Sign in
Sign in
Recover your password.
A password will be e-mailed to you.
ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ିଲା
ମୁମ୍ବାଇ: ମୁମ୍ବାଇର ପତ୍ର ଚଲ୍ ଦୁର୍ନୀତ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ମିଆଦ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଗଷ୍ଟ ପହିଲାରେ!-->…
IOBରେ ବଡ ଧରଣର ଠକେଇ, ୮୦ଲକ୍ଷ ଟଙ୍କା ହଡପ ଅଭିଯୋଗରେ କ୍ୟାସିୟର ଗିରଫ
ଜୟପୁର: କୋରାପୁଟ ବୈପାରୀଗୁଡା ସ୍ଥିତ ଆଇଓବି ଶାଖାରେ ବଡ ଧରଣର ଠକେଇ । ଚଞ୍ଚକତା କରି ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡପ କରିନେଲେ ସେହି ବ୍ୟାଙ୍କର କ୍ୟାସିୟର । ଅଭିଯୁକ୍ତ କ୍ୟାସିୟର ସନ୍ତୋଷ କୁମାର ଦୋରା ବୈପାରୀଗୁଡା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ପୋଲିସ ଓ ସ୍ବତନ୍ତ୍ର ଅଡିଟ୍ ଟିମ୍!-->…
ଜୁନିଅର ଏନଟିଆରଙ୍କୁ ଶାହ ଭେଟିବା ପରେ ତେଲେଙ୍ଗାନା ରାଜନୀତିରେ କମ୍ପନ
ବିଶାଖାପାଟଣା :କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ରାତିରେ ହାଇଦ୍ରାବାଦର ଏକ ହୋଟେଲରେ ଟଲିଉଡ ତାରକା ଜୁନିଅର ଏନଟିଆରଙ୍କୁ ଭେଟିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ରାଜମୌଲିଙ୍କ ଦ୍ଵାରା ନିର୍ଦ୍ଦେଶିତ ‘RRR’ ସିନେମାରେ ଜୁନିଅର ଏନଟିଆରଙ୍କ ଅଭିନୟ!-->…
ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ
ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ବଢି ପାଣି କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ଥିବା ବିପନ୍ନଙ୍କୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।!-->…
ଦବିଗଲା ଓଡ଼ିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପୋଲ
ରାଉରକେଲା: ଦବିଗଲା ଓଡିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପୋଲ । କୋଏଲ ନଦୀ ଉପରେ ଝାଡ଼ଖଣ୍ଡର ମନୋହରପୁର ନିକଟ ଦାନାପାଲି ପୋଲ ଦବି ଯାଇଥିବା ଜଣାପଡ଼ିଛି । ଫଳରେ ଦୁଇ ରାଜ୍ୟ ମଧ୍ୟରେ ଯାତାୟତରେ ବିଧା ସୃଷ୍ଟି ହୋଇଛି । ଓଡ଼ିଶାର ରାଉରକେଲା ଓ ଝାଡ଼ଖଣ୍ଡର ମନୋହରପୁର ମଧ୍ୟରେ ଯାତାୟାତ ଏକ!-->…
ସାମ୍ବାଦିକଙ୍କୁ ଚପଲରେ ପିଟିଲେ ଯୁବତୀ
କଟକ: କଟକରେ ଵିଚ୍ ରାସ୍ତାରେ ସାମ୍ବାଦିକ ଓ ଯୁଵତୀ ପିଟାପିଟି । ଷ୍ଟାଡିୟମ ନିକଟରେ ଥିବା ସିଡିଏମ୍ଓ ଅଫିସ ନିକଟରେ ଜନୈକ ଯୁଵତୀ ଅକ୍ଷୟ ଦାସ ନାମକ ଜଣେ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି।
ଖବର ଅନୁଯାୟୀ, ସାମ୍ବାଦିକ ଜଣକ ଦୀର୍ଘ ଵର୍ଷ ହେଵ ଏହି ଯୁଵତୀଙ୍କୁ ମିଡିଆରେ ଚାକିରୀ କରାଇଦେଵା!-->!-->!-->…
ଅଣକଶ୍ମୀରଙ୍କୁ ଭୋଟ ଦେବା ପ୍ରସଙ୍ଗରେ ବିରୋଧୀ ଦଳ ଏକାଠି
ଜମ୍ମୁ: କଶ୍ମୀରରେ ଅଣକଶ୍ମୀରୀମାନଙ୍କୁ ଭୋଟ ଦେବା ପ୍ରସଙ୍ଗରେ ଆଜି ବିରୋଧୀ ଦଳ ଏକାଠି ହୋଇଥିଲେ । ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସମେତ ଆହୁରି ଅନେକ ଦଲରେ ନେତା ମଧ୍ୟ ସାମିଲ ହୋଇଥିଲେ । ସେପ୍ଟେମ୍ବରରେ ଆମେ ଜମ୍ମୁ କାଶ୍ମୀରକୁ!-->…
ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର : ଜଳ ସମ୍ପଦ ମନ୍ତ୍ରୀ
ଭୁବନେଶ୍ବର : ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର ରହିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ ୮ ଘଣ୍ଟା ହେବ ନଦୀରେ ବନ୍ୟାଜଳ ସ୍ଥିର ରହିଛି । ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ!-->…
ମୁଖ୍ୟସ୍ରୋତକୁ ଫେରିଲେ୧୫୦ରୁ ଅଧିକ ମାଓ ସମର୍ଥକ, ଭାଙ୍ଗିଲେ ନକ୍ସଲ ସହିଦ ସ୍ମୃତି ସ୍ତମ୍ଭ
ଚିତ୍ରକୋଣ୍ଡା: ନକ୍ସଲଙ୍କ ହାତ ଛାଡ଼ି ବିକାଶ ଓ ପ୍ରଗତିକୁ ବାଛିଲେ ସ୍ୱାଭିମାନ ଅଞ୍ଚଳବାସୀ। ଜଣେ କି ଦୁଇ ଜଣ ନୁହେଁ ଦେଢ଼ ଶହରୁ ଅଧିକ ମିଲିସିଆ ଅର୍ଥାତ ମାଓ ସମର୍ଥକ ଆଜି ମୁଖ୍ୟସ୍ରୋତକୁ ଫେରିଛନ୍ତି। ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରିଛନ୍ତି, ଆଉ ଶପଥ ବି ନେଇଛନ୍ତି, ଆଉ କେବେ ବି ପଛକୁ!-->…
ମଦ୍ୟପ ସାଙ୍ଗଙ୍କ ଉନ୍ମତ୍ତ କାଣ୍ଡ: ନିଶାରେ ବ୍ଯକ୍ତିଙ୍କ ମଳଦ୍ଵାରରେ ଭର୍ତ୍ତି କରିଦେଲେ ଷ୍ଟିଲ ଗ୍ଲାସ୍
ବ୍ରହ୍ମପୁର: ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ସୁରତରେ କିଛି ମଦ୍ୟପ ସାଙ୍ଗ ମାନେ ଜଣେ ବ୍ୟକ୍ତିଙ୍କ ମଳଦ୍ଵାର ଯୋଗେ ଷ୍ଟିଲ ଗ୍ଲାସକୁ ଶରୀର ଭିତରେ ଭର୍ତ୍ତି କରି ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ହେଲେ ବୁଗୁଡ଼ା ବାଲିପଦର!-->…