ବ୍ରହ୍ମପୁରବାସୀ ଙ୍କୁ ସତର୍କ ଘଣ୍ଟି : ସାଧୁବେଶରେ ବୁଲୁଛନ୍ତି ସନ୍ଦିଗ୍ଧ

ବ୍ରହ୍ମପୁର : ନାଗବାବା ବେଶଧାରୀ 7 ଜଣ ସନ୍ଦିଗ୍ଧ କୁ କାବୁ କଲେ ଅଞ୍ଚଳବାସୀ ଏବଂ ବଜରଙ୍ଗ ଦଳ ସଦସ୍ୟ। ଆଜି ପୂର୍ବାହ୍ନ ସମୟରେ ଗଜପତି ନଗର, ବିଦ୍ୟୁତ ପୁରୀ, ଜୟପ୍ରକାଶ ନଗର ଆଦି ଅଞ୍ଚଳରେ ବୁଲୁଥିଲା 7 ଜଣ ନାଗା ବେଶଧାରି ବ୍ୟକ୍ତିଙ୍କୁ କିଛି ଅଞ୍ଚଳ ବାସୀ ଦେଖିଥିଲେ।ସେଠାରେ ବଜରଙ୍ଗଦଳ

ବ୍ଲକର ବିଭିନ୍ନ ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

ଦାରିଙ୍ଗବାଡ଼ି(୨୨/୮) : ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିକରମାହା , ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଝିଝିରିଗୁଡ଼ା ଏବଂ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜି.

ଛତ୍ରପୁର ଥାନା ସମ୍ମୁଖରେ ବାଇକ ଦୁର୍ଘଟଣା

ଛତ୍ରପୁର : ଛତ୍ରପୁର ଥାନା ସମ୍ମୁଖ ରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ତିନିଜଣ ଯୁବକ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l l ଆହାତ ତିନିଜଣ ଜଣ ହେଲେ ଛତ୍ରପୁର ଅଂଚଳ ର ଶୁଭଙ୍କର ମିଶ୍ର, ଶୁଭଦୀପ ସାହୁ ଓ

ଦୁଇଶହ ପଞ୍ଚାନବେ ଜଣ ମିଲେସିଆ ଏବଂ ପାଞ୍ଚଶହ ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ମୁଖ୍ୟ ଶ୍ରୋତକୁ ଫେରିଲେ

ଚିତ୍ରକୋଣ୍ଡା (୨୨/୦୮) : ଆଜି ଓଡିଶା ପୁଲିସ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମ ରେ ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ଓ ଧୂଳିପୁଟ ପଞ୍ଚାୟତ ଅଂଚଳରୁ ଦୁଇ ଶହ ପଞ୍ଚାନବେ ଜଣ ମିଲେସିଆ ଏବଂ

ବାଲିଗୁଡା : ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବାଲିଗୁଡା ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ବାଲିଗୁଡା ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଶଶାଙ୍କ ଶେଖର ପାତ୍ର ଙ୍କୁ ଫୁଲ ତୋଡ଼ା ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ବାଲିଗୁଡା

ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି l ସକାଳୁ ସକାଳୁ ବାପା ବାଞ୍ଛା ମଲିକ , ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ଥ ଜଙ୍ଗଲକୁ ଶିଆଳି

କଲାଡି ଗ୍ରାମରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ସହରଠୁ ପ୍ରାୟ ୫ କିଲୋମିଟର ଦୂର କଲାଡି ଗ୍ରାମ ଅମିତ କହ୍ନର ବଗିଚାରେ ଏକ ୧୨ଫୁଟର ଅଜଗର ସାପ ପଶି ଆସିଥିବା ନେଇ କଲାଡି ଗ୍ରାମର ସଂଜୀବ କହ୍ନର ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଯୋଗାଯୋଗ କରିଥିଲେ। ସମୟ ନଷ୍ଟ ନ କରି ତୁରନ୍ତ ଟିମ ର ଆବାହକ

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବ୍ରହ୍ମପୁର( ୨୨/୦୮) : ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏହି ଜନ ଅଭିଯୋଗ ଶୁଣାଣୀରେ ଉପଖଣ୍ଡ ସ୍ତରୀୟର ସମୁଦାୟ ମୋଟ ୫୬ଗୋଟି

ଆରମ୍ଭ ହେଲା ପୋଖରୀ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ

ଫୁଲବାଣୀ (୨୨/୦୮) : ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୁରାତନ ପୋଖରୀ ଗୁଡିକର ଦୀର୍ଘ ଦିନ ହେଲା ଅଳିଆ ଆବର୍ଜନା ଓ ଦଳ ଆଦି ଭର୍ତ୍ତି

ପୁରୁଷ ବିଶ୍ୱକପ ହକି ୨୦୨୩ ପାଇଁ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ବୈଠକ ଆରମ୍ଭ କରିଛନ୍ତି । ୨୦୧୮ ହକି ବିଶ୍ୱକପରେ ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟଥର ପାଇଁ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ୨୦୧୭ରେ