ଭକ୍ତଙ୍କ ଗହଣରେ ଗଣେଶ ପୂଜା, ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀ

ଭୁବନେଶ୍ୱର: ଏଥର ଭକ୍ତଙ୍କ ଗହଣରେ ହେବ ଗଣେଶ ପୂଜା। ପରଦା ଆଢୁଆଳରେ ନୁହେଁ ବରଂ ଠାକୁରଙ୍କୁ ସିଧାସଳଖ ଦର୍ଶନ କରିପାରିବେ ଭକ୍ତ। ରାଜଧାନୀ ଭୁବନେଶ୍ୱରରେ ଗଣେଶ ପୂଜାକୁ ନେଇ BMC କମିଶନର ଏହା କହିଛନ୍ତି। ଯଦିଓ କୋଭିଡ୍ କଟକଣା ହଟିଛି, ତେବେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ BMC

ବିବାହ ବନ୍ଧନରେ ବାନ୍ଧି ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ

ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀ ଦୀର୍ଘ ଦିନରୁ ରିଲେସନଶିପ୍‌ରେ ଅଛନ୍ତି। ଏମାନେ ବହୁତ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି। ଅଭିନେତ୍ରୀ ଆଥିୟା ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ

ଇସ୍ତଫା ଦେଲେ ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା

ପାଟନା: ଆଜି ବିହାର ବିଧାନସଭାରେ 'ଫ୍ଲୋର୍‌ ଟେଷ୍ଟ୍‌' ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି, ନୂତନ ସରକାର ଗଠନ ହେବା ପୂର୍ବରୁ ମୁଁ ଇସ୍ତଫା ଦେଇଥାଆନ୍ତି, କିନ୍ତୁ କେହିଜଣେ ମୋ ନାଁରେ ନିର୍ବିଚାର ଭାବେ ମିଥ୍ୟା ଅଭିଯୋଗ କଲେ।

କଟକରେ ସେପ୍ଟେମ୍ବର ୨୭ରୁ ୩୦ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ମ୍ୟାଚ

ଭୁବନେଶ୍ୱର: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଆଗାମୀ ସଂସ୍କରଣ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଅନୁଷ୍ଠିତ ହେବ। ଏହା ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ବିଶ୍ୱର କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କୁ ନେଇ ହେଉଥିବା ଏହି

ଫିରିଙ୍ଗିଆ ଗୁଳିମାଡ଼ ଘଟଣା : ବନ୍ଧୁକ ସହ ଗିରଫ ହେଲେ ୪ ଅଭିଯୁକ୍ତ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତର ବିଲୁପଦର ଗ୍ରାମରେ ଗୁଳିମାଡ଼ କରି ଫେରାର ଥିବା ୪ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଏକ ବନ୍ଧୁକ ମଧ୍ୟ ସିଜ କରିଛି ଫିରିଙ୍ଗିଆ ଥାନା ପୋଲିସ l ଗିରଫ ୪ ଜଣ ହେଲେ ଡିମ୍ବିରି ଗୁଡା ଗ୍ରାମ ପଞ୍ଚାୟତର ଶ୍ରୀପଲା

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ…

ମିଶନ ଶକ୍ତି ମା’ଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା

ପାରିବାରିକ କଳହକୁ ନେଇ ଛତ୍ରପୁର ଥାନା ଆଗରେ ବିଷ ପିଇଲେ ମହିଳା…

ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଥାନା ସମୁଖରେ ପାରିବାରିକ କଳହକୁ ନେଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରର ର ଏମ ମୁନା ପାତ୍ର ଙ୍କ ସ୍ତ୍ରୀ ଏମ ଝିଲି ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରି

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅତିରିକ୍ତ ଆଲୋଚନା ଶିବିର ଆୟୋଜିତ

ଗୋପାଳପୁର(୨୩/୦୮) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ଵାରା ଏକ ଏକ୍ସଟ୍ରା ମୋରାଲ ଲେକ୍ଚର୍ ସିରିଜ୍ ନୂତନ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ହୋଇଥିଲା।କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି କାର୍ଯକ୍ରମର ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀରେ ସ୍ନାତକୋତ୍ତର ପରିଷଦର ସଭାପତି ପ୍ରଫେସର୍

ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ସରକାରୀ ବସରେ ଯାଉଥିବା ଦୁଇ ଵ୍ୟକ୍ତିଙ୍କ ଠାରୁ ଗଞ୍ଜେଇ ଜବତ, ଦୁଇ ଗିରଫ

ଚିତ୍ରକୋଣ୍ଡା (୨୩/୦୮) : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ନିକଟରୁ ସରକାରୀ ବସ ରୁ ପୋଲିସ ୧୩ କେଜି ୭୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୨ ଚାଲାଣକାରୀ ଙ୍କୁ ଗିରଫ କରିଛି। ପୋଲିସ ର ସୂଚନା ଅନୁଯାୟୀ ଗତ କାଲି ଚିତ୍ରକୁଣ୍ଡା ଥାନା ଏସ ଆଇ ବିଜୟ କୁମାର ମାଝୀ ଙ୍କ ନେତୃତ୍ୱରେ

ଛତିଶଗଡ ପ୍ରଶାସନିକ ଅଧିକାରୀଙ୍କ ହିଂଜିଳିକାଟୁ ଗସ୍ତ

ହିଂଜିଳିକାଟୁ (୨୩ା୮) : ଛତିଶଗଡ଼ ରାଜ୍ୟର ପଂଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନବ ନିଯୁକ୍ତ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଏକ ୧୮ଜଣିଆ ଟିମ ମଙ୍ଗଳବାର ହିଂଜିଳିକାଟୁ ବ୍ଳକ ଗସ୍ତ କରିଛନ୍ତି । ଏହି ଟିମ ସଦସ୍ୟମାନେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଏକାଡ଼େମୀରେ ତାଲିମ ନେଉଥିଲେ । ଟିମ