Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ: ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିବା ପରେ ପିଟି ପିଟି ମାରିଦେଲେ ଲୋକେ
ବାଲେଶ୍ୱର: ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ । ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିବା ପରେ ପିଟି ପିଟି ମାରିଦେଲେ ଲୋକେ । ବାଲେଶ୍ୱର ସୁନହଟ ସ୍ଥିତ କଂସେଇ ମହଲା ଅଞ୍ଚଳରେ ପାଗଳା କୁକୁର ଆତଙ୍କ । କୁକୁର କାମୁଡ଼ାରେ ୨୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର!-->…
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ
ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ରାସ୍ତା। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ। ୨୦ ମିନିଟ୍ ଧରି ରେଲୱେ ଷ୍ଟେସନ ପାଲଟିଥିଲା ରଣ କ୍ଷେତ୍ର । ଯିଏ ବି ବିରୋଧ କରୁଥିଲା କିମ୍ବା ଦୋକାନୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା ଦୁର୍ବୃତ୍ତ ମାନେ ତାଙ୍କୁ!-->…
ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ମହିଳାଙ୍କୁ ମଜଭୁତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ରାଜ୍ୟରେ ୬ ଲକ୍ଷ SHG କାମ କରୁଛନ୍ତି । ବିନା ସୁଧରେ SHGଙ୍କୁ ୫ ଲକ୍ଷ ଟଙ୍କା ଋଣ ଦେବାକୁ ଘୋଷଣା କରିଛୁ । ଏହାଦ୍ୱାରା ଓଡ଼ିଶାର ମାଆ ମାନେ ଉପକୃତ ହେଉଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତି ମାଆ ମାନଙ୍କୁ ଉଦ୍ବୋଧନ!-->…
ସମିତି ସଭ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମାର୍ଶାଘାଇ ୦୩/୧୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତର ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।
ଘର ଭିତରୁ କବାଟ ବନ୍ଦ ଥାଇ ନିଜ ବାସଭବନରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକ । ପରେ ଘରର କବାଟ ଭାଙ୍ଗି!-->!-->!-->…
ଇଡିରେ ହାଜର ହେଲେ ଶିବ ପ୍ରସାଦ ଦାସ
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଇଡିରେ ପୁଣି ହାଜର ହୋଇଛନ୍ତି ଭୁବନେଶ୍ୱରର ହୋଟେଲ୍ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗ ମାମଲାରେ ହାଜର ହୋଇଛନ୍ତି। ତାଙ୍କୁ ମାରାଥନ୍ ଜେରା ଚାଲିଛି। ବ୍ଲାକମେଲ୍ ଓ ହନିଟ୍ରାପ୍ ଡିଲ୍!-->…
ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍ ତିଆରି ହେବ, ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ
ପୁରୀ ୦୩।୧୨ : ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍ ତିଆରି କରାଯିବ । ଏହି ଅତିରିକ୍ତ ସେଟ୍ର ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ କରାଯାଉଛି । କାର୍ତ୍ତିକ ପୂର୍ଣ୍ଣିମାରେ ମା’ ସୁଭଦ୍ରାଙ୍କ ସୁନାବେଶ ଆଭୂଷଣ ଲାଗି ବେଳେ ଏହି ଆଭୂଷଣର ମାପ ନିଆଯାଇଛି । ଜଉ ସହ ଏହି ଆଭୂଷଣରେ କେତେ!-->…
ଦର୍ଶକଙ୍କ ମନ ମୋହୁଛି କୋଣାର୍କ ମହୋତ୍ସବ
କୋଣାର୍କ ୦୩/୧୨: କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀଙ୍କ ମଣିପୁରୀ ଓ ଓଡ଼ିଶୀ ଦର୍ଶକଙ୍କ ମନମୋହିଥିଲା । ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଇମ୍ଫାଲର ଏଲ. ଉପେନ୍ଦ୍ର ଶର୍ମା ଓ ସାଥୀ କଳାକାର ମଣିପୁରୀ ନୃତ୍ୟ ପରିବେଷଣ କରିଥିଲେ ।
ବୈଷ୍ଣବ!-->!-->!-->…
‘ରାମ ନାମ ସତ୍ୟ ହେ’ ପାଇଁ ୪ ଜଣ ଆବଶ୍ୟକ, କଂଗ୍ରେସରେ ଅଛନ୍ତି ମାତ୍ର ୨: ଯୋଗୀ
ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୧୯ଟି ଜିଲ୍ଲାର ୮୯ଟି ଆସନରେ ମତଦାନ ଡିସେମ୍ବର ୧ରେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନର୍ମଦା ଆସନରେ ସର୍ବାଧିକ ମତଦାନ ୭୮.୨୪% ଥିବାବେଳେ ବୋଟାଡ ଅଞ୍ଚଳରେ ସର୍ବନିମ୍ନ ଭୋଟ ହାର ୫୭.୫୮% ଥିଲା। ତେବେ ବର୍ତ୍ତମାନ ରାଜ୍ୟର!-->…
ତାମିଲନାଡ଼ୁରୁ ଗୁଜୁରାଟକୁ ୧ ହଜାର କୁମ୍ଭୀର ନେଉଛନ୍ତି ଅମ୍ବାନୀ
ମୁମ୍ବାଇ: ନିଜ ଘରଠାରୁ ପାଖାପାଖି ୨ ହଜାର କିଲୋମିଟର ଦୂରକୁ ଯାଉଛନ୍ତି ୧ ହଜାର କୁମ୍ଭୀର | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ଦେଶର ଏକ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ୧୯୩୧ କିଲୋମିଟର ଦୂରରେ ଥିବା ଏକ ଚିଡିଆଖାନାକୁ ୧୦୦୦ କୁମ୍ଭୀର ପଠାଇବା!-->…
ହିନ୍ଦୁମାନେ ୨୨ବର୍ଷ ଭିତରେ ବିବାହ କଲେ ମୁସଲିମଙ୍କ ଭଳି ଅଧିକ ପିଲା ଜନ୍ମ କରିପାରିବେ: ବଦରୁଦ୍ଦିନ ଅଜମଲ
ନୂଆଦିଲ୍ଲୀ: ଅଧିକ ପିଲା ଜନ୍ମ କରିବାର ଟିପ୍ସ ହିନ୍ଦୁମାନେ ମୁସଲମାନଙ୍କଠାରୁ ନେବା ଉଚିତ୍। ଏଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇଡିୟୁଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ। ସେ କହିଛନ୍ତି ଯେ ମୁସଲମାନଙ୍କ ପରି ହିନ୍ଦୁମାନେ କମ ବୟସରେ!-->…