ପାପରମେଟେଲା ଥାନା ଦ୍ଵାରା ବାଇକ ଚୋର ଗିରଫ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ଥାନା ଦ୍ଵାରା ଜଣେ ଅଭିଯୁକ୍ତ ଚୋର ଗିରଫ ହେବା ସହିତ କୋଟ ଚାଲାଣ ହୋଇଥିବା ସୂଚନା ମିଳିଛି l ପାପରମେଟେଲା ଥାନା ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଇଷ୍ଟ ଗୋଦାବରୀର ଚିଟି ମଣି ମହେଶ ଏକ ପଲସର ବାଇକ

ସାଂସଦ ଏବଂ ବିଧାୟକଙ୍କ ମାରାଥନ ଗସ୍ତ : ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ…

ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଭାଲୁକୋନାଡି ପଞ୍ଚାୟତ କସ୍ତୁରିଆପଡ଼ା ଠାରେ ବୁଢ଼ାରାଜା ମନ୍ଦିର ଓ କଲ୍ୟାଣ ମଣ୍ଡପ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ,ଚକଲାପଦର ଠାରେ ହଷ୍ଟେଲ ଛାତ୍ରାବାସ ଉଦଘାଟନ, ଚନ୍ଦନଧାରା ଠାରେ କଲ୍ୟାଣ ମଣ୍ଡପ,ବରପାଣି ଠାରେ ଠାକୁରାଣୀ

୧୩ଫୁଟର ଅଜଗର ଉଦ୍ଧାର

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଷ୍ଟାଫ କୁୱାଟର ପଛ ପଟୁ ଗଲାକାଲି ବିଳମ୍ବିତ ରାତି ଦଶ ଘଟିକା ସମୟରେ ଏକ ବିରାଟ ସାପ ଘର ପଛ ପଟୁ ଘର ଭିତରକୁ ଆସିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ କର୍ମଚାରୀ । ରହୁଥିବା ସ୍ୱାସ୍ଥ୍ୟ କର୍ମଚାରୀ

ଫିରିଙ୍ଗିଆରେ ଗୁଳିକାଣ୍ଡ, ଦୁଇ ଗୁରୁତର: ବଳଦ କିଣା ବିକାକୁ ନେଇ ଗୁଳି ମାଡ଼…

ଆଦିତ୍ୟ ତ୍ରିପାଠୀ // ଜିଲ୍ଲା ପ୍ରତିନିଧି ଫୁଲବାଣୀ ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି lଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଦୁଇଜଣ ହେଲେ ପ୍ରଭାସିନୀ ସାହାଣୀ, ଓ ଶୋଭାଜନ ସାହାଣୀ

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ତାଲିମ ଶିବିର

ନବରଙ୍ଗପୁର (୨୨.୦୮) : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ପଚିଶ ଜଣ ସଭ୍ୟସଭ୍ୟା ଙ୍କୁ ନେଇ ଆଶ୍ରୟସ୍ଥଳୀର ରକ୍ଷଣା ବେକ୍ଷଣ, ପରିଚାଳନା, ନଥିପତ୍ର ଲିଖନ ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର

ଅବହେଳିତ ଅବସ୍ଥାରେ ଆୟୁବୈଦିକ ମହାବିଦ୍ୟାଳୟ : ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଛାତ୍ର ସଂସଦ ସଦସ୍ୟ

ବ୍ରହ୍ମପୁର : ଆଙ୍କଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବୈଦିକ ମହାବିଦ୍ୟାୟରେ ରହିଥିବା ବିଭିନ୍ନ ସମସ୍ୟାକୁ ଛାତ୍ର ସଂସଦ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଦକ୍ଷିଣ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ରାହ୍ମଣୀଗାଁରେ କଂଗ୍ରେସର ବିକ୍ଷୋଭ

ଦାରିଙ୍ଗବାଡ଼ି,୨୨/୮: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଆଜି ହାଟବାର ଥିବାରୁ କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ସଚେତନତା ସଭାର ଆୟୋଜନ କରାଯାଇ ଥିଲା। ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି

ସମାଜସେବୀ ବଂଶୀଧର ଭୂୟାଁଙ୍କ ଜନ୍ମଦିନରେ ବକ୍ତୃତା ପ୍ରତିଯୋଗିତା

ବ୍ରହ୍ମପୁର(22/8) : ବିଶିଷ୍ଟ ସମାଜସେବୀ ବଂଶୀଧର ଭୂୟାଁ ଙ୍କ 80ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଆଜି ଗୋକୁଳ ଧାମ ଠାରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଭୂମିକା ଶୀର୍ଷକ ଏହି ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ଓଁ ହାସ୍ୟ କ୍ଲବ ର

ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିମର ଚିକିଟି ଗସ୍ତ

ଚିକିଟି : ଗଂଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଟିମର ତିନିଜଣିଆ ଟିମ ସୋମବାର ଚିକିଟି ବ୍ଲକ ଗସ୍ତ କରି ବ୍ଲକର ତିନୋଟି ବିଦ୍ୟାଳୟ ଗସ୍ତ କରିଛନ୍ତି। ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟି ପେଣ୍ଠ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରବାଲୁଆ ଏବଂ ପ୍ରାଥମିକ

ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳାବ୍ୟାଚ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଲା

କନ୍ଧମାଳ : ଓଡ଼ିଶାରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଓ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସମୟକୁ ପଦୋନ୍ନତି, ବର୍ଦ୍ଧିତ ଦରମା, ବରିଷ୍ଠତାରେ ଗଣନା କରିବା ଦାବିରେ ଦିର୍ଘ ୬ ଦିନ ଧରି ସାରା ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ