପୁର (୨୧/.୦୮) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ  ପ୍ରଧାନ ମହଲେଖାକାର (ଲେଖା ଓ ହକଦାରୀ)ଙ୍କ ସହଯୋଗରେ ଛତ୍ରପୁର ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ବକେୟା ଅବସରକାଳୀନ

ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ହଲ ଠାରେ ଦିବା ୧୧ ଘଣ୍ଟl ସମୟରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟସ୍ତରୀୟ କର୍ମଚାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ଆସିଥିବା ଅତିଥି ମାନେ ଜଗନ୍ନlଥଙ୍କ ପାଖରେ ଦ୍ୱୀପ ପ୍ରଜ୍ୱଳନ୍ନ କରି ଭାଷଣ ଆରମ୍ଭ କରିଥିଲେ l ଉପସ୍ଥିତ ଥିବା

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚାପା ଉତ୍ତେଜନା

ବ୍ରହ୍ମପୁର : ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚାପା ଉତ୍ତେଜନା । ମୃତକ ହେଲେ ୧୨ ବର୍ଷିୟା ଏସ.ଅଭିରାମ । ଗଞ୍ଜାମ ଜିଲ୍ଲା ବଡ ଆର୍ଯ୍ୟପଲ୍ଲୀର ଏସ.ବାଲାରାଜୁଙ୍କ ୧୦ ବର୍ଷିୟା ପୁଅ ଏସ.ଅଭିରାମଙ୍କୁ ଝାଡା ହେବା ଫଳରେ ସ୍ବାସ୍ଥ୍ୟ ଖରାପ ହୋଇଥିଲା ।

ଏବେବି ଧାନରୋପା ଭୁଲି ନାହାନ୍ତି ଜିଲା ପରିଷଦ ଅଧକ୍ଷା

ଚିତ୍ରକୋଣ୍ଡା (୨୧/୦୮) : ମଣିଷ ଯେତେ ଉପରକୁ ଉଠୁ ପଛେ ନିଜ ମାଟି, ବୃତ୍ତି ଓ ପରମ୍ପରା ସଂକୃତି କୁ କେବେ ଭୁଲି ନଥାଏ l ସେଇଭଳି ଜଣେ ରାଜନେତା ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ l ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଗ୍ରାମର ସେ ଜଣେ ଚାଷୀ ପରିବାର ର

ସିଂ ଟାଇକାଣ୍ଡୋ ଏକାଡେମୀରୁ ୩ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଫୁଲବାଣୀ : ଓଡିଶା ଟାଇକାଣ୍ଡୋ ରାଜ୍ୟ ଚମ୍ପିୟାନସିପ, ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲ୍ ଠାରେ ଆୟୋଜିତ ହୋଇଥିବା ଟାଇକାଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ର ସିଂ ଟାଇକାଣ୍ଡୋ ଏକାଡେମୀରୁ ୩ ଜଣ ଛାତ୍ରଛାତ୍ରୀ ଯଥା ମହାତ୍ମା ସାହାଣୀ, ରୁପାଲି ନାୟକ ଏବଂ ସ୍ୱସ୍ତିକ୍ ସାହୁ ଭାଗ ନେଇଥିଲେ । ୩

ରଘୁନାଥପୁର ଛକ ନିକଟରେ ବାଇକ ଓ ଟ୍ରକ ଧକ୍କା : ୩ ଗୁରୁତର

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକ ନିକଟ ଜାତୀୟ ରାଜପଥରେ ଏକ ଟ୍ରକ କୁ ଧକ୍କା ଦେଲା ବାଇକ l ଫଳରେ ବାଇକ ରେ ବସିଥିବା 3 ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର 3 ଜଣ ଯୁବକ ଙ୍କ ପରିଚୟ ମିଳିନଥିବା ବେଳେ ଟ୍ରକ ଟି ଘଟଣା ସ୍ତଳରୁ ଚାଲିଯାଇଥିବା ସୂଚନା ମିଳିଛି l

ବ୍ଳକ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ହିଂଜିଳିକାଟୁ ୨୧ା୮ : ହିଂଜିଳିକାଟୁ ବ୍ଳକର ୪ଜଣ ବରିଷ୍ଠ କିରାଣୀ ଦିବାକର ପୂଜାରୀ, ଗୋପାଳ ରେଡ଼ି, ସୁଜିତ ସାହୁ, ଜଗନ୍ନାଥ ପାଢ଼ି , ୨ସହକାରୀ କନିଷ୍ଠ ଯନ୍ତ୍ରୀ ସୀମାଂଚଳ ଦାଶ, ସୁଶୀଳ ପଣ୍ଡା ଓ ୯ ପଂଚାୟତ କାର୍ଯ୍ୟକାରିଣୀ ଅଧିକାରୀଙ୍କୁ ଅନ୍ୟ ବ୍ଳକକୁ ବଦଳି ହୋଇଛି । ଏହି ପରିପ୍ରେକ୍ଷୀରେ

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଦାରିଙ୍ଗବାଡ଼ି (୨୧/୮) : ଦାରିଙ୍ଗବାଡ଼ି ବଜାରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ କ୍ରମେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଦିନ କୁ ଦିନ ସମସ୍ତ ଦ୍ରବ୍ୟର ଅହେତୁକ ଭାବେ

ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରିବା ଏବଂ କରାଇବା ପଡିଲା ମହଙ୍ଗା : ତିନି ଯୁବକ ଗିରଫ

ବ୍ରହ୍ମପୁର : ସେନାରେ ଭର୍ତ୍ତି ହେବା ପାଇଁ ଜାଲ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗ ରେ ଗୋପାଳପୁର ଥାନା ପୋଲିସ ତିନି ଜଣ କୁ ଗିରଫ କରିଛି l ସେମାନେ ହେଲେ ଗୋଳନ୍ଥରା ଥାନା ଅଧୀନରେ ଥିବା ସୁଭାନୀ ଗ୍ରାମ ର ବୋରା ଲୋକେଶ , ବୋରା ଉମାପତି ରେଡି ଏବଂ ଜାଲ ପ୍ରମାଣ ପତ୍ର ତିଆରି କରୁଥିବା ଦୋକାନୀ