Sign in
Sign in
Recover your password.
A password will be e-mailed to you.
ଅଣ୍ଟାର ବେଲ୍ଟ ବେକରେ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା
ଦାରିଙ୍ଗବାଡ଼ି, ୨୩/୮, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୁଗାନକେତା ଗ୍ରାମର ଜଣେ ଯୁବକ ଗତ କାଲି ଅପରାହ୍ନରେ ଏକ କୁଡ଼ିଆରେ ବେକରେ ବେଲ୍ଟ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ଅନ୍ତର୍ଗତ ସୁଗାନକେତା ଗ୍ରାମର ଲନ୍ଦ ପ୍ରଧାନ ଙ୍କ ପୁଅ!-->…
ଦେଶବ୍ୟାପୀ ଏଡ୍ସ ନିୟନ୍ତ୍ରଣ କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ
ଫୁଲବାଣୀ : ସମଗ୍ର ଦେଶରେ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟରତ କର୍ମଚାରୀ ମାନେ ସେମାନଙ୍କୁ ଦରମା ବୃଦ୍ଧି କରାଯାଇ ନଥିବା ଅହେତୁକ ବିଳମ୍ବ ଏବଂ ଉପେକ୍ଷା ବିରୋଧରେ ୨୨/୮/୨୨ ତାରିଖ ଦିନ ଦେଶବ୍ୟାପୀ ବିରୋଧ ବିରୋଧ ପ୍ରଦର୍ଶନ କରିବା ପାଇଁନିଷ୍ପତ୍ତି!-->…
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର – ଆଧାର କାର୍ଡ ସଂଯୋଗୀ କରଣ ସଚେତନତା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ସଂକରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭୋଟର କାର୍ଡ ଆଧାର କାର୍ଡ ସଂଯୋଗୀ କରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି!-->…
ଲଗାଣ ବର୍ଷାରେ ରାସ୍ତାକଡ଼ ମାଟି ଅତଡା ଖସି, ତାମଙ୍ଗିକୁ ଯାତାୟତ କରୁଥିବା ସରକାରୀ ବସ ଚଳାଚଳ ବନ୍ଦ
ଦାରିଙ୍ଗବାଡ଼ି, (୨୩/୮) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତର ତାମାଙ୍ଗି ଗ୍ରାମକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର ଡ଼ି) ରାସ୍ତା, ଲଗାଣ ବର୍ଷାରେ ଡମା ଗ୍ରାମ ନିକଟର ଏକ ଛୋଟ ବ୍ରିଜ ପାଖ ରାସ୍ତା ପାର୍ଶ୍ଵ ମାଟି ଅତଡା ଖସି ଗମନା ଗମନରେ ବାଧା ଉପୁଜିଛି।!-->…
ଦୀର୍ଘ ୪ଦିନ ପରେ ବୁଡାଗୁଡ଼ା ପଞ୍ଚାୟତବାସୀ ବାଲିଗୁଡା ବିଏସଏନଏଲ ଟେଲିଫୋନ ସୁବିଧା ପାଇଲେ
ଦାରିଙ୍ଗବାଡ଼ି,(୨୩/୮) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତ ବାସୀ ବିଏସଏନଏଲ ମୋବାଇଲ ନେଟୱର୍କ ସେବା ଦୀର୍ଘ ୪ଦିନ ପରେ ପାଇଥିବା ଜଣାପଡ଼ିଛି । ଟେଲିଫୋନ ସୁବିଧା ପାଇବାରୁ ୪ ଦିନଧରି ବଞ୍ଚିତ ହୋଇ ରହିଥିଲେ ବୁଡ଼ାଗୁଡା ପଞ୍ଚାୟତ ବାସୀ। ଏଣୁ ଆଜି ସରପଞ୍ଚ ତାତୁରା!-->…
ଶ୍ରମଜୀବୀ ସଂଗଠନ ଦ୍ଵାରା ସଚେତନତା ଶୋଭାଯାତ୍ରା
ଚିତ୍ରକୋଣ୍ଡା (୨୩/୦୮) : ରାଜ୍ୟସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଂଚ ଓ ମହିଳା ଶ୍ରମଜୀବୀ ମଂଚର ଆହ୍ବାନ କ୍ରମେ ତୃଣମୂଳ ସ୍ତରରେ ଲୋକ ମାନଙ୍କୁ "ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା" ସମ୍ବନ୍ଧିୟ ସଚେତନତା ନିମନ୍ତେ ଏକ ପ୍ରୟାସ ଆରମ୍ଭ କରାଯାଇଛି। ଏଥିରେ ଗାଁ ସ୍ତରରୁ ଲୋକ ମାନଙ୍କୁ!-->…
ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା
ଚିତ୍ରକୋଣ୍ଡା(୨୩/୦୮) : ଆଜି ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ ଦୁଇଟି ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ସେ ଗୁଡ଼ିକ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଟେମ୍ପରାରି କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ!-->…
ମହାନଦୀ ନେତ୍ର ଚିକିତ୍ସାଳୟରରେ ୨୪ଜଣଙ୍କ ସଫଳ ଚକ୍ଷୁ ଅପରେସନ
ଫୁଲବାଣୀ : ମିଳିତ ନାଗରିକ କମିଟି କନ୍ଧମାଳ ,ସଚେତନ ବରିଷ୍ଠ ନାଗରିକ ମଞ୍ଚ ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀର ମହାରାଜପୁରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରରୁ ୨୪ଜଣ ମୋତିଆ ବିନ୍ଦୁସଫଳତାର ସହ ଅପରେସନ ହୋଇ ଫେରିଲେ।ଅଗଷ୍ଟ ୨୧ ତାରିଖ ଚକ୍ଷୁ ଚିକିତ୍ସା ଶିବିର!-->…
ନଗର ସ୍ୱାସ୍ଥ୍ୟ ଅଭିଯାନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର (୨୩/୦୮) : ନଗର ସ୍ୱାସ୍ଥ୍ୟ ମିଶନ୍ ର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯୀଇଛି । ବୈଠକରେ ବହିଃ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ସଂଖ୍ୟା, ବହିଃ!-->…
ଶିଶୁ ସୁରକ୍ଷା ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା
ଛତ୍ରପୁର (୨୩/୦୮) : ନିଜ ସନ୍ତାନ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ସକାଶେ ପିତା ମାତାଙ୍କ ମଧ୍ୟରେ ସୁସମ୍ପର୍କ ଅପରିହାର୍ଯ୍ୟ । ଏଥି ସକାଶେ ପିତାମାତାଙ୍କ ମାନସିକତାର ପରିବର୍ତ୍ତନ ନିହାତି ଆବଶ୍ୟକ । ସନ୍ତାନ ମାନଙ୍କ ଭବିଷ୍ୟତ ଉଜ୍ଜଳମୟ ନିମନ୍ତେ ସମାଜରେ ଉତ୍ତମ ବାତାବରଣର ଆବଶ୍ୟକତା!-->…