ନକଲି ଫେସବୁକ ଏକାଉଣ୍ଟ ଖୋଲି ମହିଳାଙ୍କୁ ବ୍ଲାକମେଲିଙ୍ଗ : ସାଇବର ଥାନା ଦ୍ଵାରା ବନ୍ଧା ହେଲା ଅଭିଯୁକ୍ତ…

ବ୍ରହ୍ମପୁର : ଜୈନିକ ମହିଳାଙ୍କ ନାମରେ ନକଲି ଫେସବୁକ ଏକାଉଣ୍ଟ ଖୋଲି ଆପତ୍ତି ଜନକ ସନ୍ଦେଶ ପଠାଇ ବନ୍ଧା ହେଲେ ଯୁବକ। ସୂଚନା ଥାଉକି ଅନନ୍ତ ନଗରର ଜନୈକା ବିବାହିତ ମହିଳାଙ୍କ ନକଲି ଫେସ୍ ବୁକ୍ ଏକାଉଣ୍ଟ ମାଧ୍ୟମରେ କେହି ଜଣେ ଦୁର୍ବୃତ ଆପତିଜନକ ସନ୍ଦେଶ ପ୍ରେରଣ କରିଥିବା ନେଇ ଗତ ମେ ମାସ

ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ସନ୍ଦେହରେ ପରିବାରର ୫ ଜଣ ଥାନାରେ ଅଟକ

ଦେବଗଡ: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ହତ୍ୟାକାଣ୍ଡ। କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ। ମୃତ ହୃଦାନନ୍ଦଙ୍କ ରକ୍ତାକ୍ତ

ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ବିଧାନସଭାରେ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ବର: ମୋହନ ମାଝିଙ୍କୁ ମିଳିଲା ନୁଆ ଦାୟିତ୍ୱ । ବିଜେପି ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ବିଧାନସଭାରେ ମିଳିଛି ନୂଆ ଦାୟିତ୍ୱ । ବିଧାନସଭା ପବ୍ଲିକ୍ ଆକାଊଣ୍ଟସ୍ କମିଟିର ଅଧ୍ୟକ୍ଷ ଭାବେ ମୋହନ ମାଝିଙ୍କୁ ନିଯୁକ୍ତି ମିଳିଛି । ମୋହନ ଚରଣ ମାଝୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ

ଅଖିଳେଶ ଚାହିଁଲେ ୧୫ ଦିନ ମଧ୍ୟରେ ଭାଙ୍ଗିଯିବ ଯୋଗୀ ସରକାର: ସପା ନେତା

ଲଖନଉ: ସପା(ସମାଜବାଦୀ ପାର୍ଟି) ଅଧ୍ୟକ୍ଷ ଅଖିଳେଶ ଯାଦବ ଚାହିଁଲେ ୧୫ ଦିନ ମଧ୍ୟରେ ଯୋଗୀ ସରକାର ଭାଙ୍ଗିଯିବ | କାରଣ ଯୋଗୀଙ୍କୁ ନେଇ ୧୫୦ ଜଣ ବିଧାୟକ ନାରାଜ ଅଛନ୍ତି | ସମାଜବାଦୀ ପାର୍ଟିର ନେତା ତଥା ଅଖିଳେଶ ଯାଦବ ସରକାରରେ ମନ୍ତ୍ରୀ ଥିବା ନାରଦ ରାୟ କିଛି ଏଭଳି କହିଛନ୍ତି | ପୂର୍ବତନ

୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା , ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଠାରୁ ବଢିବ ରାଜ୍ୟରେ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡିଶା ହେବ ପ୍ରଭାବିତ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରୀ କରାଯାଇଛି । ଭଦ୍ରକ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର

ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର ବନ୍ୟାଜଳ ଘେରରେ ରହିଥିବା ପରିବାରମାନଙ୍କୁ ମଙ୍ଗଳବାର ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସୁବାସ

ଗିରଫ ପରେ ବିଧାୟକ ରାଜାଙ୍କୁ ନିଲମ୍ବିତ କଲା ବିଜେପି

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କ ଅଭଦ୍ର ଟିପ୍ପଣୀ କରି ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି। ଆଜି ସକାଳେ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାର କିଛି ଘଣ୍ଟା ପରେ ବିଜେପି ତାଙ୍କୁ ନିଲମ୍ବିତ କରିଛି। ଏଥିସହ କାହିଁକି ତାଙ୍କୁ

ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଜିତଙ୍କୁ ୧୫ଥର କଲ୍‌ କରିଥିଲେ ଶ୍ୱେତା

ଭୁବନେଶ୍ବର: ଲେଡି ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ସୁଇସାଇଡ ସସପେନ୍‌ସ ଭିନ୍ନ ମୋଡ଼ ନେଇଛି । ପୋଲିସ ସ୍କାନରରେ ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ର । ମୃତ୍ୟୁର ଅଧଘଣ୍ଟାଏ ପୂର୍ବରୁ ସେ ସୌମ୍ୟଜିତଙ୍କୁ ୧୫ ଥର କଲ୍‌ କରିଥିଲେ । ରାତି ସାଢ଼େ ଗୋଟାଏ ଶେଷ ଫୋନ୍‌ କଲ୍‌ ଥିଲା

ଘରେ ଶୋଇଥିବା ବେଳେ କାନ୍ଥ ପଡି ଦୁଇ ଶିଶୁ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗ୍ରାମରେ ଅଘଟଣ କାନ୍ଥ ପଡ଼ି ଦୁଇ ଶିଶୁ ମୃତ । ଘରେ ଶୋଇଥିବା ବେଳେ କାନ୍ଥ ପଡିଯିବାରୁ ଭାଇ ଭଉଣୀ ମୃତ । ଉଦଳା ଡାକ୍ତରଖାନାରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ରାଇଡାହୀ ଗ୍ରାମର ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ

ନୀତୀଶ କୁମାରଙ୍କ ସହ ମନ୍ଦିରରେ ପଶିଲେ ଅଣହିନ୍ଦୁ ମନ୍ତ୍ରୀ, କ୍ଷମା ମାଗିବାକୁ କହିଲା ବିଜେପି

ପାଟନା: ଜଣେ ଅଣହିନ୍ଦୁ ମନ୍ତ୍ରୀଙ୍କ ସହ ମନ୍ଦିରକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନା ବେଳେ ଅଣହିନ୍ଦୁ ମନ୍ତ୍ରୀ ଜଣଙ୍କ ନୀତୀଶ କୁମାରଙ୍କ ପାଖରେ ରହିଥିବା ଫଟୋ ସାମ୍ନାକୁ ଆସିଛି। ତେବେ ଏପରି କରି ନୀତୀଶ କୁମାର ହିନ୍ଦୁ ଲୋକମାନଙ୍କ