ପୁଣି ସଭାପତି ପଦ ହାତେଇଲେ ବିଷ୍ଣୁ ମଲ୍ଲିକ ଓ ସୁନିଲ ସେଠୀ

ଫୁଲବାଣୀ (୨୩ /୦୮) : କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଛାତ୍ରନେତା ସୁନୀଲ ସେଠୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ରାଜ୍ୟ ଛାତ୍ର ବିଜୁ ଜନତା ଦଳ ସଭାପତି ସୁପାରିଶ ସାଙ୍ଗକୁ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ

ବିଏଚପି ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ -(୨୩/୦୮) : ମଙ୍ଗଳବାର ଫୁଲବାଣୀ ସଭାଗୃହ ଠାରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ୱତୀଙ୍କ ଚଉଦ ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ସକାଳେ ଏକ ବାଇକ ରାଲି ଅନୂଷ୍ଠିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଭାରେ

ଅହିଂସା ରଥକୁ ଭଵ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ : ଅହିଂସା ରଥକୁ ପୂର୍ବାହ୍ନ ୧୦ଟା ବେଳେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବାଣୀଗୋଛା ଠାରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଠାରୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଗ୍ରହଣ କଲା। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଠାରେ ରଥକୁ କନ୍ଧମାଳ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା

ବ୍ରହ୍ମପୁରର ବିଭିନ୍ନ ସମସ୍ୟାକୁ ନେଇ ବିଏମସିକୁ ଘେରିଲା ବିଜେପି

ବ୍ରହ୍ମପୁର : ଅବ୍ୟବସ୍ଥା ଭିତରେ ଘେରି ହୋଇ ରହିଥିବା ବ୍ରହ୍ମପୁର ମହାନଗରର ବିକାଶ ମୋ'ର ଦାୟୀତ୍ୱ କହୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ଏଠାରେ ଫେଲ୍ ମାରିଛି । ଏହି ସହରର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ । ବିଡ଼ମ୍ୱନାର ବିଷୟ ଆଜି

ଜାତୀୟ ଓପେନ କରାଟେ ପ୍ରତିଯୋଗିତାରେ ବଡ଼ ସଫଳତା

ମାଲକାନଗିରି : ଆନ୍ଧ୍ରପ୍ରଦେଶର ବିଶଖାପାଟନମର ରାଜୀବ ଗାନ୍ଧୀ ଇନଣ୍ଡୋର ଷ୍ଟାଡିୟମରେ ଶେଷ ହୋଇଥିବା ଜାତୀୟ କରାଟେ ଚାମ୍ପିଅନସିପ 2022ରେ ଚମକିଲେ ଓଡିଶା ଛତିଶଗଡ ଟିମ l ଓଡିଶା କେନିୟୁ ରିୟୁର ମୁଖ୍ୟ ପ୍ରଶିକ୍ଷକ ସିହାନ ଭିକି ସାର ଓ ଛତିଶଗଡ କେନିୟୁ ରିୟୁର ମୁଖ୍ୟ ପ୍ରଶିକ୍ଷକ ବସନ୍ତ କୁମାର

କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ:- ଆଜି କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଫୁଲବାଣୀ ପୌରପରିସଦର ୯ ନମ୍ବର ୱାର୍ଡର କେ ବି ହିଷ୍ଟି କଲେଜ କ୍ୟାମ୍ପସ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଭିନ୍ନ କିସମର ୨୫ଟି ଵୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା

ଫୋନ ବ୍ୟାଙ୍କିଙ୍ଗ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୈତ୍ରୀବିହାରରେ ଆଇସିଆଇସିଆଇ ବ୍ୟାଙ୍କର ଷ୍ଟେଟ ଅଫ ଦ ଆର୍ଟ ଫୋନ ବ୍ୟାଙ୍କିଙ୍ଗ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେଣ୍ଟରରେ ୧୨୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିରୁ ୬୦% ମହିଳା ରହିବେ । ଏହି ବ୍ୟାଙ୍କ କୃତ୍ରିମ ବୁଦ୍ଧିମତ୍ତା ଏବଂ

କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌କୁ ମିଳିଲା ଅନୁମୋଦନ

ଭୁବନେଶ୍ବର/କେନ୍ଦୁଝର: କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌ ପାଇଁ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ ( ନ୍ୟାସନାଲ୍ ମେଡିକାଲ୍ କମିସନ୍) ଅନୁମୋଦନ ଦେଇଛନ୍ତି। ଏ ନେଇ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମେଡିକାଲ କଲେଜ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ

ଯୁକ୍ତ ୨ରେ ହେବ ତ୍ରୟମାସିକ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ୨ରେ ତ୍ରୟମାସିକ ପରୀକ୍ଷା ହେବ । ରାଜ୍ୟରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେଣୁ ପ୍ରତି ତିନି ମାସରେ ପରୀକ୍ଷା ହେବ। ହାଇୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ଏହି ପରୀକ୍ଷା କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ

ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ

ପୁରୀ: ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବନ୍ୟାଜଳ ଘେରରେ ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ପାଖରେ ପହଞ୍ଚି ରିଲିଫ ବାଣ୍ଟିଛନ୍ତି ବିଧାୟକ । ଆଜି ସକାଳେ ପୁରୀ କୃଷ୍ଣପୁର ପଞ୍ଚାୟତରେ ବିଜେପିର ଜାତୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ