ଠକେଇ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କଲା କାଳିଆପାଣି ପୋଲିସ

ଯାଜପୁର: ଯାଜପୁର ଜିଲ୍ଲାର କାଳିଆ ପାଣି ଥାନ ଅନ୍ତର୍ଗତ ବିର୍ସାନଗର ବସ୍ତି ର ଅଭିନାଶ ମହାନ୍ତି ମେ ମାସ 10ତାରିଖରେ ସାଇବର ଠକେଇରେ ଏକ ଲକ୍ଷ ତେପନ ହଜାର ଟଙ୍କାର ଶିଖାର ହୋଇଥିଲେ l ଏ ସମ୍ପର୍କରେ କାଳିଆପାଣି ଥାନରେ ଅଭିଯୋଗ କରିବା ସହ କଟକ ସାଇବର ଥାନରେ ସମ୍ପୂର୍ଣ ତଥ୍ୟ ଦେଇଥିଲେ l

ରାଜ୍ୟରେ ଆଉ ୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ଶିଶୁ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ ଅବକାରୀ ଦୁର୍ନୀତି: ଆପ ଉପରେ ବିଜେପିର ପ୍ରତିଆକ୍ରମଣ

ଦିଲ୍ଲୀ: ଦିଲ୍ଲୀର କଥିତ ଅବକାରୀ ଦୁର୍ନୀତିଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ଜାରି ସିବିଆଇ ଯାଞ୍ଚକୁ ନେଇ ଆପ ଏବଂ ବିଜେପି ସାମ୍ନାସାମ୍ନି ହୋଇଛନ୍ତି । ଲଗାତର ଉଭୟ ଆକ୍ରମଣ ପ୍ରତିଆକ୍ରମଣ ଜାରିରଖିଛନ୍ତି । ପ୍ରତ୍ୟେକ ଦିନ ଉଭୟ ପକ୍ଷ ନିଜ ନିଜ ତରଫରୁ ନୂଆ ନୂଆ ଆରୋପ

ବିହାର ପରେ ଏବେ ଗୁରଗାଓଁର ଏକ ମଲ୍‌ରେ ସିବିଆଇ ଚଢାଉ

ଗୁରଗାଓଁ: ହରିୟାଣାର ଗୁରଗାଓଁ ଜିଲ୍ଲାର ସେକ୍ଟର ୭୧ ରେ ଥିବା ଏକ ମଲ୍‌ରେ ସିବିଆଇ ଟିମ୍‌ର ଚଢାଉ। ଗୁରଗ୍ରାମ୍‌ର ଏହି ମଲ୍‌ରେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ କମ୍ପାନୀର ଅଫିସ ରହିଛି। ସିବିଆଇ ଚାକିରୀ ବଦଳରେ ଜମି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିପାଇଛି । ଆଉ ୬ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ଅନୁମୋଦନ । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ରରେ ମୋଦନ ହୋଇଛି । ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏଭଳି ଏକ ପ୍ରସ୍ତାବ

୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ କେତେ ଚାଷ ଜମି ନଷ୍ଟ ହୋଇଛି, ଘର କେତେ ଭାଙ୍ଗିଛି ତାହାର ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ ।

ଭୁବନେଶ୍ୱର ଓ ରାଉରକେଲାରେ ହକି ପ୍ରୋ ଲିଗ୍‌ : ଅକ୍ଟୋବର ୨୮ରୁ ଆରମ୍ଭ ହେବ ସିଜନ

ଭୁବନେଶ୍ୱର/ରାଉରକେଲା: ସୁନ୍ଦରଗଡ଼ର ହକିପ୍ରେମୀଙ୍କ ପାଇଁ ଖୁସିର ଖବର । ଆସନ୍ତା ଜାନୁଆରୀ ମାସରେ ପୁରୁଷ ହକି ବିଶ୍ୱକପ୍‌ ଶେଷ ହେବା ପରେ ରାଉରକେଲାରେ ମାର୍ଚ୍ଚ ମାସରେ ଖେଳାଯିବ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ । ଆଜି ୨୦୨୨-୨୦୨୩ ପୁରୁଷ ପ୍ରୋ ଲିଗ୍‌ ସିଜନର ସୂଚୀ ଘୋଷଣା ହେବା ପରେ ଏହା ସ୍ପଷ୍ଟ

ହସି ଦେବାରୁ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ !

ଜଳେଶ୍ୱର: ବୈଠକ ଚାଲିଥିବା ବେଳେ ହସି ଦେଇ ଫସିଗଲେ କନିଷ୍ଠ ଯନ୍ତ୍ରୀ! ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି। ଅବଶ୍ୟ ସେହି ହସ ଭିତରେ ଲୁଚି ରହିଥିଲା ସରକାରୀ ଦୁର୍ନୀତିର ଗୁମର। ବୋଧହୁଏ ସେଥିପାଇଁ ତାଙ୍କୁ ନୋଟିସ୍‌ ହୋଇଥିବା ଆଲୋଚନା ହେଉଛି। ବନ୍ୟା ପ୍ରପୀଡିତ ବାଲେଶ୍ୱର

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରୁ ମିଳିଲା ୨ଟି ଏକେ-୪୭

ରାଞ୍ଚି: ଆଳୁ ଖୋଳୁ ଖୋଲୁ ମହାଦେବ ବାହାରିବା ଭଳି ବେଆଇନ ଖଣି ଖନନ ମାମଲାର ତଦନ୍ତ ଚାଲିଥିବା ବେଳେ ମିଳିଛି ଦୁଇଟି ଏକ-୪୭। ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ରେଡ୍‌ କରିଥିଲା। ଏହି

ପଦ୍ମଶ୍ରୀ କମଳା ପୁଜାରୀଙ୍କୁ କଟକ ବଡ଼ମେଡିକାଲ୍ ସ୍ଥାନାନ୍ତର, ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କଲେ…

କୋରାପୁଟ/ଜୟପୁର: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୁଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର