୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନାରେ ଜାରି କରାଯାଇଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ,

୧୫ ହଜାର ଲାଞ୍ଚ ନେଉଥିବା ବେଳେ ବିଏମସି ଟ୍ୟାକ୍ସ ଆଦାୟକାରୀ ଅଫିସର ଗିରଫ

ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ

ଭାରତରେ ହମଲା ମସୁଧା: ଆଇଏସ୍‌ ଆତଙ୍କୀକୁ ଧରିଲା ରୁଷ, ଟାର୍ଗେଟରେ ଥିଲେ ରାଜନେତା

ନୂଆଦିଲ୍ଲୀ: ଭାରତ ବିରୋଧରେ ଇସଲାମିକ ଷ୍ଟେଟ(ଆଇଏସ) କରୁଥିବା ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ରୁଷ। ଭାରତୀୟ ଜଣେ ବଡ଼ ରାଜନେତାଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମଲାର ଯୋଜନା କରୁଥିବା ଆଇଏସ ଆତଙ୍କୀକୁ ଧରିଛନ୍ତି ରୁଷ ସୁରକ୍ଷାକର୍ମୀ। ଏହି ଆତଙ୍କୀ ଜଣକ ରୁଷରୁ ଭାରତକୁ ଆସିବା ପାଇଁ ଉଦ୍ୟମ କରୁଥିବା

କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ହେବ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ବନ୍ୟା ହେଉ କିମ୍ବା ବାତ୍ୟା। ଏହିଭଳି ପରିସ୍ଥିତିରେ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇଥାଏ। କିଛି ବ୍ୟବସାୟୀ ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଅଭାବ ରହିଥିବା ଦର୍ଶାଇ ମନଇଚ୍ଛା ଦର ବୃଦ୍ଧି କରିଆସୁଛନ୍ତି। ଏହି କ୍ଷେତ୍ରରେ ଅଭିଯୋଗ ପାଇ ଜିଲ୍ଲା

ସିସୋଦିଆଙ୍କ ମଦ କାରବାର ଲିଙ୍କରେ କେସିଆର ଝିଅଙ୍କୁ ଟାଣିଲା ବିଜେପି

ହାଇଦ୍ରାବାଦ: ଅ‍ବକାରୀ ନୀତି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଈ ରେଡ୍‌ କରିଥିବା ବେଳେ ବିବାଦ ଘେରକୁ ଆସିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଧାନସଭା ପରିଷଦର ସଦସ୍ୟ କଭିଥା। ଦିଲ୍ଲୀ ଅବକାରୀ କାରବାର

ବିଏସ୍‌ଏଫ୍‌ ଆଇଜି ଅପରେଶନ୍‌ ସତୀଶ ଚନ୍ଦ୍ର ବୁଡାକୋଟିଙ୍କ କୋରାପୁଟ ଗସ୍ତ

କୋରାପୁଟ: ବିଏସ୍‌ଏଫ୍‌ ଆଇଜି ଅପରେଶନ୍‌ ସତୀଶ ଚନ୍ଦ୍ର ବୁଡାକୋଟି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟରେ ପହଞ୍ଚିଛନ୍ତି। ସେ ଆଇଜି ମଦନ ଲାଲ, ଡିଆଜି ବିଏସ୍‌ଏଫ୍‌ ସେକ୍ଟର କୋରାପୁଟଙ୍କ ସହ ବିଏସ୍‌ଏଫ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ପରେ କୋରାପୁଟ, କୁମ୍ବାରିପୁଟ,

ମନିଷ ସିସୋଦିଆ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ମାମଲାରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଚକିତ କଲା ଭଳି ବୟାନ ଦେଇଛନ୍ତି। ସିସୋଦିଆଙ୍କୁ ପ୍ରଶଂସା

IT ଟାୱାର ପରିଦର୍ଶନ କଲେ 5T ସଚିବ, ଅକ୍ଟୋବର ସୁଦ୍ଧା ନିର୍ମାଣ ଶେଷ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ନୂତନ ବିଏମସି ବିଲ୍ଡିଂ ଏବଂ ଓ' ହବ ପରିଦର୍ଶନ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5ଟି ସଚିବ ସତ୍ୟ ନଗରରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡ଼ିଂ ଓ 'ଓ' ହବ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଭୟ ପ୍ରକଳ୍ପର ଅଗ୍ରଗତି ଓ

ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ିଲା  

ମୁମ୍ବାଇ: ମୁମ୍ବାଇର ପତ୍ର ଚଲ୍ ଦୁର୍ନୀତ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ମିଆଦ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଗଷ୍ଟ ପହିଲାରେ

IOBରେ ବଡ ଧରଣର ଠକେଇ, ୮୦ଲକ୍ଷ ଟଙ୍କା ହଡପ ଅଭିଯୋଗରେ କ୍ୟାସିୟର ଗିରଫ

ଜୟପୁର: କୋରାପୁଟ ବୈପାରୀଗୁଡା ସ୍ଥିତ ଆଇଓବି ଶାଖାରେ ବଡ ଧରଣର ଠକେଇ । ଚଞ୍ଚକତା କରି ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡପ କରିନେଲେ ସେହି ବ୍ୟାଙ୍କର କ୍ୟାସିୟର । ଅଭିଯୁକ୍ତ କ୍ୟାସିୟର ସନ୍ତୋଷ କୁମାର ଦୋରା ବୈପାରୀଗୁଡା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ପୋଲିସ ଓ ସ୍ବତନ୍ତ୍ର ଅଡିଟ୍ ଟିମ୍